ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର
ମାଲକାନଗିରି, ୧୫।୧୦(ଡି.ଏନ୍.ଏ.): ଦୁର୍ଦ୍ଦାନ୍ତ ମାଓବାଦୀ ଆର୍.କେ.ଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ମାଓବାଦୀ ସଙ୍ଗଠନ…
ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା
ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶର୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି…
ପେପର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ରାୟଗଡ଼ା ଅଫିସ/ରାମନାଗୁଡ଼ା,୧୪।୧୦ (ଡି.ଏନ୍.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ଛକ ନିକଟସ୍ଥ ବୁଲାଣି ପାଖରେ ଏକ ପେପର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ ହେଲ୍ପର ଶିବ ଗୌଡ଼ ଏଥିରେ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଜେକେ କାଗଜକଳରୁ ବାହାରି…
ଚାଲିଛି ମା’ ମଝିଘରିଆଣୀଙ୍କ ଦଶମୀପୂଜା
ରାୟଗଡ଼ା ଅଫିସ, ୧୫।୧୦: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦଶମୀପୂଜା ଚାଲିଛି। ତହସିଲ ଅଫିସ ପ୍ରାଙ୍ଗଣରେ ୯ ଦିନ ଧରି ଦୁର୍ଗା ଏବଂ ମଝି ଘରିଆଣୀଙ୍କର ଖଣ୍ଡାପୂଜା କରାଯାଉଥିଲା। ଉକ୍ତ ଖଣ୍ଡାକୁ ଦଶହରା ପୂଜା ପରେ ମଝିଘରିଆଣୀଙ୍କ ମନ୍ଦିରକୁ ନିଆଯିବ।…
ତୁଳସୀପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ
ମାଲକାନଗିରି, ୧୫।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସୀପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ଡିଭିଏଫ୍ ଓ ଏସ୍ଓଜି ବାହିନୀ ମିଳିତଭାବେ କୋମ୍ବିଂ ଅପରେଶନ କରୁଥିବାବେଳେ ତୁଳସୀପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବହୋଇଥିଲା। ଏହି ସମୟରେ…
ବୁଦା ମୂଳରୁ ମିଳିଲା ଗଳାକଟା ମୃତଦେହ: ହତ୍ୟା ସନ୍ଦେହ
ରାଉରକେଲା,୧୫।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଜବତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା କରି କେହି ବୁଦା ମୂଳରେ ପକାଇ…
ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ
ରାଉରକେଲା,୧୫।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍ ଘୋଷ (୩୫)। କିଛି ଦୁର୍ବୃତ୍ତ ବମ୍ବବମ୍ଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବମ୍ବବମ୍ ଗୋପବନ୍ଧୁପାଲି…
ଘରକୁ ଫେରୁଥିଲେ ଦୁଇ ବନ୍ଧୁ: ହେଲେ ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ
ବୌଦ୍ଧ,୧୫।୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା…
ଘରୁ ସାଇକେଲ ନେଇ ବାହାରି ଯାଇଥିଲେ ଦାଦା- ପୁତୁରା: ସକାଳୁ ମିଳିଲା ମୃତଦେହ
ରେଢ଼ାଖୋଲ,୧୫।୧୦(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ସହର ଉପକଣ୍ଠସ୍ଥ ଡିମିରିକୁଦା ଗ୍ରାମ ନିକଟରେ ହାତୀ ଦଳିଦେବାରୁ କାକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିମିରିକୁଦା ଗ୍ରାମର ଦୁଃଶାସନ ଭୋଇ (୨୬) ଓ ପୁତୁରା ଲତିକ ଭୋଇ (୫)। ଖବରପାଇ ବନକର୍ମଚାରୀ ଓ ପୋଲିସ…
ଭୁଶୁଡ଼ିଲା ବନ୍ଧ: ଚାଷ ଜମିରେ ମାଡ଼ିଗଲା ପାଣି; ଏକର ଏକର ଫସଲ ନଷ୍ଟ
ବରଗଡ଼ ଅଫିସ,୧୫।୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ୱରପୁର ମାଟିବନ୍ଧ ପ୍ରକଳ୍ପ ଗୁରୁବାର ବିଳମ୍ବିତ ରାତ୍ରିରେ ଭୁଶୁଡ଼ି ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ମାଟିବନ୍ଧ ଡ୍ୟାମ ଭାଙ୍ଗି ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ବ୍ୟାପକ ଫସଲକ୍ଷତି ହୋଇଛି।…
ବିଧାୟକଙ୍କୁ ଆକ୍ରମଣ ଘଟଣା : ୫ ଗିରଫ
କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ଶରତ ଚନ୍ଦ୍ର ଜେନା, ସସିବୁଲ ଶେଖ, ମନମୋହନ ଦାସ।…
ଦଶହରା, କାର୍ତ୍ତିକପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୧୩।୧୦: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ ଦର୍ଶନ କରିପାରିବେ ନାହିଁ। ଏହି ଦିନଗୁଡ଼ିକରେ ଶ୍ରୀମନ୍ଦିର ବନ୍ଦ ରହିବ। ଗୁରୁବାର ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏସ୍ଓପି ଜାରି କରାଯାଇଛି। ଏସ୍ଓପି…

