୩ ପୋଲିସ କର୍ମଚାରୀ ନିଲମ୍ବିତ
ବଲାଙ୍ଗୀର ଅଫିସ,୧୮ା୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼ ପୋଲିସ ହେପାଜତରୁ ଚମ୍ପଟ ମାରିବା ଘଟଣାରେ ସୋମବାର ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।…
ପେଟ ପାଇଁ ଜୀବନ ବିପଦମୁହାଁ
ମହାକାଳପଡ଼ା, ୧୮ା୧୦ (ଡି.ଏନ୍.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ ବର୍ଷା ପାଣିରେ ଗଡି ଗଡି ନିକଟ ନଦୀଜଳରେ ମିଶି ସମୁଦ୍ରକୁ ବୋହି ଯାଇଥାଏ। ପେଟ…
ଭିତରକନିକା ଦେଇ କୋଇଲା ଚାଲାଣ
କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା…
ଆଜି ହୋଇପାରେ ପ୍ରଶାନ୍ତଙ୍କ ଜାମିନ ଶୁଣାଣି
ଖୋର୍ଦ୍ଧା ଅଫିସ,୧୮ା୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ଆକ୍ରମଣ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ୧୮ (ସୋମବାର) କିମ୍ବା ୨୧ ତାରିଖରେ ହୋଇପାରେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ…
ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍
ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ସକାଳ ପ୍ରାୟ ୭ଟାରୁ ଏକକାଳୀନ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ…
ଦୁର୍ଦ୍ଦାନ୍ତ ଅପରାଧିଙ୍କ ପୁଅ ଛୁରାମାଡ଼ କରି ଫେରାର
ଝାରସୁଗୁଡ଼ା ଅଫିସ୍, ୧୭।୧୦: ଝାରସୁଗୁଡା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧି ସୋନୁ ଘୋଷଙ୍କ ନାବାଳକଙ୍କ ପୁଅ ରବିବାର ପୁଣି ଜଣେ ଯୁବକଙ୍କୁ ଛୁରାମାଡ କରିଛନ୍ତି। ଫଳରେ ଯୁବକ ଜଣଙ୍କ ଆହତ ହୋଇ ପ୍ରଥମେ ମଣ୍ଡଲିଆ ସ୍ଥିତ ଏମ୍ସିଏଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।…
ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାସିଗଲେ ପୁଅ
ରାୟଗଡ଼ା ଅଫିସ, ୧୭।୧୦: ପରିବାର ଓ ସମ୍ପର୍କୀୟଙ୍କ ସହ ଗଜପତି ଜିଲା ପାରଳାଖେମୁଣ୍ଡିରୁ ରାୟଗଡ଼ା ବୁଲିବାକୁ ଆସିଥିଲେ। ସେଠାରେ ମା’ ମଝି ଘରିଆଣୀଙ୍କ ଦର୍ଶନ କରି ଝୁଲାପୋଲ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ବୁଲିବେ ବୋଲି ସମସ୍ତେ ବେଶ୍ ଉତ୍ସାହିତ ଥିଲେ।…
ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ
କଟକ ଅଫିସ,୧୭।୧୦: କଟକ ଜଗତପୁର ସ୍ଥତି ଏକ ଅଗରବତୀ କାରଖାନାରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସ୍ଥାନୀୟ ଦମକଳବାହିନୀର ୨ଟି ଗାଡି ସହ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି…
ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଓଲଟିଲା, ୫ ପୋଲିସ କର୍ମୀ ଆହତ
ପାରଳାଖେମୁଣ୍ଡି,୧୭ା୧୦(ଡି.ଏନ୍.ଏ.)- ଗଜପତି ଜିଲା ଅଡ଼ବା ଥାନା ଅଧୀନ ବିରିକୋଟ ଗ୍ରାମ ନିକଟ ଉଳିଆପଦାଠାରେ ରବିବାର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଏକ ଏସ୍କର୍ଟ ଗାଡ଼ି ଓଲଟି ପଡ଼ିଛି। ଏଥିରେ ୫ ଜଣ ପୋଲିସ କର୍ମଚାରୀ…
ଦଶହରାରେ ଛାତ୍ରୀଙ୍କୁ ଅପହରଣ
ବାରିପଦା ଅଫିସ,୧୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁୁ ଅପହରଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଥାନା ନରସିଂହପୁର ଗ୍ରାମର…
ପୋଖରୀକୁ ଗୋଡ଼ ଧୋଇବାକୁ ଯାଇ ଆଉ ଫେରିଲେନି ବାବନ
ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଣ୍ଟିପାଳ ଗାଁ ଖିଲାର ସାହିର ବାବନ ଖିଲାର (୬୫)। ସେ ପୋଖରୀକୁ ଗୋଡ ଧୋଇବାକୁ ଯିବା ସମୟରେ ଗୋଡ ଖସିଯିବାରୁ ପାଣିରେ…
ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ
ପାରଳାଖେମୁଣ୍ଡି,୧୭।୧୦(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କୁ ଏସ୍କର୍ଟ କରି ନେଉଥିବା ଗାଡ଼ିଟି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ…

