ଗିରଫ ହେଲେ ୮ ମାଓବାଦୀ
ମାଲକାନଗିରି,୬ା୧୧(ଡି.ଏନ.ଏ.): ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଶୁକ୍ରବାର ସୁକ୍ମା ପୋଲିସ ହାତରେ ୮ ମାଓବାଦୀ ଧରାପଡିଛନ୍ତି। ଜିଲାର ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ ଓ ଜଜ୍ବାଗଟା ଜଙ୍ଗଲରେ ଡିଆରଜି ଓ ୨୦୧ କୋବ୍ରା ବାଟାଲିୟନ ଯବାନମାନେ ମିଳିତ ଭାବେ…
ପୋଖରୀରେ ବୁଡ଼ିଗଲେ ୨ ଶିଶୁ
ବୈପାରିଗୁଡ଼ା,୫ା୧୧ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ରାମଗିରି ଫାଣ୍ଡି ମାଠପଡା ପଞ୍ଚାୟତର ଗଇପଦର ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଲକ୍ଷ୍ମଣ ଗୋଲରିଙ୍କ ଝିଅ ମଙ୍ଗଳଦେଈ ଗୋଲରି (୬) ଏବଂ କେଶବ ଖିଲଙ୍କ…
୨ ହଜାର ଟଙ୍କା ପାଇଁ ବନ୍ଧା ହେଲେ ଏଏସ୍ଆଇ
ପଦ୍ମପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଏଏସ୍ଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଆନ୍ଦୋଳା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତଙ୍କୁ…
ଜାଲ୍ ସାର୍ଟିଫିକେଟ୍ ପାଇଁ ବନ୍ଧା ହେଲେ ଶିକ୍ଷକ
ଆସିକା,୫ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ବ୍ଲକ ଅଧୀନ ପାଣ୍ଡିଆପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାୟାମନ ପଣ୍ଡା।…
କାନ୍ଥ ଭଙ୍ଗା ହେଉଥିବା ବେଳେ ଗଲା ଶିଶୁର ଜୀବନ
କେନ୍ଦୁଝର,୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ ଗୋଳାବନ୍ଧ ଗ୍ରାମରେ ଶୁକ୍ରବାର ମାଟି କାନ୍ଥ ପଡ଼ି ଜଣେ ୨ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ଘରର କାନ୍ଥ ଭଙ୍ଗା ଯାଉଥିବା ବେଳେ ଚାପି ହୋଇ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା…
ଜାମିନରେ ଆସିଥିବା ପୂର୍ବତନ ସରପଞ୍ଚଙ୍କୁ ହାଣି ଦେଲେ
ବ୍ରହ୍ମପୁର ଅଫିସ,୫।୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବିଷୋୟୀଙ୍କୁ ଶୁକ୍ରବାର କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ସୁକୁଣ୍ଡା ରାସ୍ତାରେ ଦୁର୍ବୃତ୍ତମାନେ ଖଣ୍ଡା, କାତିରେ…
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଦିନ ହେବ ଜନତା କର୍ଫ୍ୟୁ
ଭବାନୀପାଟଣା,୫।୧୧(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣା ରାଜ୍ୟରେ ଏବେ ହଇଚୟ ସୃଷ୍ଟି କରିଛି। ମମିତାଙ୍କୁ ନ୍ୟାୟ ଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ ଲଢେଇକୁ ଜୋରଦାର କରିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ…
ପ୍ରତିଶ୍ରୁତି ପରେ ହଟିଲା ଏମ୍ଜିଏନ୍ଇଆର୍ଇଜିଏସ୍ ହିତାଧିକାରୀଙ୍କ ଆମରଣ ଅନଶନ
ଦାରିଙ୍ଗବାଡି,୫।୧୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଏମ୍ଜିଏନ୍ଇଆର୍ଇଜିଏସ୍ ହିତାଧିକାରୀ ଆମରଣ ଅନଶନରେ ବସିଥିଲେ। ପରେ ଦାରିଙ୍ଗବାଡିରେ ନୁତନଭାବେ କାର୍ଯ୍ୟରେ ଯୋଗଦେଇଥିବା ବିଡିଓ ଗଦାଧର ପାତ୍ର ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାଶୁଝା କରିବା ସହ ଆସନ୍ତା ୧୫ଦିନ ମଧ୍ୟରେ…
ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପୋଲିସ ଗାଡି ଉପରକୁ ଢେଲା ମାଡ଼
ଗଞ୍ଜାମ,୫।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାଳୁରୁଗଡ଼ ଗାଁରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରିଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତଦନ୍ତ କରିବାକୁ ଯାଇଥିବା ହୁମା ଫାଣ୍ଡି ପୋଲିସ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ପୋଲିସ ଗାଡି ଉପରେ ଢେଲା ମାଡ…
ଜୁଆ ଆଡ୍ଡାରେ ଚଢ଼ାଉ: ୧୭ ଜଣଙ୍କୁ ଅଟକ ରଖିଲା ପୋଲିସ
ଦାରିଙ୍ଗବାଡି,୫।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସଷ୍ଟାଣ୍ଡ ନିକଟ ମାଛ ମାର୍କେଟ ଅଞ୍ଚଳରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଶୁକ୍ରବାର ଭୋର ସମୟରେ ଚଢାଉ କରିଛି । ଏହି ସମୟରେ ଜୁଆ ଖେଳୁଥିବା ୧୭ ଜଣଙ୍କୁ ପୋଲିସ ଅଟକ…
ଭୁଲ୍ ଇଞ୍ଜେକଶନ ପାଇଁ ଚାଲିଗଲା ରୋଗୀଙ୍କ ଜୀବନ: ୫୯ ନଂ. ଜାତୀୟ ରାଜପଥ ଅବରୋଧ
ଫୁଲବାଣୀ ଅଫିସ,୫।୧୧: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଭୁଲ୍ ଇଞ୍ଜେକଶନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସଲାଗୁଡ଼ା ତେଲେପଙ୍ଗା ଗ୍ରାମର ରବୀଚନ୍ଦ୍ର ଦିଗାଲଙ୍କ ଗୋଡ଼ ବଥା ସହ…
ମମିତା ହତ୍ୟା ମାମଲା: ପୋଲିସ ହାତରେ ଲାଗିଲା ଆଉ କିଛି ନୂଆ ତଥ୍ୟ
ଭବାନିପାଟଣା,୫।୧୧(ଡି.ଏନ୍.ଏ.) : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। । ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିବା ପରେ…

