୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ
ଢେଙ୍କାନାଳ ଅଫିସ,୪ା୧୧: ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ତଥା ସର୍ଣ୍ଣିମ ବିଜୟ ବର୍ଷ ପାଳନ ଉପଲକ୍ଷେ ଢେଙ୍କାନାଳ ରାଜବାଟୀରେ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିରକ୍ଷା ବିଭାଗ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମର୍ଦ୍ଧନା…
ଧାନଫସଲ ନଷ୍ଟ କଲେ ହାତୀପଲ
ଢେଙ୍କାନାଳ ଅଫିସ,୪ା୧: ଢେଙ୍କାନାଳ ସଦର ବ୍ଲକ ନୂଆଗାଁ ଏବଂ ଗୋଡ଼ି ସାହିରେ ଗୁରବାର ସକାଳେ ୪୦ ହାତୀ ପଶି ଉପଦ୍ରବ ଘଟାଇଛନ୍ତି। କ୍ଷେତରେ ପଶି ଦଳଚକଟି ଏକର ଏକର ଧାନଫସଲ ନଷ୍ଟ କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ…
ପାରିବାରିକ କଳହ ହେଲା ଅସହ୍ୟ: ଏଭଳି ଚରମ ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତି
ସମ୍ବଲପୁର,୪।୧୧(ବ୍ୟୁରୋ): ପାରିବାରିକ କଳହ ହେଲା ଅସହ୍ୟ। ଶେଷରେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ବିଷ ପିଇ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର…
ଲାଞ୍ଚ ନେଇ ଧରାପଡିଲେ ମୁଖ୍ୟ କିରାଣି: ଘରୁ ମିଳିଲା ୧୩ ଲକ୍ଷରୁ ଅଧିକ ନଗଦ ଟଙ୍କା
ବାଲିଗୁଡ଼ା,୪।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ଆଇଟିଡିଏ ଅଫିସ ମୁଖ୍ୟ କିରାଣି ବସନ୍ତ ପାଣିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ୨ ଲକ୍ଷ ଟଙ୍କା ସୁରକ୍ଷା ଜମା ରିଲିଜ ପାଇଁ ଠିକାଦାରଙ୍କଠାରୁ ବସନ୍ତ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି
ଢେଙ୍କାନାଳ ଅଫିସ, ୪।୧୧: ଆମ୍ ଆଦ୍ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ…
ଜାଲିଆତି କରି ୨୧ ଟନ୍ କୋକ୍ ଚାଲାଣ
ଢେଙ୍କାନାଳ ଅଫିସ, ୪।୧୧: କାଗଜପତ୍ର ଜାଲିଆତି କରି ଏକ ଡିପୋରୁ ଲକ୍ଷାଧିକ ଟଙ୍କାର କୋଇଲା ଚୋରାଚାଲାଣ କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲା ରାସୋଳ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଇଲା ଚୋରା ଚାଲାଣରେ ବ୍ୟବହୃତ ଏକ ଟ୍ରକ୍, ୫…
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ
ବରଗଡ ଅଫିସ,୪।୧୧: ବନ ବିଭାଗର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗୁରୁବାର ସକାଳୁ ବରଗଡ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଜାମପାଲି ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଏହି ଘଟଣାରେ ମୁକୁନ୍ଦ ବରିହା ନାମକ ଜଣେ ଲୋକଙ୍କୁ ଘେଁସ…
ଆଜି ମଧ୍ୟରାତ୍ରରେ ଧରାବତରଣ
ଭୁବନ, ୪।୧୧(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ଗୁରୁବାର ମଧ୍ୟରାତ୍ରରେ ମା’ ଧରାବତରଣ କରିବେ। ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ସମସ୍ତ…
ଦାୟିତ୍ୱ ନ ନେବାରୁ ଦୟନୀୟ
ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ ସୃଷ୍ଟି ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ…
୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷ ବ୍ୟୟବରାଦ
ଜଳେଶ୍ୱର, ୪।୧୧(ଡି.ଏନ.ଏ.) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା ବ୍ୟୟ ହେବ। ଏନେଇ ବୁଧବାର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆୟୋଜିତ ଖବରଦାତା…
ଏନ୍ଏଚ୍ କର୍ତ୍ତୃପକ୍ଷଙ୍କୁ ଘେରିଲେ ଲୋକେ
ପାଣିକୋଇଲି,୪।୧୧(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ସମ୍ପ୍ରସାରଣରେ ବିଭାଗୀୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି। ଏହିକ୍ରମରେ ବୁଧବାର ଏନ୍ଏଚ୍ର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡାଇଭର୍ସନକୁ କମ୍ପାନୀ ପକ୍ଷରୁ କଂକ୍ରିଟ ୱାଲ ଦେଇ ବନ୍ଦ…
୧୧,୫୨୬ ହିତାଧିକାରୀଙ୍କୁ ୧୧୧ କୋଟି ଋଣ
ଜଗତ୍ସିଂହପୁର ଅଫିସ, ୪।୧୧: ୧୧,୫୨୬ ହିତାଧିକାରୀଙ୍କୁ ୧୧୧.୬୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ବ୍ୟକ୍ତିଗତ, କଞ୍ଜୁମର ଡୁରେବ୍ଲ, ଗାଡି, ଘର, କୃଷି, ପ୍ରାଣୀ, ପିଏମ୍ଇଜିପି, କେସିସି ସମେତ ମୁଦ୍ରା ଋଣ ଆକାରରେ ଏହି…

