ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର: ଜଣଙ୍କ ଜୀବନ ଗଲା, ୬ ଗୁରୁତର

ପୁରୀ ଅଫିସ,୧୪।୧: ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର । ଚାଲିଗଲା ଜଣଙ୍କ ଜୀବନ। ଗୁରୁତର ହୋଇଛନ୍ତି ୬ ଜଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଉକ୍ତ କାରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଛି। ଶୁକ୍ରବାର ରାତିରେ ପୁରୀ-ସାତପଡ଼ା ରାଜ ପଥ ରେବଣା ନୂଆଗାଁ ଗ୍ରାମ ଭିତରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଏକ କାର୍‌ ଦ୍ରୁତ ଗତିରେ ଆସି ସଂକୀର୍ତ୍ତନ ମଣ୍ଡଳୀ ଉପରେ ଚଢ଼ି ଯାଇଥିଲା। ପରେ କାରଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲା। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ବିଶୋଧନ ହେଲା ଚୌଦ୍ୱାର ଜେଲ୍‌

ଚୌଦ୍ୱାର,୧୫।୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣୁ ଜନୀତ ରୋଗରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଆଜି ଉଦ୍‌ବେଗ ଜନିତ ସ୍ଥିତିରେ ଗତିକରୁଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ...

ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ : ଗଜା ଆଶଙ୍କା

କୁନ୍ଦୁରା,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ ରବି ଋତୁର ଧାନ ମଣ୍ଡି ହେବାକୁ ଥିବାବେଳେ ଅଚାନକ ବର୍ଷା ହେବା ଯୋଗୁ ଡଙ୍ଗରପାଉଁଶୀ ଅସ୍ଥାୟୀ ଧାନମଣ୍ଡିରେ ଗଦା...

ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ...

ଏସ୍‌ସିବି ମେଡିକାଲରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ

କଟକ ଅଫିସ,୭।୨: କଟକ ଏସ୍‌ସିବି ମେଡିକାଲରେ ଚଳିତବର୍ଷର ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି। ୩୦ ବର୍ଷୀୟ ଏହି ଯୁବକଙ୍କ ଘର ଢେଙ୍କାନାଳ ଜିଲାରେ...

ବଟି ଆଦାୟ ଭିଡିଓ ଭାଇରାଲ, ବଦଳିଲେ ଥାନାଧିକାରୀ

କଟକ ଅଫିସ,୨୨ା୧୧: କଟକ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ଦାବି କରିବା ଏବଂ ନ ଦେଲେ ମିଥ୍ୟା କେସ୍‌ରେ ଫସାଇ ଦେବାକୁ...

ଜିଲାପାଳଙ୍କ ଅଫିସକୁ ଧସେଇ ପଶିଲେ ମହିଳା

ଭଦ୍ରକ ଅଫିସ, ୮।୬ – ସିଏଲଏଫର ସଭାନେତ୍ରୀ ସମ୍ପାଦିକାଙ୍କୁ ମାସିକ ଭତ୍ତା, ପୋଷାକ ବାବଦରେ ବାର୍ଷିକ ଦୁଇହଜାର ଟଙ୍କା, ପରିଚୟ ପତ୍ର ପ୍ରଦାନ ଆଦି ଦାବି...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ...

ରେଲୱେ ପରୀକ୍ଷାର୍ଥୀ ହନ୍ତସନ୍ତ

ଢେଙ୍କାନାଳ ଅଫିସ୍‌, ୧୬।୬ – ରେଲୱେ ପରୀକ୍ଷା ଦେବା ଲାଗି ଢେଙ୍କାନାଳ ଆସିଥିବା ପରୀକ୍ଷାର୍ଥୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ରହିବା...

Advertisement
Archives

Model This Week