ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ହେଲେ ପ୍ରଶାନ୍ତ କୁମାର ନାୟକ
ଗଞ୍ଜାମ,୫।୧୧(ଡି.ଏନ୍.ଏ.): ଭାରତୀୟ ଜନତା ପାର୍ଟିରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦ ପଦବୀରେ ରହିଆସିଛନ୍ତି ବର୍ତ୍ତମାନର ଗଞ୍ଜାମ ବ୍ଲକ ଅଧକ୍ଷ ଥିବା ପ୍ରଶାନ୍ତ କୁମାର ନାୟକ। ସେ ଜିଲାପରିଷଦ, ସରପଞ୍ଚ ଓ ହାଉସିଂ ବିଲଡିଂ କୋପେରେଟିଭ ସୋସାଇଟି ସଭାପତି ମଧ୍ୟ ଦାୟିତ୍ୱ…
ମାନସିକ ବିକୃତଙ୍କୁ ପଥରରେ ଛେଚି ହତ୍ୟା
କେନ୍ଦୁଝର,୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ କେହି ପଥର ରେ ଛେଚ଼ି ହତ୍ୟା କରିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ଼ ବ୍ୟକ୍ତି ଜଣଙ୍କ ପରିଚ଼ୟ ମିଳିପାରି…
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର
କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୁରଲୀଧର ତାଙ୍କୁ ଶପଥ ପାଠ…
ଏମ୍ଜିଏନ୍ଇଆରଇଜିଏସ୍ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ
ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍ଜିଏନ୍ଇଆର୍ଇଜିଏସ୍ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ ପଡ଼ିଛି ହିତାଧିକାରୀଙ୍କୁ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ…
କୁମ୍ଭୀର ଆକ୍ରମଣରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ମିଳିଲା
ବରୀ,୫ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ଉଦୟନାଥପୁର ପଞ୍ଚାୟତସ୍ଥିତ କହରାଗଣ୍ଡ ଗ୍ରାମର ନିଶିକାନ୍ତ ମଲ୍ଲିକ (୨୪) ଓ ସାନ ଭାଇ ସୌଭାଗ୍ୟ ମଲ୍ଲିକ ଗତ ବୁଧବାର ନଦୀରେ ମାଛ ଧରୁଥିବା ବେଳେ ନିଶିକାନ୍ତଙ୍କୁ କୁମ୍ଭୀର ଟାଣି ନେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସାନ ଭାଇ…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ବ୍ରହ୍ମପୁର ଅଫିସ,୫ା୧୧: ଗଞ୍ଜାମ ଜିଲା କୁକୁ ବ୍ଲକ ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ…
ଶିକ୍ଷକ ଚୟନ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ: ୭ଦିନ ପରେ ଥାନାରେ ଏତଲା
ଅମରପାଲି,୪।୧୧(ଡି.ଏନ.ଏ): ଶିକ୍ଷକ ଚୟନ ପାଇଁ ଗତ ଅକ୍ଟୋବର ୨୫ରୁ ୨୮ ତାରିଖ ମଧ୍ୟରେ ଟିଜିଟି ବିଜ୍ଞାନ ଓ କଳା କମ୍ପ୍ୟୁଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର ଦ୍ୱିତୀୟ ଦିନ ତଥା ୨୬ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ୭ ଦିନ ପରେ…
ନର୍ସ କ୍ୱାଟରରୁ ଚୋରି କରି ଧରାପଡ଼ିଲେ
ଝାରସୁଗୁଡା ଅଫିସ,୪।୧୧: ଝାରସୁଗଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଖଲିଆକାନୀ ସିଏଚ୍ସି ହସ୍ପିଟାଲ କ୍ବାଟରରୁ ଅକ୍ଟୋବର ୩ ତାରିଖ ରାତିରେ ଏକ ଲାପଟପ୍ ଚୋରି ହୋଇଥିଲା । ଏନେଇ ଷ୍ଟାଫ୍ ନର୍ସ ମଥୁରା ରଥ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ…
ମହଙ୍ଗା ପଡ଼ିଲା ପୋଲିସ ଭ୍ୟାନରେ ଚୋରା କାଠ ଚାଲାଣ
ପାରଳାଖେମୁଣ୍ଡି,୪।୧୧: ଗଜପତି ଜିଲାରେ ପୋଲିସ ଭ୍ୟାନ୍ ଯୋଗେ କାଠ ଚୋରା ଚାଲାଣ ମାମଲାରେ ଅଟକ ଥିବା ୪ ପୋଲିସ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ରିଜର୍ଭ ପୋଲିସ ତୃତୀୟ…
ଟ୍ରକ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ
ଝାରସୁଗଡ଼ା ଅଫିସ,୪।୧୧: ଝାରସୁଗଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ କତରବଗା ନିକଟରେ ଗୁରୁବାର ଅପରାହ୍ନରେ ଏକ ୧୪ ଚକିଆ ମାଲ୍ ବୋଝେଇ ଟ୍ରକ୍ ଏକ ବାଇକ୍(ନଂ.ଓଆର୍ ୨୩ଏଲ୍-୪୭୨୩)କୁ ଧକ୍କା ଦେଇଛି। ଫଳରେ ବାଇକ୍ରେ ଥିବା ଦମ୍ପତିଙ୍କ…
ଧାନ ମଣ୍ଡିରୁ ମିଳିଲା ଯୁବକଙ୍କ ମୃତଦେହ
ଜୁନାଗଡ଼,୪।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡିରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୋଲିସ ଜବତ କରିଛି। ସେ ହେଲେ ମାଲପଡାର ସୁବ୍ରତ ତାଣ୍ଡି(୩୦)। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ…
୬ରେ ଗଜପତି ବନ୍ଦ ଡାକରା
ପାରଳାଖେମୁଣ୍ଡି,୪।୧୧(ଡି.ଏନ୍.ଏ.): ଆସନ୍ତା ୬ ତାରିଖ ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପାରଳା ବିଧାୟକ ତଥା ଜିଲା ଭାଜପା ସଭାପତି କେ ନାରାୟଣ ରାଓ…

