ଆମ ଜିଲା ଖବର

ଭୋଟ ବର୍ଜନ ନିଷ୍ପତ୍ତି

ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଏ ନେଇ…

ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ ପ୍ରଶିକ୍ଷିତ କର୍ମଚାରୀ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ହେଲେ…

ଟର୍ପେଡୋ ସିଷ୍ଟମର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୪।୧୨: ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ (ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ସୋମବାର ହ୍ବିଲର୍‌ ଦ୍ୱୀପରୁ କରାଯାଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଦ୍ୱାରା ଏହି (ସ୍ମାର୍ଟ) ସିଷ୍ଟମର ବିକାଶ କରାଯାଇଛି। ବୁଡ଼ାଜାହାଜ-ବିରୋଧୀ…

ବଳାତ୍କାର ପରେ ମହିଳାଙ୍କୁ ଫିଙ୍ଗି ଦେଲେ

ଲୋଇସିଂହା,୧୩।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ଭୁଏ(୩୦)ଙ୍କୁ ଗିରଫ କରିଛି ପୋଲିସ। ସୋମବାର ଅଭିଯୁକ୍ତ ଏବଂ ପୀଡିତାଙ୍କ ଡାକ୍ତରୀ ମାଇନା ଲୋଇସିଂହା…

୪ ଦିନ ହେଲା ସୁମିତଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦ ତାରିଖରୁ ତପସ୍ବିନୀଙ୍କୁ ଛାଡି ସୁମିତ କେଉଁଆଡେ ଚାଲି ଯାଇଛନ୍ତି। ଏକାକୀ ନିଜକୁ ଅସୁରକ୍ଷିତ ମନେ…

ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍‌ଅପ୍‌ ଭ୍ୟାନ ଗାଡ଼ି ଡ୍ରାଇଭର ଏହି ଲୁଟ୍‌ ମାମଲାର ମାଷ୍ଟର ମାଇଣ୍ଡ ବୋଲି ରମ୍ଭା ଥାନାରେ…

ମହାନଦୀରେ ଅଜଣା ମୃତଦେହ

ସାଲେପୁର,୧୩।୧୨(ଡି.ଏନ୍‌.ଏ.): କଟକ ଜିଲା କିଶନନଗର କାଳିକାପୁର ମହାନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବାର ଦେଖି ବାଉଁଶ ଦ୍ବାରା ଅଟକାଇଥିଲେ । ପରେ କିଶନନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ…

ଭକ୍ତଙ୍କ ପାଇଁ ଖୋଲିଲା ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସୋମବାରଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି। ଏହାକୁ ନେଇ ଭକ୍ତ ବେଶ ଖୁସି ଅଛନ୍ତି। ପ୍ରଥମ ଦିନରେ ପାଞ୍ଚ ଶହରୁ ଊଦ୍ଧର୍‌ବ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି। କରୋନାର…

ବିଏସ୍‌କେୱାଇରେ ସାମିଲ ହେଲା ଖୋର୍ଦ୍ଧା, ୯୮୮କୋଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୩।୧୨: ଖୋର୍ଦ୍ଧା ଜିଲା ବେଗୁନିଆ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବିଏସ୍‌କଓ୍ବୋଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ୪ ଲକ୍ଷ କାର୍ଡ ବଣ୍ଟନ କରାଯିବାକୁ ଥିବା ବେଳେ ୧୪ ଲକ୍ଷ ହିତାଧୀକାରୀ ଉପକୃତ ହେବେ।…

୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ l ବିଡ଼ିଓ ବିଶ୍ୱଜିତ ରାୟ, ଏନଏସି…

ଅନୁସନ୍ଧାନୀ କୁକୁରର ମୃତଦେହ ସତ୍କାର କଲା ପୋଲିସ

ବରଗଡ ଅଫିସ,୧୩।୧୨: ବରଗଡ ଜିଲା ପୋଲିସକୁ ସହଯୋଗ କରି ଆସୁଥିବା ଅନୁସନ୍ଧାନୀ କୁକୁର ଜ୍ୟୋତିର ସୋମବାର ମୃତ୍ୟୁ ହୋଇଛି । ଦୀର୍ଘ ୧୩ ବର୍ଷ ଧରି ମୃତ ଅନୁସନ୍ଧାନୀ କୁକୁର ବରଗଡ ଜିଲା ପୋଲିସକୁ ସହଯୋଗ କରି ଆସୁଥିଲା। ତେବେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?