ଆମ ଜିଲା ଖବର

ବିଏସ୍‌କେୱାଇରେ ସାମିଲ ହେଲା ଖୋର୍ଦ୍ଧା, ୯୮୮କୋଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୩।୧୨: ଖୋର୍ଦ୍ଧା ଜିଲା ବେଗୁନିଆ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବିଏସ୍‌କଓ୍ବୋଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ୪ ଲକ୍ଷ କାର୍ଡ ବଣ୍ଟନ କରାଯିବାକୁ ଥିବା ବେଳେ ୧୪ ଲକ୍ଷ ହିତାଧୀକାରୀ ଉପକୃତ ହେବେ।…

୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ l ବିଡ଼ିଓ ବିଶ୍ୱଜିତ ରାୟ, ଏନଏସି…

ଅନୁସନ୍ଧାନୀ କୁକୁରର ମୃତଦେହ ସତ୍କାର କଲା ପୋଲିସ

ବରଗଡ ଅଫିସ,୧୩।୧୨: ବରଗଡ ଜିଲା ପୋଲିସକୁ ସହଯୋଗ କରି ଆସୁଥିବା ଅନୁସନ୍ଧାନୀ କୁକୁର ଜ୍ୟୋତିର ସୋମବାର ମୃତ୍ୟୁ ହୋଇଛି । ଦୀର୍ଘ ୧୩ ବର୍ଷ ଧରି ମୃତ ଅନୁସନ୍ଧାନୀ କୁକୁର ବରଗଡ ଜିଲା ପୋଲିସକୁ ସହଯୋଗ କରି ଆସୁଥିଲା। ତେବେ ଏହି…

ଜୀବିକା ପାଲଟିଛି ଝୋଟ ଶିଳ୍ପ

ବାଲେଶ୍ୱର ଅଫିସ,୧୩|୧୨: ବାଲେଶ୍ୱର ଜିଲାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କୁ ଝୋଟ ଶିଳ୍ପର ବିକାଶ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି। ବାହାନଗା ବ୍ଲକ ପଣପଣା ପଞ୍ଚାୟତ ଅନ୍ତର୍ଗତ ମାଳଦାପଡ଼ା ଗାଁରେ ୭ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ର…

ଘର ଭାଙ୍ଗି ଧାନ ଖାଇଲେ

ପାଟଣା,୧୩|୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ସେକ୍ସନରୁ ୨୬ ଟିକିଆ ବଣୁଆ ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ ଖଡ଼ିକାପଦା, ଗୋହିରା, ଜୟପୁର ଅଞ୍ଚଳରେ ବ୍ୟାପକ ଧାନ…

ବେଗ ଉପରେ ଲାଗୁନି ବ୍ରେକ୍‌

ଅନୁଗୋଳ ଅଫିସ, ୧୩।୧୨: ସହର, ବଜାର କିମ୍ବା କଲୋନୀ ଅଞ୍ଚଳ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ କଟକଣା ରହିଛି। ଏପରି କି ଡାକ୍ତରଖାନା, ସ୍କୁଲ ନିକଟରେ ଉଚ୍ଚଶବ୍ଦରେ ହର୍ନକୁ ମଧ୍ୟ ବାରଣ କରାଯାଇଛି। ଏହାର ଉଲ୍ଲଂଘନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ…

ଆରମ୍ଭ ହେଲା ଘାଘରା ସେତୁ ନିର୍ମାଣ

ସଜନାଗଡ,୧୩|୧୨(ଡି.ଏନ.ଏ.) ବାଲେଶ୍ୱର ଜିଲା ସେରଗଡ଼, ଭାୟା-ନୀଳଗିରି, ଉଦଳା, ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ଦେଇ ଯାଇଥିବା ଘାଘରା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଠିକାଦାର ସେତୁର ଉଭୟ ପାର୍ଶ୍ୱରେ ସିମେଣ୍ଟ…

କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡର ହେବ ଶୁଭାରମ୍ଭ

କଟକ ଅଫିସ, ୧୩।୧୨: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିବା ବେଳେ ସୋମବାର କଟକ ଜିଲାରେ ସ୍ମାର୍ଟ…

ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଶନିବାର ରାତିରୁ ପ୍ରଶାସନ ପକ୍ଷରୁ ଉକ୍ତ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି…

୧୬,୫୦୦ ଫୁଟ ଉଚ୍ଚରେ ଉଡ଼ିଲା ଏନ୍‌ସିସି ପତାକା

ପୁରୀ ଅଫିସ,୧୩ା୧୨: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର କ୍ୟାଡେଟ୍‌ ଆଶିଷ ଜେନା ଓଡ଼ିିଶାର ଏକମାତ୍ର କ୍ୟାଡେଟ ଭାବେ ହିମାଳୟର ୧୬ହଜାର ୫୦୦ ଫୁଟ ଉଚ୍ଚ ପର୍ବତାରୋହଣ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏନ୍‌ସିସି…

ସଲାସୁତୁରାରେ ଖଣି ଚୋରି

ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍‌ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା ଓ ଅବହେଳା କରିଛନ୍ତି। ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ ଖଣି ବିଭାଗ ପକ୍ଷରୁ ଗତ ୭ ଅଗଷ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?