ଆମ ଜିଲା ଖବର

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପାରଳାଖେମୁଣ୍ଡି,୨୯ା୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଉଦ୍ୟମ ବେଳେ ପୋଲିସ କାବୁ କରିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିଛି ପ୍ରଶାସନ। ଗଜପତି ଜିଲା କାଶୀନଗର ବ୍ଲକ…

ବାଘରାଣୀ ‘ଖଇରୀ’କୁ ପାଳି ଚର୍ଚ୍ଚାରେ ଥିବା ସାହସୀ ମହିଳାଙ୍କ ପରଲୋକ

କଟକ ଅଫିସ,୨୯ା୧୨: ବାଘରାଣୀ ‘ଖଇରୀ’କୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ପରଲୋକ ହୋଇଛି। କଟକ ସିଦ୍ଧେଶ୍ୱର ସାହିଠାରେ ଥିବା ଏକ ବୃଦ୍ଧା ଆଶ୍ରମରେ ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୨୯।୧୨(ଡି.ଏନ.ଏ.) ଝାଡଖଣ୍ଡ ଦଲମା ଜଙ୍ଗଲରୁ ୩୯ ଟିକିଆ ହାତୀପଲ ଓଡ଼ିଶା ସୀମାନ୍ତ ପାରି ହୋଇ ଚିରାଚରିତ ରାସ୍ତା ମୟୂରଭଞ୍ଜ ଜିଲା ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ଦେଇ ମଙ୍ଗଳବାର ଭୋରରେ ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା…

ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ

ବଇଣ୍ଡା,୨୯।୧୨(ଡି.ଏନ.ଏ.) କିଶୋରନଗର ବ୍ଲକ ହଣ୍ଡପା, ଲୁହାମୁଣ୍ଡା, ତୁରୁଡା ଗ୍ରାମରୁ ରବିବାର ଓ ସୋମବାର ୨ ଦିନରେ ୧୦ଟି ସ୍ଥାନରୁ ଚୋରି ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ…

ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ…

ପୋତାଗଡ଼ ପରିଦର୍ଶନ କଲେ ଜିଲାପାଳ

ଗଞ୍ଜାମ,୨୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ସକାଳେ ଐତିହାସିକ ପୋତାଗଡ଼ ପରିଦର୍ଶନ କରିଛନ୍ତି l ପୋତାଗଡ଼ ପାଇଁ ସାଇନିଙ୍ଗ ବୋର୍ଡ ଦେବା ନିମନ୍ତେ ଜିଲାପାଳ ଗ୍ରାସୀମ କମ୍ପାନୀ ଡିଜିଏମଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପୋତାଗଡ଼ ଚତୁଃପାର୍ଶ୍ୱରେ ଅଧିକ ଆଲୋକୀକରଣ…

ଦବିଲା ପୋଲ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳରୁ ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡକର ଡିମିସର ଦୁଆଣ୍ଟ ପୋଲ ବୁଧବାର ଦବି ଯାଇଛି। ୪୦ ବର୍ଷର ଏହି ପୋଲ ଧୀରେ ଧୀରେ ଏହା ଭୁଶୁଡିବା ଆରମ୍ଭ ହୋଇ ୟୁ ଆକାର ଧାରଣ କରିଛି।…

ଭାଲୁ ସହ ଯୁବକ ଲଢ଼େଇ କରି…

ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଯୁବକଜଣକ ହେଉଛନ୍ତି ଟୁରା ମୁଣ୍ଡା। ସୂଚନାନୁଯାୟୀ, ଚାକୁଣ୍ଡାପାଳ ଗ୍ରାମର ଟୁରା ମୁଣ୍ଡା ସକାଳୁ…

ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ ବେଳେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା। ଟ୍ରକ୍‌ରେ…

୩ ଦିନ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଅଫିସ,୨୯।୧୨: ଶ୍ରଦ୍ଧାଳୁଙ୍କ ପାଇଁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ବନ୍ଦ ରହିବ। ଏ ନେଇ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। ଡିସେମ୍ବର ୩୧ ସକାଳ ୬ରୁ ଜାନୁୟାରୀ ୨ ରାତି…

ବନ୍ଦ କୋଠରିରୁ ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ ଜବତ

ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ…

ସିମ୍ପାଞ୍ଜି ରାଖି ହେଲା ମା’

ବାରଙ୍ଗ,୨୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ପ୍ରଥମଥର ପାଇଁ ସିମ୍ପାଞ୍ଜି ରାଖି ମା’ ହୋଇଛି। ଗତ ଜୁନ ୨ ତାରିଖରେ ରାଖିର ରକ୍ତ ପରୀକ୍ଷା କରାଯାଇ ଗର୍ଭଧାରଣ କରିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ସେହିଦିନଠାରୁ ରାଖି ପ୍ରତି ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?