ଆମ ଜିଲା ଖବର

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଛନକା ପୂରାଇଦେଇଛି। ପୂର୍ବରୁ ଜିଲାକୁ ଓମିକ୍ରନ ପ୍ରଜାତି ଛୁଇଁସାରିଥିବା ବେଳେ ଏବେ…

ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ପ୍ରାୟ ୫ କୋଟି…

ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି ସ୍ଲୋଗାନ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁନାହିଁ। ଏହି ଅଞ୍ଚଳରେ ୧୮ ବର୍ଷ…

ଗିରଫ ବେଳେ ଥାନା ଅଧିକାରୀଙ୍କୁ ଛୁରାମାଡ଼

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ମୁଖୀଗୁଡ଼ା ଓଏଚ୍‌ପିସି କର୍ମଚାରୀ କୁଳମଣି ରଥ ଶନିବାର ରାତିରେ କର୍ମଚାରୀ କାଳୁଚରଣ ଭୂୟାଁ ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

କାଲିଠୁ ଦର୍ଶନ ଦେବେନି ଶ୍ରୀଜିଉ: ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି ଏପରି ଜନସମୁଦ୍ର ଦେଖିବାକୁ ମିଳିଛି। ମରିରିକୋଟ ଛକଠାରୁ ସିଂହଦ୍ୱାର ଯାଏ ଏହି ଭିଡ଼ ଲାଗିଛି।…

ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଗୁଆଲି ଆଡୁ ଭଦ୍ରାସାହି ଆଡ଼କୁ ଆସୁଥିବା ଓ ୩୯୧୮ ନମ୍ବର ବିଶିଷ୍ଟ…

ପାରଳାଖେମୁଣ୍ଡି ଷ୍ଟାଡିୟମରେ ଅଜଣା ହେଲିକପ୍ଟର ଅବତରଣ

ପାରଳାଖେମୁଣ୍ଡି,୮।୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମାଠାରେ ଶନିବାର ଅପରାହ୍ନ ସମୟରେ ଏକ ଅଜଣା ହେଲିକପ୍ଟର ଅଚାନକ ପାରଳାଖେମୁଣ୍ଡି ଷ୍ଟାଡିୟମରେ ଅବତରଣ ପାଇଁ ଉଦ୍ୟମ କରଥିଲା। ମାତ୍ର ଏହା କାହିଁକି ଅବତରଣ କରିଥିଲା ତାହା ଅସ୍ପଷ୍ଟ ରହିଛି। ବିପଦପୂର୍ଣ୍ଣ ଭାବରେ ଅବତରଣ କରି…

ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଯାଜପୁର ରୋଡ଼,୮।୧(ଡି.ଏନ୍‌.ଏ.): ଯାଜପୁର ରୋଡ଼ରୁ କଟକ ଯିବା ରାସ୍ତାରେ ପାଣିକୋଇଲି ନିକଟରେ ଶୁକ୍ରବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ…

ଥ୍ୟାଙ୍କ ୟୁ କହି ପ୍ରାଧ୍ୟାପକଙ୍କ ଠାରୁ ଲୁଟିନେଲେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): ସହଯୋଗ ମାଗି ଜଣେ ପ୍ରଧ୍ୟାପକଙ୍କ ଠାରୁ ଲୁଟିନେଲେ ମୋବାଇଲ । ଏଭଳି ଘଟଣା ଘଟିଛ ଗଞ୍ଜାମ ସହରରେ । ମିଳିଥିବା ସୂଚନା ପ୍ରକାରେ, ଗଞ୍ଜାମ କଲେଜ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଭାଗିରଥି ପଲାଇ ଶନିବାର ଚାଲିଚାଲି ବଜାରରୁ କଲେଜ ଫେରୁଥିବା…

ଗାଁରେ ବ୍ୟାପିଗଲା ନିଆଁ, ଜଳିଗଲା ୨୦ ବଖରା

ସୋରଡ଼ା,୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଗବାନପୁର ପଞ୍ଚାୟତ ରୁମାପାଲି ଗ୍ରାମରେ ଶନିବାର ସକାଳେ ଅଚାନକ ନିଆଁ ଲାଗି ଗ୍ରାମର ୧୦ ପରିବାରର ୨ ବଖରା ଲେଖାଏ ୨୦ ବଖରା ପୋଡ଼ିଯାଇଛି। ଖବର ପାଇ ପୋଲିସ ଏସ୍‌ଆଇ ଆର୍ତ୍ତତ୍ରାଣ ଦାନି ଓ କର୍ମଚାରୀ ସହ…

ଆମ୍ବ ଗଛରେ ଝୁଲୁଛି ମୃତଦେହ

ସୋର,୮।୧(ଡି.ଏନ୍‌.ଏ.): ଆମ୍ବ ଗଛରେ ଝୁଲୁଛି ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ସୋର ଅଞ୍ଚଳରେ । ମୃତ ଯୁବକ ହେଲେ ସୋର ଥାନା ହଟାସାହିର ୩୬ ବର୍ଷୀୟ ଶରତ ନାଥ…

ଟାୟାର ଜାଳି ୫୯ନଂ. ଜାତୀୟ ରାଜପଥ ଅବରୋଧ

ଦାରିଙ୍ଗବାଡ଼ି,୮ା୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗ୍ରାମ ନିକଟ ୫୯ନଂ. ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଯାଇଛି। ବ୍ୟବଚ୍ଛେଦ ପରେ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?