୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ଚାଲିଛି। ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଗତଥର ମାଓବାଦୀ ହିଂସା ପାଇଁ ଏଠାରେ ଦୁଇଟି ଜିଲା ପରିଷଦ ଜୋନ୍‌ରେ ନିର୍ବାଚନ ବନ୍ଦ ରହିଥିଲା। ଚଳିତଥର ମାଓବାଦୀଙ୍କ ଗିତିବିଧି କମିବା ସହିତ ସ୍ବାଭିମାନ ଅଞ୍ଚଳବାସୀ ଭୋଟ୍‌ ଦେଉଛନ୍ତି। ୧୭ଟି ପଞ୍ଚାୟତରେ ୫୯ ଜଣ ସରପଞ୍ଚ ଓ ୪୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସ୍ବାଭିମାନ ଅଞ୍ଚଳର ମୋଟ୍‌ ୪୧ ହଜାର ୫୮୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ନେଲା ଆଉ ୨୨ ମୁଣ୍ଡ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୨୨ଜଣଙ୍କ ଜୀବନ ନେଇଛି। ଏଥିସହ...

ଓଏଏସ୍‌ ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌:ଗୀତୁ ବଢ଼ାଇଲେ ଗୌରବ

ଢେଙ୍କାନାଳ ଅଫିସ, ୧୨।୧ ନିକଟରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌ ରଖି ଢେଙ୍କାନାଳ ଜିଲାର ଗୌରବ ବଢ଼ାଇଛନ୍ତି ସ୍ଥାନୀୟ କାରିଗର...

ତହସିଲର ୨ କିରାଣି ନିଲମ୍ବିତ

ତିହିଡ଼ି,୧୨।୨(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ କାର୍ଯ୍ୟାଳୟର କିରାଣି କମଳାକାନ୍ତ ଗିରି ଓ ଗଣେଶ୍ୱର ସିଂଙ୍କୁ ନିଲମ୍ବନ କରାଯାଇଛି। ଜିଲା ପ୍ରଶାସନ ଚିଠି ନଂ ୨୩୯୧...

ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍‌ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ

ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଶନ ସାମଗ୍ରୀ ନେଉଥିବା...

ଜିଲା ବାହାରକୁ ଆମ୍ବୁଲାନ୍ସ ଗଲେ ଜିଲାପାଳଙ୍କ ଅନୁମତି ଉଚ୍ଛେଦ ଦାବି

ବ୍ରହ୍ମପୁର ଅଫିସ୍‌,୪ା୬-ସ୍ବାସ୍ଥ୍ୟ ସେବାରେ ସୁଧାର ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଘଣ୍ଟଯାତ୍ରା ସୋମବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ...

ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଯାଉ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦାବି କରିଛି। ଏହି ଦାବି ନେଇ ମହାସଂଘ...

ଏତେଦିନ ପରେ କିଏ ଫଟୋ ଛାଡ଼ିଲା ତଦନ୍ତ ହେଉ: ବିରୋଧୀ

ଭୁବନେଶ୍ବର,୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାର ୨୩ ଦିନ ପରେ ଗୋପାଳ କେମିତି ମାରିଲା ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ...

ହାତୀପଲ ପାଇଁ ଅଟକିଲା ଟ୍ରେନ୍‌

ଢେଙ୍କାନାଳ ଅଫିସ, ୭।୮: ହାତୀପଲ ପାଇଁ ଅଟକିଲା ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌। ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ଅଧୀନ ମେରାମଣ୍ଡଳୀ ରେଳଷ୍ଟେଶନ ଏବଂ...

Advertisement
Archives

Model This Week