ଆମ ଜିଲା ଖବର

ବ୍ରାଉନସୁଗାର ବିକି ବନ୍ଧାହେଲେ ବାପ-ପୁଅ

କଟକ ଅଫିସ,୯।୧: କମିଶନରେଟ ପୋଲିସ ରବିବାର କଟକରୁ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମ୍ପର୍କରେ ବାପ -ପୁଅ…

ଆତ୍ମସାତ କରି ଦେବାକୁ ବସିଥିଲେ ୫୦୦କ୍ୱିଣ୍ଟାଲ ପିଡିଏସ୍‌ ଚାଉଳ: ପହଞ୍ଚିଗଲା ଯୋଗାଣ ବିଭାଗ

କେସିଙ୍ଗା,୯।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେରସ୍ଥିତ ଏକ ସମତା ଇଣ୍ଡଷ୍ଟ୍ରିରୁ ଚୋରା ପିଡିଏସ୍‌ ଚାଉଳ ଜବତ ହୋଇଛି। ଶନିବାର ରାତିରେ ଚାଉଳ ଅନ୍‌ଲୋଡ ସମୟରେ ଜିଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ୪ ଜଣିଆ…

ଓ୍ବାର୍ଡମେମ୍ବରଙ୍କ ସ୍ବାମୀଙ୍କୁ ଗାଁଦାଣ୍ଡରେ ହତ୍ୟା

ଢେଙ୍କାନାଳ ଅଫିସ, ୯।୧: ଢେଙ୍କାନାଳ ସଦର ଥାନା ନମିଚିରା ଗ୍ରାମ ମଣ୍ଡପରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। କଙ୍କଡ଼ାହାଡ଼ ପଞ୍ଚାୟତ ୪ନଂ. ୱାର୍ଡସଭ୍ୟ ଲିଲି ବେହେରାଙ୍କ ସ୍ବାମୀ ବିଜୟ ବେହେରା ଓରଫ୍‌ ବିଜୁ (୪୭)ଙ୍କୁ ଦୁର୍ବୃତ୍ତମାନେ ଗାଁଦାଣ୍ଡରେ…

କୂଅରେ ଛୁଆ: ସାରା ରାତି ତାଣ୍ଡବ ରଚିଲେ ହାତୀପଲ

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗ୍ରାମ ନିକଟସ୍ଥ ଚାକୁଣ୍ଡାପଦା ଅଞ୍ଚଳରେ ଥିବା ଏକ କୂଅ ଭିତରୁ ହାତୀଛୁଆକୁ ଅଗ୍ନିଶମ ଓ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ଚାକୁଣ୍ଡାପଦା ଗ୍ରାମର ଏକ ଉନ୍ମୁକ୍ତ…

କେପିଙ୍କୁ କରୋନା

ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କେପି ଏବଂ ସାବିତ୍ରୀ ଦେବୀ ଦିଲ୍ଲୀରୁ ଫେରିଥିଲେ। ଆଣ୍ଟିଜେନ୍‌…

ମହିଳାଙ୍କ ଲାଗି ଅଧ୍ୟକ୍ଷ ସମେତ ୧୪ ଆସନ

ଢେଙ୍କାନାଳ ଅଫିସ୍‌, ୯।୧: ଆପତ୍ତି ଅଭିଯୋଗ ଶୁଣାଣି ପରେ ଢେଙ୍କାନାଳ ଜିଲା ଜିଲା ପରିଷଦ ଆସନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଅଧ୍ୟକ୍ଷ ପଦବୀ ମହିଳା ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି। ଜିଲାର ମୋଟ ୨୭ ଆସନ ମଧ୍ୟରୁ…

‘୫ ମାସରେ ଘାଟିର ସମ୍ପ୍ରସାରଣ ହେବ’

ବାଙ୍ଗିରିପୋଷି,୯।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏନେଇ ପଥଚାରୀ ମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ଏବଂ ଆନ୍ଦୋଳନ କରୁଥିଲେ ମଧ୍ୟ…

ଗଙ୍ଗାସାଗର ମେଳାକୁ ଅନୁମତି

ଭୋଗରାଇ, ୯।୧(ଡି.ଏନ.ଏ.) କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପ ଗଙ୍ଗାସାଗର ମେଳାକୁ କୋଲକାତା ଉଚ୍ଚ ନ୍ୟାୟାଳୟ ସର୍ତ୍ତାଧୀନ ଅନୁମତି ପ୍ରଦାନ କରିଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟସୁରକ୍ଷା ପାଇଁ ଚଳିତବର୍ଷ ଏହି ମେଳାକୁ ବନ୍ଦ…

ରାଇବଣିଆରେ ଦୁଇ ଦଳରେ ୬୮ ହାତୀ

ଜଳେଶ୍ୱର, ୯।୧ (ଡି.ଏନ.ଏ.)-ଗତ କିଛିଦିନ ଧରି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଅଦ୍ୟାବଧି ୧୮ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି। ଶନିବାର ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗର ମେଦିନୀପୁର ଜିଲାର ଜଙ୍ଗଲ ବିଭାଗ…

ନିୟମ କଡ଼ାକଡି ହେଲେ କମିବ ସଂକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୯।୧: ଝାରସୁଗୁଡ଼ା ଜିଲାରେ ଗତ ସପ୍ତାହ ମାଧ୍ୟମରେ କୋଭିଡ୍‌ ପଜିଟିଭ୍‌ ହାର ବୃଦ୍ଧି ପାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସଂକ୍ରମଣକୁ କିଭଳି ରୋକି ହେବ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଝାରସୁଗୁଡ଼ା ଜିଲା କୋଭିଡ୍‌…

ମୃତଦେହ ସତ୍କାର କଲେ ଜିଲାପାଳ, ଏସ୍‌ପି

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ‘ସମ୍ବଳ’ ଅନୁଷ୍ଠାନ ପକ୍ଷରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଇଛି। କମଳିବଜାର ସ୍ବର୍ଗଦ୍ୱାରରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସ୍‌ପି ବାତୁଲା ଗଙ୍ଗାଧର ଯୋଗଦେଇ ମୃତଦେହ ସତ୍କାର କରି ଅନୁଷ୍ଠାନର କର୍ମକର୍ତ୍ତାକୁ ଉତ୍ସାହିତ କରିଥିଲେ। ଜିଲାପାଳ ପରିଡା…

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଛନକା ପୂରାଇଦେଇଛି। ପୂର୍ବରୁ ଜିଲାକୁ ଓମିକ୍ରନ ପ୍ରଜାତି ଛୁଇଁସାରିଥିବା ବେଳେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?