ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ
ସୁନ୍ଦରଗଡ଼,୨୯ା୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁକ୍ରୁ ସୋରେନଙ୍କୁ ତାଙ୍କ ଜ୍ୱାଇଁ…
ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ
ମାଲକାନଗିରି,୨୯ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଏବଂ ମାଲକାନଗିରି ପୋଲିସ ଦୁଇଟି ଘଟଣାରେ ୭୬୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ପୋଲିସ ଏକ ବୋଲେରୋ…
ବ୍ରିଜ୍ ଉପରେ ପଡ଼ିଛି ରକ୍ତାକ୍ତ ମୃତଦେହ
ବରଗଡ଼ ଅଫିସ,୨୯ା୭: ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ବ୍ରିଜ ଉପରେ ଗୁରୁବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ସେ ଭେଡେନ ଥାନା ଥୁଆପାଲି ଅଞ୍ଚଳର ମୂଳ ବାସିନ୍ଦା ଏବଂ…
ସାକ୍ଷୀଗୋପାଳ ମନ୍ଦିର-ବକୁଳବନର ହେବ ଉନ୍ନୟନ କାର୍ଯ୍ୟ: ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର
ସାକ୍ଷୀଗୋପାଳ,୨୯ା୭(ଡି.ଏନ୍.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନର ଉନ୍ନୟନ କାର୍ଯ୍ୟ ହେବ। ଏନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ…
ସ୍ମାର୍ଟ ଫୋନ୍ ନେଲା ଛାତ୍ରଙ୍କ ଜୀବନ
କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଆଖୁପାଳ ଗ୍ରାମରେ ଫ୍ରି ଫାୟାର ଗେମ୍ ଖେଳି ଆହତ ହୋଇଥିବା ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା(୧୫)ଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଅନ୍ଲାଇନରେ ପୁଅ ପାଠ ପଢ଼ିବ ବୋଲି ପିତା…
ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ
ଡେରାବିଶ,୨୯ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ନେଇ ଗତ ଜୁନ୍ ୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି କେସ ନଂ ୩୨୩/୨୧ରେ ବିଭିନ୍ନ…
ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ
ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଟାଉନ ଥାନା ପୋଲିସ ବୁଧବାର…
ଅପରାଧ ରୋକାଯିବା ଉପରେ ଗୁରୁତ୍ୱ
କଟକ ଅଫିସ, ୨୯ା୭: କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଡିଜିପି ଅଭୟ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବୁଧବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଅପରାଧ ରୋକିବା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଆରକ୍ଷୀ ଅଧୀକ୍ଷକ, କଟକ…
ଅଲିମ୍ପିକ୍ସକୁ ନେଇ ଚିତ୍ରକଳା ପ୍ରଦର୍ଶନ
ସମ୍ବଲପୁର,୨୯ା୭ (ବ୍ୟୁରୋ): ଅଲିମ୍ପିକ୍ସକୁ ନେଇ ଇଣ୍ଡିଆନ କଣ୍ଟେମ୍ପରାରି ଆଟର୍ସ ଆସୋସିଏଶନ ଦ୍ୱାରା ଆନ୍ତର୍ଜାତୀୟ ଭର୍ଚୁଆଲ ଆର୍ଟ ଶୋ ପ୍ରଦର୍ଶିତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶାର ୮ ଚିତ୍ରଶିଳ୍ପୀଙ୍କ କଳାକୃତି ସାମିଲ ହୋଇଛି। ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଆନ୍ତର୍ଜାତୀୟ ହକି…
ହୀରାକୁଦ ଜଳଭଣ୍ଡାର ଦ୍ୱୀପରେ ହେବ କଟେଜ୍
ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଏଠାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ କରିବା ଯୋଜନା କରିଛନ୍ତି। ଜଳଭଣ୍ଡାର ଦ୍ୱୀପରେ କଟେଜ୍ ନିର୍ମାଣ…
ଘର ପାଖରେ ଟିକାକରଣ ମାମଲା: ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ, ୨୯ା୭: ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘର ପାଖରେ ଟିକା ପ୍ରଦାନ ନେଇ ସବିଶେଷ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା କେତେଜଣ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ…
ଖଣି ପାଇଁ ଗାଁ ଛାଡ଼ିଦେଲେ
ତାଳଚେର,୨୯ା୭ (ନି.ପ୍ର.) କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍ ଫିଲ୍ଡ୍ସ ଲିମିଟେଡ (ଏମ୍ସିଏଲ୍) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଦେଖାଦିଏ। ବିରୋଧ, ଆନ୍ଦୋଳନ ଯୋଗୁ ଦିନ ଦିନ ଧରି ଖଣି କାର୍ଯ୍ୟ…
Archives


