କୋରାପୁଟରେ ଖାତା ଖୋଲିପାରିଲା ନାହିଁ ଭାଜପା
କୋରାପୁଟ,୨୬।୩(ସ୍ବ.ପ୍ର.): କୋରାପୁଟ ଏନଏସିରେ ବିଜେଡି ପୌରାଧ୍ୟକ୍ଷ ଆସନ ହାତେଇଛି। ବିଜେଡିର ଲଲାଟ ରଞ୍ଜନ ସେଠୀ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତିା ଲଳାଟ କଂଗ୍ରେସର ଦେବାନନ୍ଦ ବେହେରାଙ୍କୁ ୬୩୭୯ ଭୋଟରେ ପରାସ୍ତ କରିଛନ୍ତି । ଲଲାଟଙ୍କୁ ୧୨ ହଜାର ୯୩୦ ଭୋଟ ମିଳିଥିବା…
ଦିଗପହଣ୍ଡିିରେ କଂଗ୍ରେସର ବାଜିମାତ: ଅଧ୍ୟକ୍ଷ ହେଲେ ପ୍ରଫୁଲ୍ଲ ପଣ୍ଡା
ଦିଗପହଣ୍ଡି,୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଭି.ରବି ନାରାୟଣ ରାଜୁଙ୍କୁ ପରାଜିତ କରିଛନ୍ତି। ସେହିପରି…
ବୀରମିତ୍ରପୁରରେ ବିଜେଡିର ବିଜୟ
ସୁନ୍ଦରଗଡ଼/କୁଆଁରମୁଣ୍ଡା, ୨୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ପୌର ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ବୀରମିତ୍ରପୁର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବୀରମିତ୍ରପୁର ପୌରପରିଷଦରେ ବିଜେଡି ପ୍ରାର୍ଥୀ ସନ୍ଦୀପ ମିଶ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚତ ହୋଇଛନ୍ତି। ଏପରି କି ବୀରମିତ୍ରପୁରର…
ରଣପୁର ଦଖଲ କଲା ବିଜେଡି
ନୟାଗଡ଼ ଅଫିସ/ ରଣପୁର୨୬।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍ଏସିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ୩୨୩ ଭୋଟରେ ବିଜୟୀ ହୋଇଛନ୍ତି। ରଙ୍ଗୀନ ମହାନ୍ତି ୪ ହଜାର ୨୧୫ ଭୋଟ ପାଇଥିବା ବେଳେ, ସ୍ବାଧୀନ ପ୍ରାର୍ଥିନୀ ମଧୁସ୍ମିତା ପ୍ରହରାଜ ୩ ହଜାର…
ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ
ଫୁଲବାଣୀ ଅଫିସ୍/ଜି.ଉଦୟଗିରି(ଡି.ଏନ୍.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦକୁ ଭାଜପା ହାତେଇଥିବା ବେଳେ ବାଲିଗୁଡାରେ ବିଜେଡି ଏହାକୁ ନିଜ ପକ୍ଷରେ ରଖିଛି।…
ବିଜେପୁରରେ ବିଜେଡିର ବାଜିମାତ୍
ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା…
ବରଗଡ଼ରେ କଳ୍ପନା ମାଝି ପୌରାଧ୍ୟକ୍ଷା
ବରଗଡ଼ ଅଫିସ,୨୬।୩: ବରଗଡ଼ ପୌର ପରିଷଦରେ ବିଜେଡିର କଳ୍ପନା ମାଝି ପୌରାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୪୪୨ ଖଣ୍ଡ ଭୋଟରେ ହରାଇଛନ୍ତି। କ୍ରମାଗତ ବିଜୟଧାରାକୁ ବଜାୟ ରଖି ବିଜେଡି ନେତା, କର୍ମୀ ଆନନ୍ଦ…
ବରପାଲି ଏନଏସିରେ ଅଧ୍ୟକ୍ଷ ପଦବୀ ହାତେଇଲେ ସ୍ବାଧିନ ପ୍ରାର୍ଥୀ
ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ବରପାଲି ଏନ୍ଏସି ଅଧ୍ୟକ୍ଷ ପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦ୍ୟୁମ୍ନ୍ନ କୁମାର ତ୍ରିପାଠୀଙ୍କୁ ୧୫୭୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ଦିନେଶଙ୍କୁ ୬୦୦୦ ଭୋଟ…
ବିଜେଡି ଦଖଲ କଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ
କେସିଙ୍ଗା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ ହୋଇଛନ୍ତି। ନୃପରାଜ ୫୧୦୩ ଖଣ୍ଡ ଭୋଟ ପାଇ ଥିବାବେଳେ କଂଗ୍ରେସର ରାମ କୁମାର ଜୈନ…
ରାଜନୈତିକ ହିଂସା: ଭୋଟ ଗଣତି ପୂର୍ବରୁ ଜାଳିଦେଲେ କାର
ବ୍ରହ୍ମପୁର ଅଫିସ,୨୬।୩: ପୁଣିଥରେ ପୌର ନର୍ବାଚନକୁ ନେଇ ବ୍ରହ୍ମପୁରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲିରେ ଭାଜପା ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଥିବା ଏକ କାରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିପଲି…
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ
ଜୁନାଗଡ଼,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ ସାହୁଙ୍କୁ ୧୧୬୪ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ବିଜୟୀ ପରେ ମହେଶ…
ନୟାଗଡ଼ରେ ୧୬ରୁ ୧୬ ହାତେଇଲା ବିଜେଡ଼ି
ନୟାଗଡ଼ ଅଫିସ,୨୬।୩: ନୟାଗଡ଼ରେ ପୌର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୧୬ରୁ ୧୬ଟି ଆସନ ହାତେଇଛି ବିଜେଡି। ନୟାଗଡ଼ ମ୍ୟୁନିସିପାଲଟିର ୧୬ଟି ଓ୍ବାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପୂର୍ବରୁ ୫ ନମ୍ବର ଓ୍ବାର୍ଡ କାଉନସିଲର ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ…

