ଆମ ଜିଲା ଖବର

ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ଏଥର ତାଙ୍କ ସ୍ବାମୀ ଏହି ଜୋନ୍‌ ଲାଗି ବିଜେଡି…

ଗଡ଼ ରକ୍ଷା ପାଇଁ ବିଜେଡି, ଭାଜପା ତତ୍ପର

କେନ୍ଦ୍ରାପଡ଼ା ଅଫିସ,୧୮ା୨: କେନ୍ଦ୍ରାପଡ଼ା ଜିଲାର ରାଜକନିକା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶୁକ୍ରବାର ଅନୁଷ୍ଠିତ ହେବ। ୨୦୧୭ ନିର୍ବାଚନରେ ରାଜକନିକା ବ୍ଲକର ୩ ଜୋନ୍‌ ଓ ମାର୍ଶାଘାଇର ଗୋଟିଏ ଜୋନ୍‌ରେ ବିଜେଡି…

ସାତକୋଶିଆରେ ଛଡ଼ାଗଲା ୨ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୧୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗୁରୁବାର ୨ ମାଈ ଘଡିଆଳ କୁମ୍ଭୀରକୁ ସାତକୋଶିଆରେ ଛଡ଼ାଯାଇଛି। ମଙ୍ଗଳବାର ବିରୁପାରୁ ଏକ କୁମ୍ଭୀର ଧରା ହୋଇ ନନ୍ଦନକାନନକୁ ଆସିଥିଲା। ଉକ୍ତ କୁମ୍ଭୀର ସହ ନନ୍ଦନକାନନରେ ଥିବା ଏକ ମାଈ ଘଡିଆଳ କୁମ୍ଭୀରକୁ ପ୍ରାଣୀଉଦ୍ୟାନର ବିଶେଷଜ୍ଞ…

ଆଜି ୨,୨୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପୁରୀ ଅଫିସ,୧୮।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ୨ୟ ପର୍ଯ୍ୟାୟ ମତଦାନ ହେବ। ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ଓ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତର…

ବୁଢ଼ାପଙ୍କରୁ ୧୦୩ ରେକ୍‌ ଫ୍ଲାଏଆଶ୍‌ ପରିବହନ

ଜଟଣୀ,୧୮ା୨(ଡି.ଏନ୍‌.ଏ.): ବିଜ୍‌ନେସ୍‌ ଡେଭଲପମେଣ୍ଟ ୟୁନିଟ୍‌ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଅଧୀନ ବୁଢ଼ାପଙ୍କ ସାଇଡିଂରୁ ୧୦୩ ରେକ୍‌ ଫ୍ଲାଏଆଶ୍‌(ପାଉଁଶ) ପରିବହନ କରାଯାଇଛି। ଫ୍ଲାଏଆଶ୍‌ର ପ୍ରଥମ ରେକ୍‌ ୨୫ ଅକ୍ଟୋବର ୨୦୨୦ରେ ଏହି ସାଇଡିଂରୁ ପରିବହନ କରାଯାଇଥିଲା। ଫ୍ଲାଏଆଶ ଏକ ପଦାର୍ଥ; ଯାହା…

ଥାନା ଆଗରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବୋଲଗଡ଼,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଆଗରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସେ ହେଲେ ଗୋବର୍ଦ୍ଧନପୁର ଗ୍ରାମର ବିଜୟ କୁମାର ପାହାଡ଼ସିଂହ ଓରଫ ବିଜୁ। ବିଜୟଙ୍କୁ…

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି

ପୁରୀ ଅଫିସ, ୧୮।୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ଜାରି ହୋଇଥିବା ନୂଆ ଏସ୍‌ଓପି ଚଳିତ ମାସ ୨୧ତାରିଖ ଅର୍ଥାତ ସୋମବାରଠାରୁ ଲାଗୁ ହେବ। କୋଭିଡ୍‌ର ତୃତୀୟ ଲହରି ପ୍ରଭାବ…

ପାରାଦୀପରେ ଲାଗିଲା ବୃହତ୍‌ ଜାହାଜ

ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍‌ ଜାହାଜ ଏମ୍‌.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ…

ନିର୍ବାଚନ ଲୋଡ଼ାନାହିଁ, ସ୍ବାମୀଙ୍କୁ ଫେରାଇଦିଅ

ଢେଙ୍କାନାଳ ଅଫିସ୍‌, ୧୮ା୨: ‘ମୋର ଭୋଟ ଦରକାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ, ମୋର ଭୁଲ ହୋଇଛି। ମୁଁ ହାତ ଯୋଡ଼ି ନେହୁରା ହେଉଛି। ମୋ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇଦିଅ’। ମତଦାନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ଅପହରଣକାରୀଙ୍କ ଉଦ୍ଦେଶ୍ୟରେ…

ମମିତା ମେହେର ହତ୍ୟା ମାମଲା: ସିବିିଆଇ ତଦନ୍ତ ଦାବିକଲେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା

କଟକ ଅଫିସ,୧୮ା୨: ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ପୋଲିସ ଠିକ୍‌ ଭାବେ ତଦନ୍ତ କରି ନାହିଁ। ଏ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିବାରୁ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରିପାରିବ ନାହିଁ। ତେଣୁ ରାଜ୍ୟ…

ଆଜି ଭୋଟ୍‌ ଗ୍ରହଣ: ୧୯୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ମ.ରାମପୁର,୧୮ା୨(ଡି.ଏନ୍‌.ଏ.): ଆଜି ୧୮ ତାରିଖ ଶୁକ୍ରବାର ମ.ରାମପୁର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୧୯ଟି ପଞ୍ଚାୟତର ୨୩୮ଟି ଭୋଟଦାନ କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ। ତନ୍ମଧ୍ୟରୁ ୨ଟି ଜିଲା ପରିଷଦର ସଭ୍ୟ ପଦବୀ ପାଇଁ ୮…

ଦନ୍ତାହାତୀର ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଟେନ୍‌ସା,୧୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଜରଡ଼ା ରେଞ୍ଜ ଅନ୍ତର୍ଗତ କଂସର ସେକ୍‌ସନ ରାଇପୁରୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଦନ୍ତାହାତୀର ମୃତ୍ୟୁ ଘଟଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?