ଆମ ଜିଲା ଖବର

ସରପଞ୍ଚ ପ୍ରାର୍ଥୀଙ୍କ ଗୋଡ଼ ହାତ ଭାଙ୍ଗି ଦେଲେ

ଖଡ଼ିଆଳ,୧୯।୨: ରାଜନୈତିକ ଶତ୍ରୁତାକୁ ନେଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗୋଡ଼ ହାତ ଭାଙ୍ଗି ଫିଙ୍ଗି ଦିଆଯାଇଛି। ଏପରି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତରେ। ଗୁରୁତର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବୈଠାରୁଙ୍କୁ…

ମୌଳିକ ସୁବିଧା ନ ମିଳିବାରୁ ଭୋଟ ଦେଲୁନାହିଁ

ନବରଙ୍ଗପୁର,୧୯।୨(ବି.ପ୍ର.): ଭୋଟ ବର୍ଜନ କଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ୧୪ନମ୍ବର ୱାର୍ଡ ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମବାସୀ। ମୌଳିକ ସୁବିଧା ପାଉ ନ ଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ କରଛନ୍ତି। ଶିକ୍ଷା, ପାନୀୟଜଳ…

୨ ବୁଥ୍‌ରେ ପଡ଼ିଲାନି ଖଣ୍ଡିଏ ଭୋଟ

ଢେଙ୍କାନାଳ ଅଫିସ୍‌, ୧୯ ।୨ ଅନୁରୋଧ କଲେ। ଦାବି ଜଣାଇଲେ। ପ୍ରତିବାଦ କଲେ। ହେଲେ ଲୋକମାନଙ୍କ ସମସ୍ୟାକୁ କେହି ଗୁରୁତ୍ୱ ଦେଲେନି କି ଦୁର୍ଗାପ୍ରସାଦକୁ ମିଳିଲାନି ରାଜସ୍ବ ମୌଜା ମାନ୍ୟତା। ଅଞ୍ଚଳବାସୀଙ୍କ ସମ୍ମାନ ଓ ଭାବାବେଗ ସହିତ ଜଡ଼ିତ ଏହି ପ୍ରସଙ୍ଗରେ…

ଏଜେଣ୍ଟଙ୍କୁ ମାଡ଼, ବୁଥ୍‌ ଜବରଦଖଲ

ଢେଙ୍କାନାଳ ଅଫିସ, ୧୯ ।୨ ଢେଙ୍କାନାଳ ସଦର ବ୍ଲକ ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତରେ ବିରୋଧୀ ଦଳର ପ୍ରାର୍ଥୀ ବୁଥ୍‌ ଜବରଦଖଲ କରିଥିବା ଶାସକ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଜୋନ୍‌-୩ ଜିଲା ପରିଷଦ ପ୍ରାର୍ଥୀ ଅଶୋକ ପରିଡ଼ା ଶୁକ୍ରବାର ଅପରାହ୍ନରେ…

ସଦରରେ ୮୧.୭୩, ଓଡ଼ାପଡ଼ାରେ ୮୦.୪୩%

ଢେଙ୍କାନାଳ ଅଫିସ, ୧୯ ।୨ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟରେ ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଢେଙ୍କାନାଳ ଜିଲାରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୃଙ୍ଖଳାର ସହ ଶେଷ ହୋଇଛି। ଢେଙ୍କାନାଳ ସଦର ବ୍ଲକରେ ୮୧.୭୩% ଏବଂ…

ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨ ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ ଉଦ୍ୟମ ଜାରି ରଖିଛି। ଗତ ୨୦୨୧ ଏପ୍ରିଲ ୧ତାରିଖରେ ଏହି ସଂସ୍ଥା ବାଲେଶ୍ୱର, ଭଦ୍ରକ,…

ମରାଗୋଳା ବୁଥ୍‌ରେ ଭୋଟ ବର୍ଜନ

କେନ୍ଦୁଝର,୧୯ ।୨(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ମରାଗୋଳା ବୁଥ୍‌ ନଂ.୧୪ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ରାସ୍ତା ନିର୍ମାଣ ଦାବିରେ ଉକ୍ତ ବୁଥ୍‌ର ୧୭୬ ଭୋଟର ଭୋଟ ବର୍ଜନ କରିଥିବା…

ଖାଲି ବାକ୍ସ ନେଇ ଫେରିଲେ ପୋଲିଂ ଅଧିକାରୀ

ବାରିପଦା ଅଫିସ,୧୯ ।୨ ମୟୂରଭଞ୍ଜ ଜିଲାର ୫ ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଶୁଳିଆପଦା ବ୍ଲକର କୁଜିଡିହୀ, ଫାନିଆ, ବାଘଡ଼ା ଓ ଦେଉଳି ପଞ୍ଚାୟତରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୋଟର ତାଲିକାରେ ନଁା…

ପ୍ରାର୍ଥୀଙ୍କୁ ପିଟିଲେ

ଚିକିଟି,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନାପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଗ୍ରାମବାସୀ ମାଡ଼ମାରି ଥିବା ଜଣାପଡିଛି। ପ୍ରାର୍ଥୀ ଜଣକ ୪ଟି ବାଇକ୍‌ରେ କିଛି ଯୁବକଙ୍କୁ ଧରି ଗାଁକୁ ଆସି ଗାଳିଗୁଲଜ କରିଥିଲେ। ସୁନାପୁର ଗାଁବାସୀ ଏକାଠି ହୋଇ ସମ୍ପୃକ୍ତ…

ନଦୀଗର୍ଭରେ ଖସିପଡିଲା ଟ୍ରଲର, ଜଣେ ମୃତ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ବ୍ରାହ୍ମଣୀ ନଦୀର କମଗରା ଘାଟ ନିକଟରେ ଏକ ଦୁର୍ଘଟଣା ଘଟିଛି। ଶନିବାର ଭୋର ସମୟରେ ଏକ ୨୨ ଚକିଆ ଟ୍ରଲର ବ୍ରିଜ୍‌ର କଂକ୍ରିଟ୍‌ ବାଡ ଭାଙ୍ଗି ନଦୀଗର୍ଭରେ ଖସିପଡିଛି। ପରେ ସ୍ଥାନୀୟ ଲୋକ…

ନିର୍ବାଚନ ପୂର୍ବରୁ ରାତି ଅଧିଆ ଚାଲିଥିଲା ଟଙ୍କା ବଣ୍ଟା

ଟିକିରି,୧୯ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ରାୟଗଡ଼ା ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶୁକ୍ରବାର ପ୍ରଚାର ସରିଛି। ଏଭଳି ସ୍ଥିତିରେ ଗାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ସମୟର ଏକ ଭିଡିଓ ଏବେ…

ଭୋଟ ଦେଲେନାହିଁ ଗ୍ରାମବାସୀ

ଭବାନୀପାଟଣା,୧୯।୨(ସ୍ବ.ପ୍ର.)କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀରେ ୨ୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ନର୍ଲା ବ୍ଲକ ସମେତ ମ. ରାମପୁର ଓ କର୍ଲାମୁଣ୍ଡା ବ୍ଲକ ରହିଛି। ମ .ରାମପୁର ବ୍ଲକ ଅନ୍ତର୍ଗତ ଦେଢଶୂଳୀ ପଞ୍ଚାୟତ ସିନ୍ଧିଗୁ ଓ ସିରେଲପଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?