ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଅଭିଯୁକ୍ତଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସ୍ତ୍ରୀ ସାରଥୀ ନାୟକ (୩୦) ଓ ପୁଅ…
ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ଏଥର ହେବ ସବୁ ରବିବାର
ପୁରୀ ଅଫିସ,୧୭।୪: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ଭୋର ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮.୩୦ ଯାଏ ଚାଲିଥିଲା। ପୁରୀ ବେଳାଭୂମିକୁ ସ୍ବଚ୍ଛ, ନିର୍ମଳ ଓ ଆବର୍ଜନାମୁକ୍ତ…
ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ
ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୧୪ ନଂ ଓ୍ବାର୍ଡମେମ୍ବର ପଙ୍କଜିନୀ ନାୟକଙ୍କ ଶ୍ୱଶୁର ଦଳେଇ ନାୟକ…
ହାତ ଛାଡ଼ିଲେ ଜର୍ଜ ତିର୍କୀ
ସୁନ୍ଦରଗଡ଼,୧୭।୪(ଡି.ଏନ୍.ଏ.): କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ନିକଟକୁ ପଠାଇଛନ୍ତି। ଜିଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେବା ସହ…
ସୁଦର୍ଶନ ସାହୁ ପାଇବେ କଳିଙ୍ଗ ରତ୍ନ ସମ୍ମାନ
କଟକ ଅଫିସ, ୧୭।୪: ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଚଳିତବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୨୩ ତାରିଖରେ କଟକ ସାରଳା…
ସରିଲା ରିମାଣ୍ଡ, ଆଜି କୋର୍ଟରେ ହାଜର
ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୭।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ଭାଇଙ୍କ ପରିବାରର ସମସ୍ତ ୫ ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନ ଭାଇ ଶିବ ପ୍ରସାଦ ସାହୁଙ୍କ ୩ଦିନିଆ ରିମାଣ୍ଡ ଅବଧି ଶନିବାର ଶେଷ…
୨୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ
ଯାଜପୁର ଅଫିସ,୧୭।୪: ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ…
କଂଗ୍ରେସ ଟିକେଟରେ ଦୁଇଥର ଜିତିଥିଲେ ବିଜୁବାବୁ
ବ୍ରହ୍ମପୁର ଅଫିସ,୧୭।୪: ବିଶିଷ୍ଟ ରାଜନେତା ସ୍ବର୍ଗତ ବିଜୁ (ବିଜୟାନନ୍ଦ) ପଟ୍ଟନାୟକ ଗଞ୍ଜାମ ଜିଲାରୁ ଦୁଇଥର କଂଗ୍ରେସ ବିଧାୟକ ଏବଂ ଥରେ ଆସିକା ଲୋକ ସଭା କ୍ଷେତ୍ରରୁ ଜନତା ଦଳରୁ ଏମ୍ପି ହୋଇଥିଲେ। ରବିବାର ତାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଜିଲାର ବିଭିନ୍ନ…
ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଇମ୍ଫା ଖଣି ପରିଦର୍ଶନ
କାଳିଆପାଣି,୧୭।୪(ଡି.ଏନ.ଏ.): ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍ଡ ସ୍କିଲ୍ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟୋନିକ୍ସ ବିଭାଗ ନିର୍ଦ୍ଦେଶକ…
ପାଣି ପାଇଁ ଲୋକେ ଡହଳବିକଳ
ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମୁନାଫାଖୋର ନୀତି ଯୋଗୁ ଲକ୍ଷଲକ୍ଷ ଟଙ୍କାରେ…
‘ଢିଙ୍କିଆକୁ ନିନ୍ଦିତ କରା ନ ଯାଉ’
କୁଜଙ୍ଗ,୧୭।୪(ଡି.ଏନ୍.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶର ଜନସାଧାରଣ ଶାନ୍ତିପ୍ରିୟ ଓ ନିରୀହ ହୋଇଥିବାବେଳେ ବାହାର ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜକୁ ଜନ ଆନ୍ଦୋଳନର ନେତା କହି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନଙ୍କ ପ୍ରରୋଚନାରେ ପଡ଼ି…
ଡାକ୍ତର ନ ଆସିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ନାଉଗାଁ,୧୬ା୪(ସ୍ବ.ପ୍ର.):ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଡାକ୍ତର ଅନୁପସ୍ଥିତ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ରଞ୍ଜିତ ରାୟ, ପ୍ରଭାତ ସ୍ବାଇଁ, ଲୋଚନ ଭୋଇ, ଅଶୋକ ସାମଲ, ଓାର୍ଡ ସଭ୍ୟ, ଧୀରେନ୍ଦ୍ର ସାହୁ, ସନ୍ତୋଷ ପାଢୀ,…

