ଆମ ଜିଲା ଖବର

ଦାରିଙ୍ଗବାଡ଼ି ଉପାଧ୍ୟକ୍ଷା ହେଲେ ସସ୍ମିତା

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ପୁଣି ବିଜେଡିର ବିଜୟ ହୋଇଛି। ଦଳର ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ସସ୍ମିତା ୨୫ ସମିତି ସଦସ୍ୟଙ୍କ ମଧ୍ୟରୁ ୧୯ଟି ଭୋଟ୍‌ ପାଇ…

ମମତା ହେଲେ ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା

ପୁରୁଷୋତ୍ତମପୁର,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଶେଷ ହୋଇଛି। ୨୬ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଉପାଧ୍ୟକ୍ଷା ପଦବୀ ଲାଗି ଅନ୍ତରିଗାଁ ପଞ୍ଚାୟତର ସମିତି ସଭ୍ୟା ମମତା ବାରିକ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଉପାଧ୍ୟକ୍ଷା

ପାଟଣା,୨୩ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାରପଡ଼ା ବ୍ଲକ ଉପାଧ୍ୟକ୍ଷା ପଦବୀ ଅଣସଂରକ୍ଷିତ ରହିଛି। ବୁଧବାର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଟଣା ବ୍ଲକ ଉପାଧ୍ୟକ୍ଷା ଭାବେ ସରାସକଳା ସମିତିସଭ୍ୟା ବୀଣାପାଣି ନାୟକ ଏକମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥିପତ୍ର…

କମେଣ୍ଟମରାକୁ କେନ୍ଦ୍ରକରି ବୀଭତ୍ସ କାଣ୍ଡ: ୪ ମୃତ

ବହ୍ମପୁର ଅଫିସ,୨୩।୩: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ନିକଟ ରାମଚନ୍ଦ୍ରପୁର ଛକରେ ଥିବା ମା’ଖମ୍ବେଶ୍ୱର ଫାଷ୍ଟଫୁଡ୍‌ ଦୋକାନରେ ହୋଇଥିବା ଗୋଷ୍ଠୀସଂଘର୍ଷରେ ଜଣେ ନାବାଳକ ସମେତ ୪ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ବୀଭତ୍ସ ହତ୍ୟାକାଣ୍ଡରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ…

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ, ଅଫିସ, ୨୩।୩: ପୁରୀରେ ମଙ୍ଗଳବାର ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫…

ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି

ଟିକିରି,୨୩।୩(ଡି.ଏନ୍‌.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ ଅନେକ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲା କାଶୀପୁର…

ବାଜିଖୋଲ ଜଙ୍ଗଲରେ ଦାନ୍ତହାତୀର ମୃତ୍ୟୁ

ସୋନପୁର,୨୩।୩(ନି.ପ୍ର.): ସୁବର୍ଣ୍ଣପୁର ବନାଞ୍ଚଳ ଅନ୍ତର୍ଗତ ନାରାୟଣପୁର ବାଜିଖୋଲ ଜଙ୍ଗଲରେ ମଙ୍ଗଳବାର ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ହାତୀଟି ୫ ରୁ ୬ ବର୍ଷ ବୟସର ବୋଲି ଜଣାପଡିଛି। ବନ ବିଭାଗର କର୍ମଚାରୀମାନେ…

ପିଲାଙ୍କୁ ଶିକ୍ଷା, ସଚେତନ କରାଇ ଶିଶୁମିତ୍ର ପଞ୍ଚାୟତ ଗଠନ ହେଉ

ନବରଙ୍ଗପୁର,୨୩।୩ (ବି.ପ୍ର.) – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାସ୍ତରୀୟ ଶିଶୁ ସୁରକ୍ଷା…

ଆଇନଜୀବୀଙ୍କୁ ଉପକୃତ କରିବ ଇ- ଲାଇବ୍ରେରି

ଜୟପୁର, ୨୩।୩ (ନି.ପ୍ର.) – ଜୟପୁରସ୍ଥିତ ଜିଲା କୋର୍ଟରେ ମଙ୍ଗଳବାର ଇ-ଲାଇବ୍ରେରି ଉଦ୍‌ଘାଟିତ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲିଧର ଭିଡିଓ କନଫରନେସି ଦ୍ୱାରା ଏହାକୁ ଉଦ୍‌ଘାଟନ କରିଛନ୍ତି ା ଇ- ଲାଇବ୍ରେରି ଦ୍ୱାରା ଆଇନଜୀବୀମାନେ ଉପକୃତ ହୋଇପାରିବେ ା…

ପ୍ରଚାର ଶେଷ, ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ରାୟଗଡ଼ା ଅଫିସ, ୨୩।୩ – ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲା ରାୟଗଡ଼ା ସହରର ବିଭିନ୍ନ ସାହିବସ୍ତି। ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଚାର ରଣାଙ୍ଗନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। କଂଗ୍ରେସ, ଭାଜପା ଓ ବିଜେଡିର ହେଭିୱେଟ୍‌ ନେତା ନିର୍ବାଚନୀ ପ୍ରଚାରରେ…

ଦୋଳ ପାଇଁ ଉତ୍ସବମୁଖର ଗୁନେଇବିଲି

ଢେଙ୍କାନାଳ ଅଫିସ, ୨୩।୩ – ଦୋଳ ମହୋତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଗୁନେଇବିଲି ପଞ୍ଚାୟତର ୧୦୦ ବର୍ଷ ପୁରୁଣା ଏହି ମହୋତ୍ସବରେ ୧୧ ଗ୍ରାମ ସାମିଲ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିଭାବମୟ ପରିବେଶ।…

୪ ବିଦ୍ୟାଳୟରେ ଲାଗିଲା ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେଶିନ୍‌

କୁଜଙ୍ଗ,୨୩।୩(ଡି.ଏନ୍‌.ଏ.): ୧୦ରୁ ୧୯ ବର୍ଷ ବାଳିକାମାନଙ୍କ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ମଙ୍ଗଳବାର ସାନିଟାରୀ ନାପ୍‌କିନ୍‌ ଭେଣ୍ଡିଂ ମେଶିନ୍‌ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳର ନୂଆଗାଁସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?