ଆମ ଜିଲା ଖବର

ଦ୍ରୁତ ଗତିରେ ଚାଲିଛି ମୋହନା ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ

ଆର.ଉଦୟଗିରି,୨୪।୩(ଡି.ଏନ.ଏ.): ମୋହନା ବ୍ଲକରେ ଦ୍ୱିତୀୟ ଥରରେ ଆସିଥିବା ୧୭ ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟରୁ ଗ୍ରାମର ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ଦୁଇଟି ବିଦ୍ୟାଳୟରେ…

ପୌର ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌

ବଡ଼ବିଲ, ୨୪।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌ ହେବା ସୂଚନା ପାଇ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ମୋଟ…

ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା

ସଜନାଗଡ଼, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବାଲିଆଝର ଆଶ୍ରମ ବିଦ୍ୟାଳୟର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ଆଶ୍ରମ…

୨୦ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୨୪।୩(ଡି.ଏନ.ଏ.): ୬ବର୍ଷ ବ୍ୟବଧାନରେ ପୁଅ ଝିଅ ଜନ୍ମ ହେବା ପରେ ମା ବାପାଙ୍କର ଖୁସିର ସୀମା ନ ଥିଲା ା ଝିଅଠାରୁ ପୁଅ ବଡ। ପ୍ରଥମେ ପୁଅ ଜନ୍ମ ହେବା ପରେ ପାଠ ପଢି ମଣିଷ ହେବ, ପରିଣତ ବୟସରେ…

ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତଜନିତ ମୃତ୍ୟୁ

ଖଇରା, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଧୀନ ବଡଜୟୀପୁର ପଞ୍ଚାୟତ ସମିତିସଭ୍ୟା ପାର୍ବତୀ ସେଠୀଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ବିଜେଡି କର୍ମୀ ହତ୍ୟା କରାଯିବା ନେଇ ବିରୋଧୀ ଭାଜପାର ଅଭିଯୋଗ ଭିତ୍ତିହୀନ ସାବ୍ୟସ୍ତ ହୋଇଛି ା…

ମୃତଦେହ ରଖି ଥାନା ଘେରାଉ

ବାସୁଦେବପୁର/ ପଦ୍ମପୁର, ୨୪।୩ (ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନରେ ପରାଜୟ ପାଇଁ ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରା ସହି ନ ପାରି ବିଷ ପିଇ ଦେଇଥିଲେ ସମିତିସଭ୍ୟ ପ୍ରାର୍ଥତ୍ନୀ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ସୁମତୀ ପରିଡ଼ା। କଟକ ଡାକ୍ତରଖାନାରେ ଚିକିତ୍ସାଧୀନ…

ଭୋଟ ନ ଦେବାରୁ ଜମିକୁ ପାଣି ଦିଆଯାଉନି

ପାଟଣା, ୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ରଥପଡ଼ା, ଭାଲୁଘର, ବଡ଼ପଡିଆପଶି ଓ ମୂଷାନାଳୀ ଗ୍ରାମର ଶତାଧିକ ପରିବା ଚାଷୀ ଭୋଟ ନ ଦେବାରୁ ଚାଷ ଜମିକୁ ପାଣି ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି। ଏହି ଚାଷୀ ମାନେ…

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

କେସିଙ୍ଗା,୨୪ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି।ବର୍ତ୍ତମାନ ୧୭ଟି ଭୋଟ୍‌ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ଓ୍ବାର୍ଡ ପାଇଁ…

ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗୀର ଅଫିସ,୨୪।୩: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍‌ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା…

ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍‌

ଟିଟିଲାଗଡ଼,୨୪ା୩(ଡି.ଏନ୍‌.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍‌ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ନିଜ ଓ୍ବାର୍ଡ ୧୦…

ଶାଶୁଙ୍କୁ ଛୁରି ଭୁସି ହତ୍ୟା ପରେ ବିଷ ପିଇଦେଲେ ଜ୍ୱାଇଁ

ପୁରୀ ଅଫିସ,୨୪ା୩: କିଛି ଦିନର ବ୍ୟବଧାନ ପରେ ବୁଧବାର ପୁରୀ ସହରରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଶାଶୁଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଜ୍ୱାଇଁ ବିଷ ପିଇଦେଇଛନ୍ତି। ବାସେଳିସାହି ଥାନା ଅନ୍ତର୍ଗତ ବଳିଆପଣ୍ଡା ବନମାଳୀ ନଗରରେ ଏହି ଅଭାବନୀୟ…

ମକଦ୍ଦମା ଲଢ଼ିବା ପାଇଁ ମାନସଙ୍କ ବାପା ୩ ମାଣ ଜମି ବିକିବେ

ନୟାଗଡ଼ ଅଫିସ/ରଣପୁର,୨୪।୩(ସ୍ବ.ପ୍ର.): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ମାନସଙ୍କ ହତ୍ୟାକାରୀ ଓ ଏହି ଘଟଣାରେ ସହଯୋଗ କରିଥିବା ମନ୍ତ୍ରୀ, ପୂର୍ବତନ ଅଧିକାରୀ ଓ ବଡ଼ବଡ଼ିଆଙ୍କୁ ଦଣ୍ଡ ଦେବା ପାଇଁ ମାନସଙ୍କ ବାପା ପଞ୍ଚାନନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?