ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳୁ
ପୁରୀ ଅଫିସ, ୨୪।୩: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବିରେ ‘ଉର୍ଜାବାନ ଓଡ଼ିଶା’ ପକ୍ଷରୁ ବୁଧବାର ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନ କୋଭିଡ୍ ସଂକ୍ରମଣ କମିଥିବାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜୀଉମାନଙ୍କ ଦର୍ଶନ…
ନାଟମଣ୍ଡପ ଫାଟକୁ ନେଇ ବିବାଦ
ପୁରୀ ଅଫିସ,୨୪।୩: ଶ୍ରୀମନ୍ଦିର ନାଟମଣ୍ଡପରେ ବଡ଼ ଧରଣର ଫାଟ ଦେଖିବାକୁ ମିଳିବା ପରେ ଏହି ଫାଟ ନୂଆ କିମ୍ବା ପୁରୁଣା ତାହାକୁ ନେଇ ବିବାଦ ତେଜୁଛି। ଫାଟ ନୂଆ ବୋଲି ପୁରୀ ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତବିଶେଷ…
ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ ବାଜି ମାରିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା। ଚଳିତ ନିର୍ବାଚନରେ ପୌର ଅଧ୍ୟକ୍ଷ ଆସନ…
ଠିକାଦାରଙ୍କ ଗାଡ଼ି ଚଢୁଥିଲେ ବିଧାୟକ ଜଗଦ୍ଦେବ
ଖୋର୍ଦ୍ଧା ଅଫିସ,୨୪।୩: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଏବଂ ପୋଲିସ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ। ଘଟଣାଦିନ ବିଧାୟକ ଯେଉଁ କାର୍…
ଆଜି ୨୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
କଟକ ଅଫିସ,୨୪ା୩: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ ୫୯ ଓ୍ବାର୍ଡରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) କ୍ୟାମ୍ପସରୁ ପୋଲିଂ ଓ ପ୍ରିଜାଇଡିଂ…
୩୬,୫୪୮ ଭୋଟରଙ୍କ ହାତରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ
କେନ୍ଦ୍ରାପଡ଼ା ଅଫିସ, ୨୪ା୩: ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପରିଷଦ ଗଠନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌରାଞ୍ଚଳର ୨୧ ୱାର୍ଡର ୩୬,୫୪୮ ଭୋଟର ଚଳିତ ନିର୍ବାଚନରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ଥର…
ବାପ-ପୁଅଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର,୨୩ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ ବୁଧବାର ଏକ ମାରପିଟ୍ ଘଟଣାର ଶୁଣାଣି କରି ସିଜେଏମ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ହରମୋହନ ମହାନ୍ତ ଏବଂ ତାଙ୍କ ପୁଅ କାହ୍ନୁଚରଣ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ନିବେଦିତା
ସାକ୍ଷୀଗୋପାଳ,୨୩ା୩(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବରେ ନିବେଦିତା ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ନିବେଦିତା ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜୟନ୍ତ କୁମାର ଜୟସିଂ ତାଙ୍କୁ ଉପାଧ୍ୟକ୍ଷା ଭାବେ…
ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି ହିଂସା, ୪ ଆହତ
କେନ୍ଦୁଝର,୨୩ା୩(ସ୍ବ.ପ୍ର.): ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି କେନ୍ଦୁଝର ପୌରାଞ୍ଚଳ ଆଟପୁରରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାକୁ ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ସଦର ବିଧାୟକ…
ଦିଲ୍ଲୀପ କୁମାର ହେଲେ ସଦର ବ୍ଲକ ଉପାଧ୍ୟକ୍ଷ
କେନ୍ଦୁଝର,୨୩ା୩(ସ୍ବ.ପ୍ର.): ସଦର ବ୍ଲକ ଉପାଧ୍ୟକ୍ଷ ଭାବେ ଦିଲ୍ଲୀପ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ୨୧ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଡିମ୍ବୋ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଣୁ ନିର୍ଦ୍ୱନ୍ଦ୍ୱରେ…
୧୬ ଖଣ୍ଡ ଭୋଟ୍ ପାଇ ଜିତିଲେ ରାଜଲକ୍ଷ୍ମୀ
କେସିଙ୍ଗା,୨୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଶେଷ ହୋଇଛି। ଏଥିରେ ଦେଓଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ ଓ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସୀତା ଚୌଧୁରୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହୋଇଥିଲା। ରାଜଲକ୍ଷ୍ମୀ…
ପୌର ନିର୍ବାଚନ ପୂର୍ବରୁ ବିକିବାକୁ ରଖିଥିଲେ ମଦ, ବାନ୍ଧିଲା ପୋଲିସ
ଗଞ୍ଜାମ,୨୩ା୩(ଡି.ଏନ୍.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ପିଏଚ୍ଡି ଅଫିସ ନିକଟସ୍ଥ ଗୋପାଳଜି ମଠରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ବୁଧବାର ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ…

