ଏମ୍ଏଲ୍ୟୁରେ ପରୀକ୍ଷା ସ୍ଥଗିତ
କଟକ ଅଫିସ,୨୫ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ)ରେ ୫ ବର୍ଷିଆ ବିଏ ଏଲ୍ଏଲ୍ବି ଏବଂ ୩ ବର୍ଷିଆ ଏଲ୍ଏଲ୍ବି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ଏଥିସହ ଉକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ଆଇନ ମହାବିଦ୍ୟାଳୟରେ ମଧ୍ୟ…
ସରିଲା ନିର୍ବାଚନ, ବଢ଼ିଲା ଉତ୍କଣ୍ଠା
ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟଗ୍ରହଣ ସରିଛି। ଚଳିତ ବର୍ଷ ପୌର ଅଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯାଇଛି। ଭୋଟରମାନେ ନିଜ ପସନ୍ଦର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ବାଛିଛନ୍ତି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ କନକଲକ୍ଷ୍ମୀ…
ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍
ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି। କାଁ ଭାଁ ଉତ୍ତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ…
ଅଧା ବାଟରେ ଏମ୍ଡିଏମ୍ ଚାଉଳ ହଡ଼ପ
ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ଯୋଜନା ପ୍ରଣୟନ ହୋଇଛି। ୨୦୨୧…
ପୌର ନିର୍ବାଚନରେ ହିଂସା
ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର / କଟକ/ ଭଦ୍ରକ/ ପୁରୀ/ ବଲାଙ୍ଗୀର/ ଚିକିଟି ୨୫।୩ (ଡି.ଏନ୍.ଏ.): ଗତ କିଛି ବର୍ଷ ହେବ ନିର୍ବାଚନ ସମୟରେ ହିଂସାତ୍ମକ ଆଚରଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ତଥା ଅବାଧ ଓ ନିରପେକ୍ଷ କରିବା ପାଇଁ…
ଅଜଣା ଜନ୍ତୁ ପାଦ ଚିହ୍ନ ଠାବ ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ
ମହାକାଳପଡା, ୨୫ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତସ୍ଥିତ କାଜୁ ଫାର୍ମ ସମ୍ମୁଖ ରାସ୍ତାରେ ଅଜଣା ଜନ୍ତୁର ପାଦ ଚିହ୍ନ ଠାବ କରାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ…
ବୃଦ୍ଧାଙ୍କୁ କୋଳରେ ବୋହି ମତଦାନ କେନ୍ଦ୍ରକୁ ନେଲେ ମହିଳା ପୋଲିସ
ଭବାନୀପାଟଣା,୨୪।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାରେ ଗୁରୁବାର ପୌର ନିର୍ବାଚନ ଶେଷ ହୋଇଛି। ଭବାନୀପାଟଣା ୧୪ ନମ୍ବର ୱାର୍ଡ ଟାଉନ ହାଇସ୍କୁଲ ବୁଥ୍ ନଂ. ୩୮ରେ ମତଦାନ ଚାଲିଥିବା ବେଳେ ସେଠାରେ ନିଯୁକ୍ତି ହୋଇଥିବା ଜାହ୍ନବୀ ସାହୁ ନାମକ ଜଣେ ମହିଳା ପୋଲିସ…
ବାଲିଘାଟକୁ ନେଇ ଗଡ଼ିଲା ମୁଣ୍ଡ
ବିଞ୍ଝାରପୁର,୨୪।୩(ଡି.ଏନ୍.ଏ): ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ବାଲିଘାଟକୁ ନେଇ ହୋଇଥିବା ବିବାଦରେ ଜଣଙ୍କର ମୁଣ୍ଡ ଗଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଖରସ୍ରୋତା ନଦୀର ମନେଇ ବାଲିଘାଟକୁ ପ୍ରଦୀପ…
ଲାଇନରେ ଠିଆ ହୋଇ ଭୋଟ ଦେଲେ ମନ୍ତ୍ରୀ
ଜୁନାଗଡ଼,୨୪।୩(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏନ୍ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର ୱାର୍ଡ ସ୍ଥିତ ୩ ନମ୍ବର ବୁଥ୍ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର…
ଡାକ୍ତର, କିରାଣିଙ୍କୁ ଧମକ
ରାଇଘର, ୨୪।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଧୀନ ହାଟଭରଣ୍ଡି ଓ କୁନ୍ଦେଇ ରାସ୍ତାରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟାନରରେ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜଣେ ଡାକ୍ତର ଓ ଜଣେ କିରାଣି…
ଆକ୍ରମଣ, ଗାଡ଼ି ଭଙ୍ଗାରୁଜାରେ ସରିଲା ନିର୍ବାଚନ
ପୋଲସରା,୨୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍ଏସିରେ ଗୁରୁବାର କାଁ ଭାଁ ହିଂସା ମଧ୍ୟରେ ସରିଛି ପୌର ନିର୍ବାଚନ। ପୋଲସରା ଏନ୍ଏସିର ୧୯ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ସ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନରେ କାଁ ଭାଁ…
ମାନସ ହତ୍ୟା ମାମଲା: ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍
ଚାନ୍ଦବାଲି,୨୪।୩ (ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ବୁଧବାର କ୍ରାଇମବ୍ରାଞ୍ଚର ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର…

