ଆମ ଜିଲା ଖବର

ଉଦଳାରେ ହାଜତ ମୃତ୍ୟୁ

ଉଦଳା,୯ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ହେପାଜତରେ ଥିବା ଯୁବକ ପ୍ରଦୀପ ଦାସ(୩୫)ଙ୍କୁ ପିଟି ପିଟି ମାରି ଦିଆଯାଇଥିବା ତାଙ୍କ କକାପୁଅ ଭାଇ ରାଧାକାନ୍ତ ଦାସ କହିଛନ୍ତି। ଘଟଣାକୁ ନେଇ ଉଦଳା ଡାକ୍ତରଖାନାରେ…

ଇଚ୍ଛାମୃତ୍ୟୁ ପାଇଁ ପିହୁ ମା’ଙ୍କ ନିବେଦନ

ବରୀ,୯ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗ୍ରାମର ପିହୁ ନାମ୍ନୀ ଜଣେ ୨ ବର୍ଷର ଶିଶୁ ୨୦୨୦ ଅଗଷ୍ଟ ୯ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ନେଇ ପିହୁଙ୍କ ମା’…

ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ

ବରପାଲି, ୮।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଭଟିଗାଁ ଗ୍ରାମ ନିକଟ ରାନିଯୋର ବ୍ରିଜ୍‌ ତଳୁ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି । ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର…

ଥାନା ଘେରାଉ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି

ଉମରକୋଟ,୮ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି।…

ବୃଦ୍ଧାଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୮ା୫(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଜହ୍ନି ଦେହୁରୀ। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ରବିବାର ସକାଳେ ବନବିହାରୀପୁର କାଜୁ ଜଙ୍ଗଲକୁ…

ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା, ଡ୍ରେନ

ବାସୁଦେବପୁର,୮।୫(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ହେଲେ ସହରର ବିଭିନ୍ନ ସମସ୍ୟା ସହରବାସୀ ଏବଂ ବ୍ୟବସାୟୀଙ୍କୁ ଯନ୍ତ୍ରଣା ଦେଉଛି। ଧାମରା-ଜାମୁଝାଡ଼ି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଯୋଗୁ ଦୀର୍ଘ ୨ ବର୍ଷରୁ…

ନୂଆପଡ଼ା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣଙ୍କର ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ୩ ଜଣ ସ୍କୁଲ ଛାତ୍ର ନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ ସବୁ ବେଳେ ସବୁ କ୍ଷେତ୍ରରେ ପିଲାଙ୍କ ସଫଳତା କାମନା କରିଥାଏ। ରବିବାର ବିଶ୍ୱ…

ରୋଗାକ୍ରାନ୍ତ ଶାଶୁଙ୍କ ପାଇଁ ଔଷଧ କିଣିବାକୁ ଅର୍ଥ ବାଧକ

ମାଲକାନଗିରି,୮।୫ (ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ସଦର ପଞ୍ଚାୟତ ଝରିଆଗୁଡ଼ା ଗ୍ରାମରେ ରହନ୍ତି ତୁଳସୀ ସିରଗାମଙ୍କ ପରିବାର। ସ୍ବାମୀ ସନ୍ନ୍ୟାସୀ ସିରଗାମଙ୍କର ଯକ୍ଷ୍ମାରେ ପରଲୋକ ପରେ ଏବେ ଅସହାୟ ହୋଇପଡିଛନ୍ତି ତୁଳସୀ। ବୃଦ୍ଧା ଶାଶୁ, ଦୁଇ କୋମଳମତି ଝିଅଙ୍କୁ ନେଇ…

ବାଲି, ମାଟିରେ ପୋତି ହୋଇଯାଉଛି କୋଲାବ ଜଳଭଣ୍ଡାର

କୋରାପୁଟ,୮।୫(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ବର୍ଷ ହେବ ବୃଷ୍ଟିପାତରେ ଅନିୟମିତତା ଯୋଗୁ ଜିଲାର ମୁଖ୍ୟ ଜଳଭଣ୍ଡାର କୋଲାବରେ ଜଳସ୍ତର ହ୍ରାସ ପାଉଛି ା ବାଲି, ମାଟିରେ ପୋତି ହୋଇଯାଉଛି। କୋଲାବ ଜଳଭଣ୍ଡାର ଫଳରେ ଜିଲା ପାଇଁ ପାନୀୟ ଜଳ ସମସ୍ୟା…

ଜୁ’ରେ ମିଳିବ ଜଙ୍ଗଲୀ ମହୁ

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲାର ପ୍ରସିଦ୍ଧ କପିଳାସ ପ୍ରାଣୀ ଉଦ୍ୟାନରେ ମିଳିବ ଜଙ୍ଗଲୀ ବାଘୁଆ ମହୁ। ଗ୍ରାହକମାନେ ଗୁଣାତ୍ମକମାନର ଏହି ଜଙ୍ଗଲଜାତ ଦ୍ରବ୍ୟ ସୁବିଧାରେ ଏଠାରୁ କିଣିପାରିବେ। ମହୁ ସଂଗ୍ରହ କରୁଥିବା ମହ୍ଲାର ସମ୍ପ୍ରଦାୟର ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ…

ଦୋଷୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୮।୫: ବନ ବିଭାଗର ବିନା ଅନୁମତିରେ ରଥ ନିର୍ମାଣ ପାଇଁ କପିଳାସ ସଂରକ୍ଷିତ ଅଭୟାରଣ୍ୟରୁ ଧଉରା ଗଛ କାଟି ଅଡୁଆରେ ପଡ଼ିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?