ବାଇକ୍ରେ ଘରକୁ ଗଲା ଛାତ୍ରୀଙ୍କ ମୃତଦେହ
କେନ୍ଦ୍ରାପଡ଼ା ଅଫିସ, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ ଏକ ଗରିବ ପରିବାରର ୭ ବର୍ଷୀୟା ଛାତ୍ରୀଙ୍କ ମୃତଦେହକୁ ବାଇକ୍ରେ ଘରକୁ…
ଭ୍ୟାନ୍ ଧକ୍କାରେ ପରିବାରର ୪ ମୃତ
ଆସିକା,୬।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଏକ ମୋପେଡ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କାଦେବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି।…
ଉପାଧ୍ୟକ୍ଷ ପଦ ହାତେଇବାକୁ କଂଗ୍ରେସର ରଣନୀତି
ଜଗତ୍ସିଂହପୁର ଅଫିସ, ୬ା୪: ଜଗତ୍ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍ସିଲର ନିର୍ବାଚନ ପରେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କିଛିଦିନ ହେଲା କସରତ ଲାଗି ରହିଛି। ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ରାତି…
ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର
ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବୁଧବାର ଏନ୍ଏସି ନିର୍ବାଚନ ଲାଗି ଭୋଟ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା…
ପାଟନାଳି ଜବରଦଖଲ ମୁକ୍ତ ଦାବି
କେନ୍ଦ୍ରାପଡ଼ା ଅଫିସ,୫।୪: କେନ୍ଦ୍ରାପଡ଼ା ବ୍ଲକ ସାରଙ୍ଗ ମଧୁରକୂଳ ପାଟନାଳି ଜବରଦଖଲ ବଢ଼ିଛି। ଏହି ଜବରଦଖଲର ଉଚ୍ଛେଦ ଦାବି କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କେନ୍ଦ୍ରାପଡ଼ା ଏଡିଏମ୍ଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତିା ଏସମ୍ପର୍କରେ ସନ୍ତୋଷ କୁମାର ବେହେରା କହିଛନ୍ତିଯେ, ଏହି ପାଟନାଳି…
ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ବାଇକ୍ରେ ବୁହା ହେଲା ଛାତ୍ରୀଙ୍କ ମୃତଦେହ
କେନ୍ଦ୍ରାପଡା ଅଫିସ,୫।୪:କେନ୍ଦ୍ରାପଡା ସ୍ବାସ୍ଥ୍ୟ ବିଭାଗ ଅବହେଳାର ଅନ୍ୟ ଏକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ଜଣେ ୭ ବର୍ଷର ଛାତ୍ରୀଙ୍କ ମୃତଦେହକୁ ୨୦ କିଲୋମିଟର ଦୂର ଗାଁକୁ ବାଇକ୍ରେ ପରିବାରର ଲୋକେ…
ପ୍ରହଲ୍ଲାଦନଗରରେ ବୋମା ମାଡ଼: ଗାଈ ସହ ଜଣେ ଆହତ
ବ୍ରହ୍ମପୁର, ୫।୪: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ସୋମବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ୪ଟି ବୋମା ଫୁଟି ଏକ ଗାଈ ସମେତ ସାହିର ସମୀର ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।…
ଭୁଶୁଡ଼ି ପଡିଲା ଜମ୍ଭୀରା ଡ୍ୟାମ୍ର ମୁଖ୍ୟ କେନାଲ
ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ କେନାଲର ଉକ୍ତ ପାର୍ଶ୍ୱଟି ଧସି ପଡିବାରୁ କେନାଲରୁ ପାଣି ବାହାରି ୫ରୁ ୧୦ଫୁଟ ଉଚ୍ଚରେ…
୩ କ୍ବିଣ୍ଟାଲ ଗଞ୍ଜେଇ ଜବତ
କଟକ ଅଫିସ,୫।୪: କଟକ ଜିଲା ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଏଥିରେ ୬ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୬…
ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ୬୦% ରାଜ୍ୟ ବାହାର ପର୍ଯ୍ୟଟକ
ସମ୍ବଲପୁର,୫ା୪(ବ୍ୟୁରୋ):ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୧୬ ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ସେଥି ମଧ୍ୟରେ ୧୩ ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ସଂଖ୍ୟା ଅଧିକ। ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟଟକ…
ମମିତା ମେହେର ହତ୍ୟା ଘଟଣା: କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେଶ୍ୟାମ
କଣ୍ଟାବାଞ୍ଜି,୫।୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବଳରେ ପୋଲିସ ସେମାନଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର…
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: ଜଣେ ସନ୍ଦିଗ୍ଧ ଚିହ୍ନଟ, ୪ ଜେଟିପିଙ୍କୁ ଜେରା
ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଚିହ୍ନଟ କରାଯାଇଛି। ତେବେ ସେ ସେବାୟତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ପୁରୀ ଏସ୍ପି ବିଶାଲ କନୱାର ସିଂ ପ୍ରତିକ୍ରିୟା ଦେଇଛନ୍ତି।…

