ପିଇଓଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ୱ
ବରଗଡ଼ ଅଫିସ୍,୨୫।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ...
ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା ସ୍ଥଗିତ
ସୋରଡ଼ା,୨୫ା୧(ଡି.ଏନ୍.ଏ.): ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଅଙ୍ଗନବାଡି ଲେଡିସ ଓ୍ବାର୍କର୍ସ ଆସୋସିଏଶନ ସୋରଡା ବ୍ଲକ ତରଫରୁ ଜିଲପାଳ, ତହସିଲଦାର, ଆଇଆଇସି, ଉପଜିଲପାଳଙ୍କୁ ଗତ ଶନିବାର ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ୨୪ ତାରିଖ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେଲେ...
ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ
ଲଖନପୁର,୨୫।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ସେବା ସମବାୟ ସମିତିର ଚାଷୀଙ୍କୁ ଟୋକନ ପ୍ରଦାନରେ ଅବହେଳା କରାଯାଇଛି। ଫଳରେ ସମିତିର ୧୭୨ଜଣ ଚାଷୀ ଧନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଚାଷୀମାନେ ଚାଷୀ ସମବାୟ ବିଭାଗ,...
ଜବରଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ
ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ ସୋମବାର ଆରମ୍ଭ ହୋଇଛି। ଏଠାରେ ୨୦ଟି ବେଆଇନ ଘର ଗଢ଼ି ଉଠିଥିଲା। ପୌର...
ପାଟଣାରେ ଚାଞ୍ଚଲ୍ୟ: ରିଜର୍ଭ ଫରେଷ୍ଟ ମଧ୍ୟରେ ପଡ଼ିରହିଛି ମୁଣ୍ଡ ବିହୀନ ଗଳିତ ମୃତଦେହ
ପାଟଣା,୨୫।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମ ନିକଟରେ ଥିବା ଇୟୁକାଲିପଟାସ ରିଜର୍ଭ ଫରେଷ୍ଟ ମଧ୍ୟରେ ସୋମବାର ଏକ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଖବର ଦେବା...
ଲୋପ ପାଇଲାଣି ଶ୍ରମଜୀବୀଙ୍କ ଟନିକ୍
ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ବର୍ଷା ଦିନରେ ମୁଖ୍ୟ ଫସଲ ଭାବେ ମାଣ୍ଡିଆ, ମକା, ବାଜରା ଚାଷ କରି...
ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍
ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର...
ରଦି ଲୁହାରେ ସୌନ୍ଦର୍ଯ୍ୟକରଣ
ଯାଜପୁର ଟାଉନ,୨୫।୧(ଡି.ଏନ.ଏ.): ଯାଜପୁର ସହରରେ ଥିବା କୁସୁମା ନିକଟରେ ରଦି ଲୁହାରେ ନିର୍ମିତ ଆଇ ଲଭ୍ ଯାଜପୁର(ସେଲ୍ଫି ଜୋନ୍) ଓ ସହରର ପ୍ରବେଶପଥରେ ହରିଣ ପ୍ରତିମୂର୍ତ୍ତି ରବିବାର ଉଦ୍ଘାଟିତ ହୋଇଯାଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ରବିବାର ଏହାର...
ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର
କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ ଥିବା ଛାତ୍ରୀଛାତ୍ରମାନେ ୧ ବର୍ଷର ପାଠ୍ୟଖସଡ଼ାକୁ ୧୦୦ ଦିନ ମଧ୍ୟରେ ଶେଷ କରି...
ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ
ପଦ୍ମପୁର,୨୫।୧(ଡି.ଏନ୍.ଏ.)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ...
୫୦ ବର୍ଷ ପରେ ଦୁଇଭାଇଙ୍କ ମିଳନ
ଜଗତ୍ସିଂହପୁର ଅଫିସ, ୨୫।୧: ପ୍ରାୟ ୫୦ ବର୍ଷ ପରେ ରବିବାର ଘରକୁ ଫେରିଲେ ବୃଦ୍ଧ ଚରଣ ପଲାଉର (୬୫)। ତାଙ୍କୁ ଦେଖିବାକୁ ତାଙ୍କ ମା’ ଆଉ ଦୁନିଆରେ ନ ଥିବାବେଳେ ସାନ ଭାଇ ବିଜୟଙ୍କ ସହ ହୋଇଥିଲା ଭାବାବେଗ ମିଳନ।...
ଭିଜିଲାନ୍ସ ଜାଲରେ କେଲେଙ୍ଗାପାଲି ପିଇଓ
ବରଗଡ଼ ଅଫିସ,୨୫।୧- ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଙ୍ଗାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...
Archives


