ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ
ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁହା ଛଡ଼ରେ ମାଡ଼ ମରାଯିବାରୁ ତାଙ୍କ ଡାହାଣ ଗୋଡ଼…
‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ ଭାରତ ଭ୍ରମଣ
ବ୍ରହ୍ମପୁର ଅଫିସ୍,୯।୫: ‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ କେରଳ ପଟ୍ଟାୟମର ଦମ୍ପତି ଭାରତ ଭ୍ରମଣରେ ବାହାରି ରବିବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହି ଦମ୍ପତିଙ୍କୁ ସହରର ଫାଷ୍ଟ ଗେଟ ଆସିକା ରୋଡ ସ୍ଥିତ ପାଣିଗ୍ରାହୀ ନଗରଠାରେ ଆଇନଜୀବୀ ଏସ. ତମନ୍ନା ସ୍ବାଗତ…
ବାତ୍ୟା ଭୟ: କୂଳକୁ ଫେରିଲା ଟ୍ରଲର
ଭୋଗରାଇ,୯।୫(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ର ମୁକାବିଲା ପ୍ରଶାସନ ତପତ୍ର ହୋଇପଡ଼ିଛି। ବାଲେଶ୍ୱର ଜିଲାର ସମସ୍ତ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ପର୍ଯ୍ୟଟନସ୍ଥଳୀରେ ପ୍ରଶାସନ ଅଙ୍କୁଶ ଲଗାଇଛି। ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲରଗୁଡ଼ିକ ୯ ତାରିଖ ସୁଦ୍ଧା କୂଳକୁ…
ରାଜନୈତିକ ଆକ୍ରୋଶରୁ ରାସ୍ତା ଖୋଳିଦେଲେ
ସୋର,୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ତଳନଗର ପଞ୍ଚାୟତ ଅଧୀନ ଏକ ରାସ୍ତାକୁ ରାଜନୈତିକ ଆକ୍ରୋଶରୁ ଜେସିବି ଲଗାଇ ୪ଟି ସ୍ଥାନରେ ଖୋଳି ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ଫଳାଫଳ ପରେ ଜନୈକ ପରାଜିତ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକ ଏହି…
ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି
ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ…
ଡେପୁଟି ସୁପରିଟେଣ୍ଡେଣ୍ଟ୍ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼…
ଭାଜପା ଜିଲା ସଭାପତିରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ
ଝାରସୁଗୁଡ଼ା ଅଫିସ,୯ା୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀ କିଭଳି ସଫଳତାର ସହ ବିଜୟୀ ହେବେ ଏନେଇ ଭାଜପା ତା’ର ରଣନୀତି ପ୍ରସ୍ତୁତ ଚଳାଇଛି। ଏଭଳି ସ୍ଥିତିରେ ଦଳର ଜିଲା ସଭାପତି ମଙ୍ଗଳ ସାହୁ ନିଜର…
ବାଲି, ମୋରମ ଚୋରା ଚାଲାଣ: ୨ ଡମ୍ପର ଜବତ କଲା ପୋଲିସ
ମୋରଡା,୯।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ମୋରଡ଼ା ପୋଲିସ ବାଲି ଓ ମୋରମ ଚୋରା ଚାଲାଣ ବେଳେ ଦୁଇଟି ଡମ୍ପର…
ଜିଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟ ଅଚଳ
କେନ୍ଦୁଝର,୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଲିଫ୍ଟ ଅଚଳ ଯୋଗୁ ରୋଗୀ ହିନସ୍ତା ହେଉଛନ୍ତି। ବିଶେଷ କରି ବୃଦ୍ଧା/ବୃଦ୍ଧ, ଶାରିରୀକ ଭିନ୍ନକ୍ଷମ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତବାର୍ଷିକୀ…
ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି ଆଲମୀରା ଭାଙ୍ଗି ସୁନା ଅଳଙ୍କାର ଲୁଟିନେଇଛନ୍ତି । ଟାଇଁସିରା ଗ୍ରାମର ବାଇଧର ସାହୁଙ୍କ ଘରେ…
ସାଇବର ଠକେଇର ଶିକାର ହେଲେ ଯୁବକ
ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍ରେ ଲୋକଙ୍କୁ ଟଙ୍କା ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଗୁଣା ଟଙ୍କା ଫେରାଇବାକୁ ଫୋନ କରୁଛନ୍ତି। ଟଙ୍କା ନଦେଲେ ଫଟୋକୁ…
୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା
ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ୬ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟମାନେ ତାଙ୍କ ମୁହଁକୁ ଚାହୁଁ…

