ଦୋଳିରୁ ଖସି ନାବାଳକ ଗୁରୁତର

କେନ୍ଦୁଝର,୧୫।୬:(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ୨୧ନଂ ତଥା ବ୍ରାହ୍ମଣୀଗାଁରେ ଦୋଳିରୁ ପଡ଼ି ଜଣେ ନାବାଳକ ଆହତ ହୋଇଛନ୍ତି। ସେ ହେଲେ ସିବୁ ନାଏକ(୧୨)। ଗତକାଲି ସାରେ ଦୋଳିରେ ଖେଳୁଥିବା ସମୟରେ ଦୋଳିରୁ ଖସିପଡ଼ି ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ...

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ...

ଦିନ ମଜୁରିଆ ଯୁବତୀଙ୍କଠୁ ୩୭ ହଜାର ଠକେଇ

ରାଉରକେଲା ଅଫିସ/ କୁଆଁରମୁଣ୍ଡା, ୧୦।୧: ଲକ୍ଷପତି ହେବା ନିଶା ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳର ଜଣେ ଦିନ ମଜୁରିଆ ଯୁବତୀଙ୍କ ପାଇଁ ମହଙ୍ଗା ପଡିଛି। ଯୁବତୀ...

ଗଞ୍ଜାମରେ ଶନିବାର ‘ନୋ ବ୍ୟାଗ୍‌ ଡେ’

ଛତ୍ରପୁର,୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ...

ଲୋକଙ୍କ ଅଭିନବ ପ୍ରତିବାଦ: କାଦୁଅ ରାସ୍ତାରେ ଧାନ ବୁଣିଲେ

ସୋର, ୨୮ା୬(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସକ ଯାଏ କେହି ନ ଶୁଣିବାରୁ ଉପାୟଶୂନ୍ୟ ହୋଇ ଗାଁ ଲୋକେ ଅଭିନବ ଉପାୟରେ...

ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍‌, ପରେ ବଦଳିଲା ସ୍ବର

ବ୍ରହ୍ମପୁର ଅଫିସ୍‌,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ...

ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ...

‘ବୁଲ୍‌ବୁଲ’ ପ୍ରଭାବ: ଗଛ ଉପୁଡ଼ି ଗୁହାଳ ଘର ଭାଙ୍ଗିଲା

ଭଣ୍ଡାରିପୋଖରୀ,୯।୧୧(ଡି.ଏନ୍‌.ଏ): ବାତ୍ୟା ‘ବୁଲବୁଲ’ର ପ୍ରଭାବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ଚନ୍ଦ୍ରମଣି ଖିଲାରଙ୍କ ଗୁହାଳ...

Advertisement
Archives

Model This Week