ନରେନ୍ଦ୍ର ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ପୁରୀ ଅଫିସ, ୧୫।୬: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର ଯାଜପୁର ଜିଲା ବରୀ ଅଞ୍ଚଳରେ। ସେ ବରୀ କଲେଜର ଛାତ୍ର।
ମଙ୍ଗଳବାର ସ୍କୃତିରଞ୍ଜନ ସ୍ନାନ ଯାତ୍ରା ଦେଖିବା ପାଇଁ ପୁରୀ ଆସିଥିଲେ। ବୁଧବାର ସେ ନରେନ୍ଦ୍ର ପୋଖରୀରେ ଗାଧୋଉଥିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ସେ ନରେନ୍ଦ୍ର ପୋଖରୀରେ ବଡ଼ିୁ ଯାଇଥିଲେ। ସ୍ଥାନୀୟ ଲୋକେ ସ୍କୃତିରଞ୍ଜନଙ୍କୁ ଉଦ୍ଧାର ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲୁ ହେଲା ରୂପ୍‌ସା ଝୋଟ କାରଖାନା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସାସ୍ଥିତ ଜୟକିଶନ ଦାସ ସହ ଝୋଟ କାରଖାନା ମଙ୍ଗଳବାରଠାରୁ ଚାଲୁ କରାଯାଇଛି। କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟ...

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ସମବାୟ କର୍ମଚାରୀ

କେନ୍ଦୁଝର,୨୦ା୧୧(ସ୍ବ.ପ୍ର.): ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ କେନ୍ଦୁଝର ଜିଲାର ସମସ୍ତ ପାକ୍ସ ଓ ଲ୍ୟାମ୍ପସ୍‌ର କର୍ମଚାରୀମାନେ ୫ ଦଫା ଦାବିରେ କେନ୍ଦୁଝର ଉପନିବନ୍ଧକଙ୍କ କାର୍ଯ୍ୟାଳୟ...

ହିନ୍ଦୋଳରେ କୋରାପୁଟ ଏମ୍‌ପି: ‘କଂଗ୍ରେସ ହିଁ ହୋଇପାରିବ ଭାଜପାର ବିକଳ୍ପ’

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଦେଶର ଆର୍ଥିକ ଭିତ୍ତଭୂମି ଭୁଶୁଡ଼ି ଯାଇଛି। ଦେଖାଦେଇଥିବା ଏପରି ମାନ୍ଦାବସ୍ଥା କଂଗ୍ରେସ ସମୟରେ ନ ଥିଲା। ଦେଶରେ...

ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ

କଟକ ଅଫିସ, ୧୨ା୧: ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ ୧୧ ତାରିଖ ମଧ୍ୟରାତ୍ରିରୁ ହେବାକୁ ଥିବା ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ପରିବହନ...

ରାସ୍‌ତା ତରେ ଜୀବନ୍‌ ଜିବ୍‌କା

ବରପାଲି, ୩।୨ (ଡି.ଏନ.ଏ)- ଧନୀନୁ ଗରିବ୍‌ ସଭେ ପେଟ୍‌ ପାଲବାର ଲାଗି ନାନା ଉପେ ପାଁଚୁଛନ୍‌। ଯାହାର ପଏସା କଉଡ଼ ଅଛେ ବେପାର ବନିଜ କରି...

ପାଇଖାନା ଟାଙ୍କି ଉପରେ ଅଙ୍ଗନଓ୍ବାଡି ରୋଷେଇ

ବାଙ୍ଗିରିପୋଷି,୮ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତ ଅଧୀନ ଆମନ୍ଦାପାଣି ଗ୍ରାମରେ ବାଟବଣା ହୋଇଛି ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର...

ରୌପ୍ୟ ଅଳଙ୍କାରରେ ଆଭୂଷିତ ହେବେ ଦେବଦେବୀ

ସମ୍ବଲପୁର,୩୦ା୯(ବ୍ୟୁରୋ): ହାଟପଡ଼ା ସାର୍ବଜନୀନ ଦୁର୍ଗାପୂଜା ବହୁ ପୁରାତନ। ସମ୍ବଲପୁର ସହର ବଡ଼ସଡ଼କରୁ ବଡ଼ବଜାରରେ ସୀମିତ ଥିବା ସମୟରୁ ହାଟପଡ଼ାଠାରେ କଳସପୂଜାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ...

୩୦ଫୁଟ ତଳକୁ ଖସିଲା ତେଲ ଟ୍ୟାଙ୍କର୍‌

ହରଭଙ୍ଗା, ୩।୯(ଡି.ଏନ.ଏ): ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଆଡେନିଗଡ ନିକଟରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ...

Advertisement
Archives

Model This Week