ଆମ ଜିଲା ଖବର

ବେଆଇନ ଲିଚି କାରଖାନାରେ ଚଢ଼ାଉ

ଅନୁଗୋଳ ଅଫିସ,୧୬।୫: ତାଳଚେର ଥାନା ହାଟତୋଟା କାଳୀ ମନ୍ଦିର ନିକଟରେ ଥିବା ଏକ ବେଆଇନ ଲିଚି କାରଖାନାରେ ପୋଲିସ ଚଢାଉ କରି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ସମେତ ଲିଚି ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ…

ଖସିଲା ମୁଖ୍ୟ ଫାଟକ ଛାତ ପଲସ୍ତରା

ଅନୁଗୋଳ ଅଫିସ, ୧୬।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତରୁ ରବିବାର ବଡ଼ ଆକାରର ସିମେଣ୍ଟ ପଲସ୍ତରା ଖସିପଡ଼ିଛି। ଉକ୍ତ ଫାଟକ ଦେଇ ଏକ ରୋଗୀ ଥିବା ଆମ୍ବୁଲାନ୍ସ ମେଡିକାଲ ଭିତରକୁ ଯିବାର କେଇ ସେକେଣ୍ଡ ପରେ ଉକ୍ତ…

ରାତିରେ ଚୋରି, ଦିନରେ ଲୁଟ୍‌

ଅନୁଗୋଳ ଅଫିସ, ୧୬।୫: ରାତିରେ ଦାମୀ ଘର ଦେଖି କରାଯାଉଛି ଟାର୍ଗେଟ୍‌। ଏପରି କି ଘର ଲୋକ ଥିଲେ ମଧ୍ୟ କୌଶଳ କରି କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। ସେହିପରି ଦିନରେ ସହର ବଜାରରେ ବୁଲି ଦୁର୍ବୃତ୍ତମାନେ ବ୍ୟାଙ୍କ ଓ ବେପାରରୁ…

ଅନାହାରରେ ଥିବା ବୃଦ୍ଧଙ୍କୁ ମିଳିଲା ଖାଦ୍ୟ, ଚିକିତ୍ସା

ଛେଣ୍ଡିପଦା,୧୬।୫(ସ୍ବ.ପ୍ର.): ପୈତୃକ ଘର କିଶୋରନଗର ବ୍ଲକରେ। ହେଲେ ଦୀର୍ଘ ୪୦ ବର୍ଷ ହେଲା କାର୍ତ୍ତିକା ବେହେରା (୮୬) ଚାଲିଆସିଛନ୍ତି ଛେଣ୍ଡିପଦା ସାପୋଇସାହି ଅଞ୍ଚଳକୁ। ମୂଲ ମଜୁରି ଲାଗି ଯାହା ଆଣୁଥିଲେ ସ୍ତ୍ରୀଙ୍କ ସହ ଦୁଇମୁଠା ଖାଇ ଗଛମୂଳେ ଜରିପାଲ ତଳେ ରହିଯାଉଥିଲେ।…

ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ କାମ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି। ଏବେ ଉକ୍ତ ପୋଖରୀରୁ…

ପଲ୍ଲିଶ୍ରୀ ମେଳାରେ ଅତିଥି ଚୟନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତିଥି ଚୟନକୁ ନେଇ କେତେଜଣ ପ୍ରଶାସନିକ ଅଧିକାରୀ,…

ଗଜପତି ଅବକାରୀ ଏସ୍‌ଆଇଙ୍କ ୪ ପଦକ ହାସଲ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): କର୍ନାଟକର ବେଙ୍ଗଲୁରୁଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଗଜପତି ଜିଲା ଅବକାରୀ ବିଭାଗର ଏସ୍‌ଆଇ କିଶୋର ଚନ୍ଦ୍ର ରଥ ଭାଗ ନେଇ ୪ ପଦକ ହାସଲ କରିଛନ୍ତି। ସେ ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ…

ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬।୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ…

ଗୋପାଳପୁର ପୋର୍ଟକୁ ଆର୍‌ଟିଓଙ୍କ ନୋଟିସ

ଛତ୍ରପୁର,୧୬।୫(ଡି.ଏନ.ଏ.): ମୋଟର ଯାନ ଆଇନ ଉଲ୍ଲଂଘନ ନେଇ ଗୋପାଳପୁର ପୋର୍ଟ ଲିମିଟେଡ୍‌କୁ ନୋଟିସ ଜାରି ହୋଇଛି। ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ମୋଟର ଯାନ ଆକ୍ଟ -୧୯୮୮ର ସେକ୍ସନ ୨୧୩(୫) ଆଧାରରେ ଏହି ନୋଟିସ ଜାରି କରିଛନ୍ତି। ନୋଟିସ ବଳରେ…

ନକଲି ପୋଲିସ ପରିଚୟରେ ସୁନାଗହଣା ଲୁଟ୍‌ ଘଟଣା: ୪୫ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬।୫: ପୁଣିଥରେ ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସ ଟ୍ୟାକ୍ସ ଛକରେ ଗତ ଏପ୍ରିଲ ୩ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିଲା। ରାସ୍ତାରେ ଚାଲି ଚାଲି ଯାଉଥିବା ସୁଭଦ୍ରା ମିଶ୍ରଙ୍କୁ ପୋଲିସ…

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଭୋଟିଂ ସରିଛି। ତେବେ ବିଏମ୍‌ସି ପକ୍ଷରୁ…

ଜେଲରେ ଥିବା ସମୀରଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୬।୫: ବେକାର ଯୁବତୀ ଯୁବକଙ୍କୁ ଚାକିରି ଦେବା ନଁାରେ ଟଙ୍କା ଠକେଇ ଅଭିଯୋଗରେ ସମୀର ନାୟକ ଏବେ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ପୁଣି ତାଙ୍କ ନାମରେ ବଡବଜାର ଥାନାରେ ଏକ ସମାନ ଅଭିଯୋଗ ଆସିଛି। ଏହି ଘଟଣାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?