ରାତି ପାହିଲେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଚନ୍ଦନଯାତ୍ରା: ଚୂଡାନ୍ତରେ ପ୍ରସ୍ତୁତି
ରମ୍ଭା:୧୬।୫: ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନଯାତ୍ରା ବିଧିବିଧାନ ସହକାରେ ପାଳନ କରାଯାଉଥିଲା। ହେଲେ ଚଳିତ ବର୍ଷ କରୋନା କଟକଣା ହଟିବା ପରେ ସ୍ଥାନୀୟ ବାସିନ୍ଦା ଓ ଶାନ୍ତି କମିଟି ପକ୍ଷରୁ…
ସୀମାନ୍ତରେ ୨ ବୋମା ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି,୧୬ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ୨ଟି ବୋମାକୁ ନିଷ୍କ୍ରିୟ କରି ଏକ ବଡଧରଣର ଅଘଟଣକୁ ଯବାନମାନେ ଏଡାଇ ଦେଇଛନ୍ତି। ସୋମବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଅତୁଲପାରା ଜଙ୍ଗଲରେ ଯବାନମାନେ ସର୍ଚ୍ଚ…
ମାଛଧରା ଜାଲରେ ଲାଗିଲା ନବଜାତ ଶିଶୁର ମୃତଦେହ
କୋକସରା,୧୬।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲରୁ ଏକ ନବଜାତ ଶିଶୁର ମୃତଦେହ ମିଳିଛି। ସୋମବାର ମଧ୍ୟାହ୍ନରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଜାଲରେ ଏକ ନବଜାତକ ଶିଶୁପୁତ୍ରର ମୃତଦେହ…
ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା
ବଡ଼ଗାଁ, ୧୬।୫(ଡି.ଏନ୍.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ। ପୋଖରୀର ଉନ୍ନତିକରଣ କରି ଦେଖାଇଦେଲେ। ଏଭଳି ଏକ…
ଗୁଣି ସନ୍ଦେହରେ ମାଡ଼ ଘଟଣା: ଥାନାରେ ଭଉଣୀଙ୍କ ଅଭିଯୋଗ
ଗଞ୍ଜାମ,୧୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ସୋମବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ଥାନାରେ ଲିଖିତ…
ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷଶୂନ୍ୟ
ମାଲକାନଗିରି,୧୬।୫(ଡି.ଏନ୍.ଏ.): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗ୍ରାମ ଉପରେ ପୋଲିସ ସୋମବାର ଚଢ଼ାଉ କରିଛି। କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ ପ୍ଲାଟୁନ ପୋଲିସ ମିଳିତ ଭାବରେ ଚଢ଼ାଉ କରିବାରୁ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ଏଯାବତ୍ କାହାକୁ ଗିରଫ କରା…
କାଳବୈଶାଖୀରେ ଉଡ଼ିଲା ଆଜ୍ବେଷ୍ଟସ୍
କ.ନୂଆଗାଁ,୧୬।୫(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉଦ୍ଧର୍ବ ଲୋକଙ୍କ ଘର ଆଜ୍ବେଷ୍ଟସ୍ ଉଡ଼ିଯାଇଛି l ଛପର ଉଡିଯିବା ଫଳରେ ଘରେ ଥିବା…
ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ପୋଲସରା,୧୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା…
ଅବହେଳାରୁ ଆଶ୍ରମ ସ୍କୁଲ ଛାତ୍ରଙ୍କ ମୃତ୍ୟୁ
ମାଲକାନଗିରି,୧୬।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚିକିତ୍ସା ଅବହେଳାରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣକ ହେଲେ ନାକାମାମୁ ପଞ୍ଚାୟତ ନିଳାପାରି ଗ୍ରାମର ରାଜୁ…
ଓପିଟିସିଏଲ ଡିଜିଏମ୍ଙ୍କୁ ୫ ବର୍ଷ ଜେଲ
ବାରିପଦା ଅଫିସ,୧୬।୫: ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ସୋମବାର ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାନୁସାରେ, ୨୦୧୭ରେ ନିଜ…
ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଲେ ଯୁବକ
ପୁରୀ ଅଫିସ,୧୬।୪(ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଅଟକ ଯୁବକ ହେଲେ ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ରାକେଶ ଶ୍ରୀମନ୍ଦିର…
ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ
କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ ଏହି ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଥିବା ବେଳେ ସଠିକ୍ କାରଣ ଜଣା ପଡ଼ି…

