ଆମ ଜିଲା ଖବର

ତାରାତାରିଣୀ ମନ୍ଦିର ପାର୍ଶ୍ଵବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଲାଗି ହେଲା ମାଷ୍ଟର ପ୍ଲାନ

ପୁରୁଷୋତ୍ତମପୁର,୧୯/୫(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ଆଦିଶକ୍ତି ପୀଠ ତଥା ପର୍ଯ୍ୟଟନସ୍ଥଳ ମା ତାରାତାରିଣୀଙ୍କ ମନ୍ଦିର ନବକଳେବର ହୋଇ ନୂତନ ରୁପରେଖରେ ଝଲସି ଉଠିଛି।ଏହା ଭକ୍ତ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଥିବା ବେଳେ ଏହାକୁ ପର୍ଯ୍ଯଟକଙ୍କୁ ଆହୁରି…

ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ରସଂଘ। ବୁଧବାର ସନ୍ଧ୍ୟାରୁ ମହାବିଦ୍ୟାଳୟ ୨ ନଂ ମୁଖ୍ୟ ଫାଟକ…

ଅସୁରକ୍ଷିତ ଜିଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିଲା ଆସିବାସୀ ଶିକ୍ଷା ସାଧନ କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ହେଁ କାହାରି ନିଘା ନାହିଁ। ସର୍ବଶିକ୍ଷା ଅଭିଯାନ ଅଧୀନରେ ଚାଲିଥିବା ଏହି ଆଦିବାସୀ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ବ୍ୟାପକ…

ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ

କପ୍ତିପଦା,୧୯ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତକ ଜଣକ ହେଲେ ଲାଦୁରା ସିଂ। ତେବେ ଘଟଣା ପରେ ସ୍ତ୍ରୀ…

ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ମହିଳା

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଜିଆଣି ସାହିରେ ଜଣେ ୩୫ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ସଞ୍ଜୟ କୁମାର ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାନ୍ତ। ବୁଧବାର ବିଳମ୍ବିତ ରାତିରେ ଘର ପକ୍ଷରୁ ଥାନାରେ…

୧୩ ମଠ ଲାଗି ବିନା ଦେୟରେ ସରକାରୀ ଜମି

ପୁରୀ ଅଫିସ, ୧୯।୫: ଜଗନ୍ନାଥ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାର୍ଶ୍ୱର ୭୫ ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ ଆଦକୁ ଅଧିଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ…

ନଳକୂପରୁ ବାହାରୁଛି କମ୍‌ ପାଣି, ବାଲି ଅଧିକ

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ବ୍ଲକ ନଛିପୁର ପଞ୍ଚାୟତର ଗମ୍ଭାରିଖୋଲ ଗଁାରେ ଏକମାତ୍ର ନଳକୂପ ରହିଛି। ଏହି ନଳକୂପରୁ ପାଣି କମ୍‌ ବାହାରୁଥିବାବେଳେ ଅଧିକ ବାଲି ବାହାରୁଛି। ଯେଉଁ ପାଣି ବାହାରୁଛି ତାହା ପାନୀୟ ଉପଯୋଗୀ ନୁହେଁ। ଗୀଷ୍ମଋତୁରେ ଗମ୍ଭାରିଖୋଲରେ ଜଳକଷ୍ଟ ଉତ୍କଟ…

ବାଟ ହୁଡ଼ିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ବାଟ ହୁଡ଼ିଛି। ବାବୁ ଜାଣି ଯନ୍ତ୍ର କାମ କରୁଥିବାବେଳେ ଫଲ୍‌ସ ବିଲ୍‌ ବି ହେଉଥିବା ପ୍ରମାଣ ମିଳିଛି, ଯାହାର ନଜିର ଭାପୁର ବ୍ଲକର ଖଇରିଗାଡିଆ…

ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର

ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ ସେମାନଙ୍କ ନଜର ପଡିଛି। ମାଫିଆମାନେ ଅଭିନବ ଉପାୟରେ ଗଛ କାଟୁଥିବା ବେଳେ ବନ ବିଭାଗ…

ଜିପିଆର୍‌ଏସ୍‌ ବିନା ଖନନ: ଐତିହ୍ୟ କୀର୍ତ୍ତିରାଜି ନଷ୍ଟ

ପୁରୀ ଅଫିସ, ୧୯ା୫: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏମାର ମଠ। ଅତୀତରେ ଏହି ମଠ ପରିସରରୁ ରୁପା ଇଟା ବାହାରିଥିବାବେଳେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଖନନ ସମୟରେ ପ୍ରାଚୀନ କାଳର ପଥର ନିର୍ମିତ ସିଂହମୂର୍ତ୍ତି ବାହାରିଛି। ତେବେ…

ଗ୍ରାମାଞ୍ଚଳରେ ଟମାଟୋ ଫ୍ଲୁ’

ସାଲେପୁର,୧୯।୫(ଡି.ଏନ୍‌.ଏ.): ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ’ ରୋଗ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ୧୦ରୁ ଊର୍ଦ୍ଧ୍ୱ ଶିଶୁରୋଗୀ ଆସୁଛନ୍ତି। ବିଶେଷକରି ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଠାରେ…

ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରାଜକନିକା, ୧୯ା୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?