ଶ୍ରୀମନ୍ଦିରରେ କୋହଳ ହୋଇପାରେ ନିୟମ
ପୁରୀ ଅଫିସ,୧୪।୨: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କୋହଳ ପାଇଁ ପୁରୀ ସହରବାସୀ ଦାବି କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ଓ କିଓସ୍କୋ ବ୍ୟବସ୍ଥା ଉଠାଇବା ପାଇଁ ଜିଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି। ସେପଟେ ଦୁଇଦିନିଆ ପୁରୀ ଗସ୍ତରେ…
ଠାକୁରଙ୍କୁ ବି ଛାଡ଼ିଲେନି ମନ୍ଦିରରୁ ଟେକିନେଲେ ୭ ଲକ୍ଷ ଟଙ୍କାର ମୂର୍ତ୍ତି
ସାକ୍ଷୀଗୋପାଳ, ୧୪।୨(ଡି.ଏନ୍.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନିକଟ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପିନାଥ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ବାର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିଲେ। ସିଂହାସନରେ ପୂଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ବତୀ,…
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଏକ କାଳୀନ ସମ୍ବଲପୁର ଓ ଖୋର୍ଦ୍ଧା ଜିଲାର ୪ଟି ସ୍ଥାନରେ ଚଢ଼ାଉ…
ସୋଲାର ହିଟରକୁ ମିଳିବ ମାନ୍ୟତା
ଢେଙ୍କାନାଳ ଅଫିସ୍,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍ ବିଲ୍ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି…
ପଞ୍ଚାୟତ ନିର୍ବାଚନ: ହେବିୱେଟ୍ଙ୍କ ପାଇଁ ସମ୍ମାନର ପ୍ରଶ୍ନ
ଗୁଣପୁର,୧୪ା୨(ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧୬ରୁ ଆରମ୍ଭ ହେବ। ଏହି କ୍ରମରେ ରାୟଗଡ଼ା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନ ଚନ୍ଦ୍ରପୁରରେ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ରାମନାଗୁଡ଼ା ଓ ଗୁଣପୁରରେ ୧୮ ଏବଂ…
ଯୋଜନାରେ ସୀମିତ ଆଦିବାସୀ ବିକାଶ
ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ ଦଳେଇଗୁଡ଼ା, ରାଜପୁଟ ପଞ୍ଚାୟତରେ ରହିଥିବା ସମସ୍ୟା ସମାଧାନରେ ପ୍ରଶାସନ ବିଫଳ ହୋଇଛି। ଦଳେଇଗୁଡ଼ା ପଞ୍ଚାୟତର…
ଶପଥ ନେଲେ ହାଇକୋର୍ଟର ୩ ବିଚାରପତି
କଟକ ଅଫିସ,୧୪ା୨: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ…
କମ୍ପୁଛି ପ୍ରଚାର ମଇଦାନ
ଢେଙ୍କାନାଳ ଅଫିସ, ୧୪ା୨: ଜୋର୍ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନକୁ ଓହ୍ଲାଇଛନ୍ତି ତୁଙ୍ଗନେତା, ଯାହାକୁ ନେଇ ଉଷ୍ମ ହୋଇଛି…
ମୁଖରିତ ହେଲାଣି ମହିମାଗାଦି
ଢେଙ୍କାନାଳ ଅଫିସ,୧୪ା୨: ଲାଗିଲାଣି ସାଧୁସନ୍ଥଙ୍କ ଗହଳଚହଳ। ମୁଖରିତ ହେଲାଣି ମହିମାଗାଦି। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧ୍ୱନିରେ ଘୃତାହୁତି ପ୍ରଦାନ କରିବା, ଝାଡ଼ଦ୍ୱୀପ ପ୍ରଜ୍ୱଳନ ଏବଂ ବିଧି ମୁତାବକ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ପ୍ରସ୍ତୁତି ପହଞ୍ଚତ୍ଲାଣି ଚୂଡ଼ାନ୍ତ…
ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା
ଛେଣ୍ଡିପଦା,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍ରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଆସନ୍ତା ୧୮ ତାରିଖରେ ଭୋଟ୍ଗ୍ରହଣ…
ବିଜେଡି ଗଡ଼ରେ ତୀବ୍ର ଲଢ଼େଇ
ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ ପ୍ରଚାର ମଇଦାନ ସରଗରମ ହୋଇଉଠିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ…
ଯୋଡ଼ାରେ ରାଜନୈତିକ ହିଂସା, ୩ ଆହତ
କେନ୍ଦୁଝର,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ାରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦକୁ ନେଇ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ବର୍ତ୍ତମାନର ବିଧାୟକ…
Archives


