ଫଳ ବଜାରରେ ପ୍ରବଳ ଭିଡ଼
ଅନୁଗୋଳ ଅଫିସ,୨୯।୫: ଦିନକ ପରେ ସାବିତ୍ରୀ ବ୍ରତ। ତେଣୁ ଅନୁଗୋଳରେ ଲୁଗା ଦୋକାନଠାରୁ ଆରମ୍ଭ କରି ଫଳ ବେପାର ଜୋର୍ ଧରିଛି। ବିଶେଷକରି ସକାଳ ୭ଟାରୁ ୧୦ଟା ଓ ଅପରାହ୍ନରୁ ରାତି ଯାଏ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଟାଣ…
‘ସଙ୍କୋଚ କରନାହିଁ, ନାପ୍କିନ୍ ମାଗ’
କାମାକ୍ଷାନଗର, ୨୯।୫(ଡି.ଏନ୍.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା ମା’ ହେବା ଅସମ୍ଭବ। ହେଲେ ଆଜି ବି ମାସିକ ଋତୁଚକ୍ର ସମ୍ପର୍କରେ ଖୋଲା ଆଲୋଚନା…
୨୪ଘଣ୍ଟାରେ ଅଭିଯୁକ୍ତ ଗିରଫ ନ ହେଲେ ୩୧ରେ ତେନ୍ତୁଳିଖୁଣ୍ଟି ବନ୍ଦ ଚେତାବନୀ
ତେନ୍ତୁଳିଖୁଣ୍ଟି, ୨୯।୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣର ୫ଦିନ ପରେ ମଧ୍ୟ ପୋଲିସ ହାତ ଖାଲି। ବ୍ଲକ କର୍ମଚାରୀ ନିଜ ସୁରକ୍ଷା ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ କଳାବ୍ୟାଜ୍ ଧାରଣ କରିଛନ୍ତି। ତଥାପି ମଧ୍ୟ…
ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ମିଳୁନି ସମ୍ମାନ
ନବରଙ୍ଗପୁର,୨୯।୫(ବି.ପ୍ର.): ମୃତଦେହକୁ ସମ୍ମାନ ଦେଇ ତାହାର ସୁରକ୍ଷା ଓ ସତ୍କାର ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା। ଶୁକ୍ରବାରରୁ ରାଇଘରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ…
ପେସାରେ ଅଟୋଚାଳକ ନିଶା ସାପ ଧରିବା
ରାୟଗଡ଼ା ଅଫିସ,୨୯।୫: ପ୍ରତ୍ୟେକ ମଣିଷର ଭିନ୍ନ ଏକ ନିଶା ତଥା ରୁଚି ରହିଥାଏ। ସାପ ଧରିବା ମଧ୍ୟ ଅନେକଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଲେ ରାୟଗଡ଼ା ରାଣୀଗୁଡ଼ା ଫାର୍ମ ଅଞ୍ଚଳର ପ୍ରଦୀପ ଶତପଥୀ(୫୦)। ପେସାରେ ଜଣେ ଅଟୋ ଚାଳକ ହେଲେ…
ପିଣ୍ଡାରେ ଚାଲିଛି ପାଠପଢ଼ା
ଚମ୍ପୁଆ, ୨୯।୫(ଡି.ଏନ.ଏ.): ୫-ଟି’ ବ୍ୟବସ୍ଥାରେ ବଦଳୁଛି ସ୍କୁଲର ରୂପରେଖ। ଚିକିମିକିଆ ସ୍ମାର୍ଟ କ୍ଲାସ୍ ରୁମ୍ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। କିନ୍ତୁ…
ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ନାହିଁ ନ ଥିବା ଭିଡ଼
କେସିଙ୍ଗା,୨୯।୫(ଡି.ଏନ୍.ଏ.): ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ଏ ନେଇ ହାଟ ବଜାର ସବୁଠି ଭିଡ଼ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କେସିଙ୍ଗା ସହରର ଡେଲି ମାର୍କେଟରେ ଫଳଦର ଆକାଶ ଛୁଆଁ ହୋଇଛି। ସବୁଠି ଫଳର ପସରା ମେଲିଥିବା ବେଳେ ଶାଢ଼ି, ଚୁଡି…
ନୂଆଗାଁରେ ସୁବ୍ରତ, ପଣ୍ଡଶୁଣିରେ ରାଜଶ୍ରୀ ବିଜୟୀ
ବାଲେଶ୍ୱର ଅଫିସ/ ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ସରପଞ୍ଚ ଏବଂ ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତରେ ସମିତିସଭ୍ୟ ପଦବୀ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁରେ ସରପଞ୍ଚ ଭାବେ ସୁବ୍ରତ ଦାସ ଏବଂ ପଣ୍ଡାଶୁଣିରେ ସମିତିସଭ୍ୟା…
ଭୋଟର ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ
ଭଣ୍ଡାରିପୋଖରୀ, ୨୯।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନାଆଁମୀ ଓ ନଗୁଆଁ ସମବାୟ ସମିତିରେ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ନିଜକୁ ସୁହାଉଥିବା ଭୋଟରମାନଙ୍କୁ ଏକାଧିକ ଥର ବିଭିନ୍ନ ଜୋନ୍ରେ ଭୋଟର କରାଯାଇଥିବା…
ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା
ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କନ୍ୟା ପିତା ଭାବେ ଖରିଦା ଗ୍ରାମ ନିବାସୀ ହୃଷିକେଶ ଓଝା ଓ…
ବ୍ରଜରାଜନଗର ଉପନିର୍ବାଚନ: ଆଜି ସରୁଛି ପ୍ରଚାର
ଝାରସୁଗୁଡା,୨୯।୫ : ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିଜ ନିଜର ରାଜନୌତିକ ଦଳ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ ନେତା। ଘର ଘର ବୁଲି ପ୍ରାର୍ଥୀ ଭୋଟ ଭିକ୍ଷା କରୁଛନ୍ତି। ତେବେ…
ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ
ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର…

