ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ
ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫ ଫୁଟ ଉପରକୁ ଉଠାଯାଇ ୨୦ ଫୁଟ ଉଚ୍ଚତା କରାଯିବ । ଏ କାର୍ଯ୍ୟ ଚାଲୁ…
ହାଉସିଂ ବୋର୍ଡ ଘର ଅକ୍ତିଆର କରିପାରୁନି ପୌରପାଳିକା
ପାରାଦୀପ,୩୦ା୫(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଭିଆଇପି ଅଞ୍ଚଳ ମଧୁବନସ୍ଥ ହାଉସିଂ ବୋର୍ଡକୁ କୁହାଯାଏ। ସେଠାରେ ଥିବା ୫୮ଟି ଘରକୁ ପୁଞ୍ଜିପତି, ଶିଳ୍ପପତି, ରାଜନେତା, କମ୍ପାନୀ ନେଇଛନ୍ତି। ସେହି ୫୮ଟି ଘର ମଧ୍ୟରୁ ପାରାଦୀପ ପୌରପାଳିକାର ଦୁଇଟି ଘର ରହିଛି। ତନ୍ମଧ୍ୟରୁ ଗୋଟିଏ ଘର…
ପଲିଥିନ୍ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବଦ୍ରଷ୍ଟା
ପଟ୍ଟାମୁଣ୍ଡାଇ, ୩୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ…
ଗୋଟିଏ ଗଛରେ ୧୦ କିଲୋ ଅଙ୍ଗୁର
ଜଗତସିଂହପୁର ଅଫିସ,୩୦ା୫: ସାଧାରଣତଃ ଓଡ଼ିଶା ପରିବେଶ ଅଙ୍ଗୁର ଚାଷ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଜଗତ୍ସିଂହପୁର ସଦର ମହକୁମା ନିକଟ ପାଟେଣୀ ଗାଁର ଜଣେ ପାନ ଦୋକାନୀ ଅଙ୍ଗୁର ଚାଷ କରି ସଫଳ ହୋଇଛନ୍ତି। ସେ ହେଲେ ଅକ୍ଷୟ ସ୍ବାଇଁ (୪୯)।…
ରେଭେନ୍ଶାରେ ମୃତ୍ତିକାବିହୀନ ଫୁଲଚାଷ
କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା…
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇପାରିବେନି କର୍ମଚାରୀ
କଟକ ଅଫିସ୍,୩୦।୫: କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇବା ଏବଂ ବଦଳି ହେବାକୁ ନ ଚାହିଁବାର ଆଇନଗତ କିମ୍ବା ବୈଧାନିକ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ। ପଦୋନ୍ନତି ପାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେବାକୁ ଚାହୁଁ ନ…
‘ଦୁର୍ଘଟଣାକୁ ବିଶ୍ୱାସ କରି ପାରୁନାହିଁ’
ସୋନପୁର,୩୦।୫(ନି.ପ୍ର.): ଗତ ମାର୍ଚ୍ଚରେ ସୋନପୁର ଆସିଥିଲେ ଅଶୋକ। ହସଖୁସିରେ ବୁଲାବୁଲି କରି ଫେରି ଯାଇଥିଲେ। ୪ଦିନ ତଳେ ଅଶୋକ ତାଙ୍କ ସହିତ ଫୋନରେ କଥା ହୋଇଥିଲେ। ପରିବାର ସହ ନେପାଳ ବୁଲିବାକୁ ଯିବେ ବୋଲି କହିଥିଲେ। ହେଲେ ରବିବାର ଗଣମାଧ୍ୟମରୁ ସେମାନଙ୍କ…
ଭୁଶୁଡ଼ିଲା ପଣସୁଆପାଲ ବ୍ରିଜ୍
ଯାଜପୁର ଅଫିସ,୩୦ା୫: ଯାଜପୁର ଜିଲା ବରୀ-ବଡ଼ଚଣା ରାସ୍ତାର ରତ୍ନଗିରି ପଞ୍ଚାୟତ ଅନ୍ତର୍ଗତ ପଣସୁଆପାଲ ନିକଟ କେଲୁଅ ଶାଖା ନାଳ ଉପରେ ଥିବା ବ୍ରିଜ୍ ରବିବାର ପୂର୍ବାହ୍ନରେ ଭୁଶୁଡ଼ି ପଡ଼ିଛି। ବର୍ଷା ହେଉ ନ ଥିଲେ ମଧ୍ୟ ଯାଜପୁର ଡ୍ରେନେଜ ବିଭାଗ ଅଧୀନ…
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି। ଏହି ଯୋଜନାରେ ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ସ୍ଥାନ ପାଇଛି। ବିଶ୍ୱସ୍ତରୀୟ ସହ ବୃହତ୍ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି…
ଆର୍କେଭିୱାଇ ଲକ୍ଷ୍ୟଭ୍ରଷ୍ଟ
ଯାଜପୁର ଅଫିସ,୩୦ା୫: କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୭ ମେ ୨୯ରେ ଜାତୀୟ ବିକାଶ ପରିଷଦ(ଏନ୍ଡିସି) ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍କେଭିୱାଇ) ପ୍ରଣିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଫସଲର ଅମଳ ହ୍ରାସ ଦୂର କରିବା ସହ କୃଷକମାନଙ୍କୁ ସର୍ବାଧିକ ଲାଭ ଦେବା…
ସରିଲା ନିର୍ବାଚନୀ ପ୍ରଚାର, ୩୧ରେ ମତଦାନ
ଝାରସୁଗୁଡ଼ା ଅଫିସ, ୨୯।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ଲାଗି ଆସନ୍ତା ୩୧ରେ ମତଦାନ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏନେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ଷ୍ଟାର ପ୍ରଚାରକ ନେତୃବୃନ୍ଦ ରବିବାର ସନ୍ଧ୍ୟାରେ…
ମରଣ ମୁହଁରୁ ବଞ୍ଚିଲା ଗାଈ
କୋକସରା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ଚାଷଜମି ନିକଟ ଏକ ପରିତ୍ୟକ୍ତ କୁଅରେ ପଡ଼ିଥିବା ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗ୍ରାମର ନାରାୟଣ ବେଶ୍ରାଙ୍କ ଗାଈ ରବିବାର ପଡିଥିବା ଦେଖି ସ୍ଥାନୀୟ ଲୋକେ କୋକସରା…

