ଝଡବର୍ଷା: ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ
କୋକସରା,୨୯।୫(ଡି.ଏନ.ଏ.) ହଠାତ୍ କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଞ୍ଚଳରେ ରବିବାର ଝଡବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଜୋରରେ ପବନ ବହିବା ଯୋଗୁ ପଞ୍ଚାୟତର ଖଳିଗଡ଼-ପରଜାପଡାକୁ ସଂଯୋଗ କରୁଥିବା ରାସ୍ତା କଡରେ ଥିବା…
ବିଧବାଙ୍କୁ ପ୍ରେମ ପ୍ରତାରଣା
ବ୍ରହ୍ମପୁର ଅଫିସ,୨୯।୫: ଜନୈକା ବିଧବା ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ସାପୁଆପଲିର ନାରାୟଣ ପାଢ଼ୀ(୨୭)। ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି। ଏନେଇ ପୋଲିସ…
ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ
କେନ୍ଦୁଝର,୨୯ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାମ ମୁଣ୍ଡା (୪୫)। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି। ରବିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…
ଛେଳି ଚରାଇବାକୁ ଯାଇଥିଲେ ବୃଦ୍ଧ, ଗଛ ପଡ଼ି ଚାଲିଗଲା ଜୀବନ
କେସିଙ୍ଗା,୨୯ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ପଞ୍ଚାୟତ ଅଧିନସ୍ଥ ବିନେକେଲା ଗ୍ରାମର ଜଣେ ବୃଦ୍ଧଙ୍କର କାଳବୈଶାଖୀରେ ମୃତ୍ୟୁ ଘଟି ଥିବା ବେଳେ ବହୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମୃତକ ଜଣକ ହେଲେ ବିନେକେଲା ଗ୍ରାମର ଜୟ ରାମ…
ବୁଥ୍ ମୁହାଁ ପୋଲିଂ ଅଫିସର: ମତଦାନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ
ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ଅଫିସର ବୁଥ୍ ଅଭିମୁଖେ ବାହାରି ଯାଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧ ହଜାର ପୋଲିସ କର୍ମଚାରୀ ମୁତୟନ କରାଯିବ। ସେହିପରି ୨୭୯ଟି ବୁଥ୍ରେ ୨ ଲକ୍ଷ୧୪…
କାଳବୈଶାଖୀରେ ଭାଙ୍ଗିଲା ୧୩୨ କେଭି ବିଦ୍ୟୁତ୍ ଟାଓ୍ବାର
ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା ହୋଇଥିଲା। ଫଳରେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ବହୁ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ତାର ଛିଣ୍ଡି ଯାଇଥିବାରୁ ଦୀର୍ଘ…
ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ
ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଖଳାରେ ଚଉଦନାହାକା କାମ ଆରମ୍ଭ ହୋଇଯାଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି…
ଗଛରେ ଚଢ଼ି ମହୁ ସଂଗ୍ରହ କରୁଥିବା ବେଳେ ଖସିପଡ଼ି ଯୁବକଙ୍କ ଜୀବନ ଗଲା
ଠାକୁରମୁଣ୍ଡା,୨୯ା୫(ଡି.ଏନ୍.ଏ.): ରାତିରେ ଗଛରେ ଚଢ଼ି ମହୁ ସଂଗ୍ରହ କରି ତଳକୁ ଓହ୍ଲାଉ ଥିବା ବେଳେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡ଼ା ପଞ୍ଚାୟତ ଖାପରଖାଇ ଗ୍ରାମର ସାନ ଖଣ୍ଡୁଆଳ…
ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ
ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍ ୨୬ରେ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ହେବାକୁ ଥିବା ୧୫ ଜଣଙ୍କ ମଧ୍ୟରୁ ମହିଳାଙ୍କ ଲାଗି…
ବାହାଡ଼ାପଦରରୁ କୁଟୁରା ଛୁଆ ଉଦ୍ଧାର
ଭଞ୍ଜନଗର,୨୯।୫(ଡି.ଏନ.ଏ): କେତେକ ପ୍ରଜାତିର ବନ୍ୟପ୍ରାଣୀ ଯଥା ବାର୍ହା, କୁଟୁରା, ମୃଗ ସଂଖ୍ୟା ଜଙ୍ଗଲରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଙ୍ଗଲରେ ସନ୍ତୁଳନ ରକ୍ଷା ପାଇଁ ଅନ୍ୟ ପ୍ରଜାତିର ପ୍ରାଣୀ ସଂଖ୍ୟା କମିଯାଉଛି। ଜଙ୍ଗଲ କ୍ଷୟ ସମେତ ପ୍ରମୁଖ କାରଣ ଯୋଗୁ ବିଭିନ୍ନ…
ଉଚ୍ଚ ଜୁଆର ଯୋଗୁ ସମୁଦ୍ର ଗର୍ଭରେ ଲୀନ ହେବ ୬ ଘର
ଗଞ୍ଜାମ,୨୯।୫(ଡି.ଏନ.ଏ.): ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଉଚ୍ଚ ଲହଡିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅବକ୍ଷୟ ହେବାରେ ଲାଗିଛି। ପାଳିବନ୍ଧ ପଞ୍ଚାୟତର ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର…
ଯସ୍ମିତା, ସରୋଜିନୀ ବିଜୟୀ
ବଅଁରପାଳ/ କଣିହାଁ,୨୯।୫(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ କେରେଜଙ୍ଗ ପଞ୍ଚାୟତରେ ଶୁକ୍ରବାର ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଭ୍ୟ ଭାବେ ଯସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ପଞ୍ଚାୟତର ମୋଟ୍ ୩୫୪୦ ଜଣ ଭୋଟରଙ୍କ ମଧ୍ୟରୁ ୨୫୪୮…

