ଆମ ଜିଲା ଖବର

ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ: ଅଗ୍ନିଶମ ବାହିନୀର ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ…

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗୁରୁବାର ପ୍ରାୟ ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିବାବେଳେ…

କାର୍ଯ୍ୟରତ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ,ଏହି ଦାବି କରିବା ପରେ…

ଦେବଗଡ,୮ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଳକ ଅନ୍ତର୍ଗତ ଆମ୍ବକଟା ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଗ୍ରିଡରେ ଗତ ଏପ୍ରିଲ ୨୯ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବାସୁପାଲି ଗ୍ରାମର ଦୀପକ ବେହେରା ଓ ରଞ୍ଜ…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିଲା ।…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଭାଜପା ଯୁବ…

ମାଙ୍କେ ଆନ୍ନା କମେଡି ଦେଖିବାକୁ ଅସମ୍ଭାଳ ଭିଡ: ସୁରକ୍ଷା ବ୍ୟବସ୍ଥା…

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୧୩ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ପରେ ଯାତ୍ରା ଉଦଯାପିତ ହେବ। ତେଣୁ ଯାତ୍ରାରେ ଦୈନନ୍ଦିନ ସନ୍ଧ୍ୟାରେ ଦେବୀଙ୍କ ଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା…

ଧରିତ୍ରୀ କାର୍ଯ୍ୟାଳୟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ; ଫୁଟପାଥରେ ଯୁବକଙ୍କୁ ଘୋଷାଡ଼ି ପିଟିଲେ, ପଥରରେ ଛେଚିଲେ

କଟକ,୮।୫(କାର୍ତ୍ତିକ ସାହୁ): ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀ ଛକ ତଥା ଧରିତ୍ରୀ କାର୍ଯ୍ୟାଳୟ ନିକଟରେ ଗୁରୁବାର ସନ୍ଧ୍ୟାରେ କେତେଜଣ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏପରିକି…

ଓଡ଼ିଶା ସର୍ଭେ ନମ୍ବର ଉପରେ ଚୂନ ବୋଳି ନିଜ ସର୍ଭେ ନଂ. ଲେଖିଲା ଆନ୍ଧ୍ର: ଜବରଦସ୍ତ ଅନୁପ୍ରବେଶ

ପାରଳାଖେମୁଣ୍ଡି,୮ା୫(ଗିରିଧାରୀ ପରିଚ୍ଛା):ଗଜପତି ଜିଲା ଆନ୍ଧ୍ର ସୀମାନ୍ତରେ ପୁଣି ଥରେ ଆନ୍ଧ୍ର ପ୍ରଦେଶ ଜବରଦସ୍ତ ଅନୁପ୍ରବେଶ କରିଛି। ଏବେ ଚାଲିଥିବା ଜନଗଣନା କାର୍ଯ୍ୟରେ ଆନ୍ଧ୍ର ହସ୍ତକ୍ଷେପ କରିଛି। ସୀମାନ୍ତ ୨ଟି ଗ୍ରାମରେ ଓଡ଼ିଶା ପକ୍ଷରୁ ହୋଇଥିବା ଜନଗଣନାକୁ ଆନ୍ଧ୍ର ନିଜ ଅଞ୍ଚଳ କହି…

ମଦ୍ୟପାନ ପରେ ମନେପଡିଲା ଶତ୍ରୁତା! ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବଣାଇଁ,୮।୫( ପ୍ରଦୀପ ତ୍ରିପାଠୀ ): ସବୁ ଠିକ ଥିଲା, ଭୋଜିରେ ମଦ୍ୟପାନ କରିବା ପରେ ମନେ ପଡିଯାଇଥିଲା ପୂର୍ବ ଶତ୍ରୁତା। ପ୍ରଥମେ ବଚସା ପରେ ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଣାଇଁ ଉପଖଣ୍ଡ କୋଇଡ଼ା ଥାନା ଅନ୍ତର୍ଗତ…

ମାଟ୍ରିକ ପରୀକ୍ଷାରେ ଅଭିଷେକ ଗୌଡ଼ ଦିଗପହଣ୍ଡି ବ୍ଳକ ଟପ୍ପର, କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ବାର୍ଷିକ ପରୀକ୍ଷାରେ ଏ- ୧ ଗ୍ରେଡ଼ରେ ସଫଳତା ହାସଲ କରିଥିବା କୃତି ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି ।…

୧୧ରୁ କେନାଲ ପାଣି ବନ୍ଦ, ତେଜିଲା ଅସନ୍ତୋଷ: ଗର୍ଭଣୀ ଅବସ୍ଥାରେ…

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆଉ ମାତ୍ର ୩ଦିନ କେନାଲ ପାଣି ଆସିବ। ଆସନ୍ତା ୧୧ତାରିଖରୁ ଏହି କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ବରଗଡ଼ ଜଳସେଚନ ବିଭାଜନ ପକ୍ଷରୁ ଏହା ଘୋଷଣା କରାଯିବା ପରେ କେନାଲ ତଳମୁଣ୍ଡରେ ରହିଥିବା ଚାଷୀଙ୍କୁ…

୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ ସୂର୍ଯ୍ୟୋଦୟ ହୋଇଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ଅତି…

କେସିଙ୍ଗା ଭାଜପା ମହିଳା ମୋର୍ଚ୍ଚା ତରଫରୁ ଜନ-ଆକ୍ରୋଶ ମହିଳା ସମାବେଶ

କେସିଙ୍ଗା,୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଭାଜପାର ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ପାଳିତ ହୋଇଯାଇଛି । ଭାଜପା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?