ଆମ ଜିଲା ଖବର

ଜ୍ବାଇଁ ହତ୍ୟାକାରୀ ଶ୍ୱଶୁରଙ୍କୁ ଆଜୀବନ ଜେଲ

ଅନୁଗୋଳ, ୨୯ା୮ (ଅମିତ କୁମାର ସାମଲ): ଅନୁଗୋଳ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜ୍ୱାଇଁ ଜମେଶ୍ୱର ପୃଷ୍ଟିଙ୍କ ହତ୍ୟା ମାମଲାର ଅଭିଯୁକ୍ତ ରାଧାରମଣପଡ଼ାର ବିପିନ ସାହୁ(୭୦)ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ...

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଫୁଲବାଣୀ,୨୯ା୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାରୁ ଦାଦନ ଦୁଃଖ ସରିବାର ନାଁ ଧରୁନି। କାମଧନ୍ଦା ଖୋଜିବାକୁ ରାଜ୍ୟ ବାହାରକୁ ଯାଉଥିବା ଲୋକଙ୍କ ବିଭିନ୍ନ ପରିସ୍ଥିତିରେ ମୃତ୍ୟୁ ହେବା ଘଟଣା ଲଗାତାର ଘଟୁଛି। କିଛିଦିନ ତଳେ ରୋଜଗାର ପାଇଁ ବେଙ୍ଗାଲୁର...

ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ମଦ, ପଲିଥିନ ବ୍ୟବହାରରେ କଟକଣା

ପାରଳାଖେମୁଣ୍ଡି,୨୯ା୮(ଗିରିଧାରୀ ପରିଛା): ରାୟଗଡ଼ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳରେ ନିଶାଦ୍ରବ୍ୟ ବ୍ୟବହାର ନେଇ ବାରଣ କରାଯିବା ସହ ପଲିଥିନ ବ୍ୟବହାରରେ କଟକଣା ନେଇ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ...

ଅଳିଆଗଦାରୁ ମିଳିଲା ୯୦୦ ବର୍ଷର କୀର୍ତ୍ତିରାଜି

ବାଲିପାଟଣା,୨୯।୮(ଅଭିମନ୍ୟୁ ନାୟକ):ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟର ବହୁ ପୁରାତନ କୀର୍ତ୍ତିରାଜି ସବୁ ଧୀରେ ଧୀରେ ହଜିଗଲାଣି। ତେବେ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଖୋର୍ଦ୍ଧା ଜିଲା ବାଲିପାଟଣା ତହସିଲ ଅନ୍ତର୍ଗତ ଗୁଆପୁର ଗ୍ରାମରେ ଥିବା ଦେଖିବାକୁ ମିଳିଛି। ଗୁଆପୁର ଗ୍ରାମର ବାଲୁଙ୍କେଶ୍ୱର...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା କାର୍ଯ୍ୟ ପୁଣି ଆରମ୍ଭ

କୋଣାର୍କ,୨୯।୮(ଜ୍ୟୋତିରାଜ ମହାନ୍ତି):୧୩ଶହ ଶତାବ୍ଦୀର ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ବର୍ଷ ପରେ ପୁଣି ଖୋଲା ହେବା ପାଇଁ ଐତିହାସିକ ନିଷ୍ପତ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ନିଆଯାଇ ଗତ ଜାନୁୟାରୀ ୩ରୁ ବାଲି କଢ଼ା କାର୍ଯ୍ୟ...

ପାଠ ନ ଆସିବାରୁ ଛାତ୍ରଙ୍କୁ ପିଟିଲେ ଶିକ୍ଷକ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଭୟମୁକ୍ତ ହୋଇ ଛାତ୍ରୀଛାତ୍ରଙ୍କ ମନରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ମଧୂପୁରିଆ ପ୍ରାଥମିକ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ...

୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୨୯ା୮(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ୨୦୨୦ରେ ଘଟିଥିବା ନାଗା ଗୌଡ଼ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି ା ଆସିକା ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରବୀର କୁମାର ଚୌଧୁରୀ ଏହି...

ଠିକ୍‌ ସମୟରେ ଆସୁନାହାନ୍ତି ଶିକ୍ଷକ, ପିଲା

ଛତ୍ରପୁର,୨୮ା୮(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ କେତେକ ସ୍କୁଲକୁ ଠିକ୍‌ ସମୟରେ ଶିକ୍ଷକ ଓ ଛାତ୍ରୀଛାତ୍ର ଆସୁନାହାନ୍ତି। ଏପରିକି କେତେକ ସ୍କୁଲକୁ ଶିକ୍ଷକ ଓ ଛାତ୍ରୀଛାତ୍ର ଆସୁଥିଲେ ମଧ୍ୟ କ୍ଲାସରୁମ୍‌କୁ ଯାଉନାହାନ୍ତି। ସ୍କୁଲ ପରିସରରେ ଭିଡ ଜମାଉଛନ୍ତି। ଜିଲା ଶିକ୍ଷା ଅଧିକାରୀ...

କଫି ଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗପୀଢ଼ ବନାଞ୍ଚଳ ତଥା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଆମ୍ବଡ଼ହରା ଗ୍ରାମ ନିକଟରେ କଫି ଚାଷ ପାଇଁ ବହୁ ପରିମାଣରେ ଜଙ୍ଗଲ ଓ ପରିବେଶ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ପକ୍ଷରୁ...

ଭାଙ୍ଗିଲେ ଘର, ଲୋକେ ଆତଙ୍କିତ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଖାଦ୍ୟ ଅନ୍ବେଷଣରେ ଏବେ ଗାଁମୁହାଁ ଝାଡ଼ଖଣ୍ଡ ହାତୀ। ନୀଳଗିରି ଏନ୍‌ଏସିରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ୧୫ଦିନରୁ ଊର୍ଦ୍ଧ୍ୱ ହେବ ଝାଡ଼ଖଣ୍ଡରୁ ଆସିଥିବା ଦୁଇଟି ଦନ୍ତା ହାତୀ ତିନିକୋଶିଆ...

ତଦନ୍ତ ପୂର୍ବରୁ ଦୋଷ ଲୁଚାଇବାକୁ ଉଦ୍ୟମ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଯମୁନାପଶି ବିଟ୍‌ ଭାଲୁପାହାଡ଼ି ଲଣ୍ଡାପାହାଡ଼ରେ କାମ୍ପା ଅନୁଦାନରେ ହୋଇଥିବା ବନୀକରଣର ଯାଞ୍ଚ କରିବେ ବନ ବିଭାଗର ସମ୍ବଲପୁର ଭିଜିଲାନ୍ସ କମିଟି। ବନୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ...

ଖେଳୁଥିବା ବେଳେ କାନ୍ଥ ଭାଙ୍ଗି ବାଳକ ମୃତ

ଠାକୁରମୁଣ୍ଡା,୨୮ା୮(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧୀନ ମୁର୍ଗାପାଟ ଗ୍ରାମରେ ରବିବାର କାନ୍ଥ ଭାଙ୍ଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନାଣ୍ଡୁ ବନାରାଙ୍କ ପୁଅ ତୁରାମ(୧୦)। ସୂଚନା ଅନୁଯାୟୀ, ଗ୍ରାମ ନିକଟସ୍ଥ ପଡ଼ିଆରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri