ଆମ ଜିଲା ଖବର

ଅରଡେଇ ନଦୀରେ ପୋଲ କାମ ସରୁନି

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଆଗକୁ ବର୍ଷା ଦିନ ଆସୁଛି। ଏପଟେ ଭିତ୍ତିପ୍ରସ୍ତର ସ୍ଥାପନକୁ ୬ବର୍ଷ ବିତିଗଲାଣି କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ସରିନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା…

୩ ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ରୂପସା/ଜଳେଶ୍ୱର, ୨୩ା୬(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ଗୋ-ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିୟମିତ ଗୋଚାଲାଣ ହେବା ଆଉ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢାଉ ହେଉଥିଲେ ହେଁ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନ ଥିବା ଦେଖିବାକୁ ମିଳିଛି।…

ଜାଲ୍‌ ଶିକ୍ଷକଙ୍କୁ ଖୋଜୁଛି ପୋଲିସ

ବାରିପଦା ଅଫିସ,୨୩ା୬: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନାରେ ଅଭିଯୋଗ କରାଯାଇଛି। ବିଇଓ ମାଳତୀ ଟୁଡୁଙ୍କ ଅଭିଯୋଗ କ୍ରମେ ଦଫା ୪୨୦, ୪୬୮ ଓ ୪୭୧ ଅନୁଯାୟୀ ପୋଲିସ ମାମଲା(ନଂ.୧୦୬/୨୨) ରୁଜୁ କରି…

ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

କେନ୍ଦୁଝର, ୨୩ା୬,(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡଜାମୁପଶି ଠାରେ ଜଣେ ମହିଳାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ସହିତ ୩…

ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର

ଭଣ୍ଡାରିପୋଖରୀ,୨୩ା୬(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ କାମର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି ୱାଲ ନିର୍ମାଣରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ତ ପୁଣି…

କୁଖ୍ୟାତ ଅପରାଧୀ ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ, ୨୩ା୬-ରାଜ୍ୟରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ୍‌ ପାପାଙ୍କୁ ବୁଧବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଗିରଫ କରିଛି। ଧମକଚମକ ଦେଇ ଦାଦାବଟି ମାଗିବା ଓ ଫୋନ୍‌ରେ ହତ୍ୟା ଧମକ ଦେବା ଅଭିଯୋଗରେ…

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ବ୍ୟକ୍ତି

କଟକ ସଦର,୨୩ା୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ପରିସରରେ ଗୁରୁବାର ସକାଳେ ଜଣେ ଅଜଣା ବ୍ୟକ୍ତି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବଶ୍ୟ ଲୋକମାନେ ନିଆଁ ଲିଭାଇବା ସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ…

ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା

ପଦ୍ମପୁର,୨୩ା୬(ଡି.ଏନ୍‌.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍‌,୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୪୦ ହଜାର ଟଙ୍କା ଜବତ ହୋଇଛି। ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ…

ପୁଣି ଥରେ ଧୋଇଗଲା ଡାଇଭର୍ସନ ରୋଡ୍‌

ନୂଆଗାଁ,୨୩।୬(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ନଂ. ଜାତୀୟ ରାଜପଥ ସୋରଡ଼ାଠାରୁ ଗୌଡ଼ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ା ଗତ ମାସରେ ସାମାନ୍ୟ ବର୍ଷାରେ ଡାହୁକା ନଦୀରେ ଡାଇଭର୍ସନ ରୋଡ଼ ଧୋଇ…

୧୨ ଦୁଆର ବେଢ଼ା ତିଆରି ସରିଲା

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଆଗେଇ ଚାଲିଛି। ତିନିରଥର ଖପୁରି ସମେତ ପାରାଭାଡ଼ିକୁ ମିଶାଇ ତେର ପରସ୍ତ ପୋଟଳ ସେଟିଂ ଶେଷ ହୋଇଥିବା ବେଳେ ବୁଧବାର ତିନିରଥର ପୋଟଳ…

ରଥଯାତ୍ରାରେ ଭୋଇସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୀ ଅଫିସ, ୨୩ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଓ ଦୈନନ୍ଦିନ ନୀତିକାନ୍ତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପ୍ରାୟ ୧୧୯ ପ୍ରକାର ସେବକ ନିୟୋଜିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଭୋଇ ସେବକ ଅନ୍ୟତମ। ଭୋଇ ସେବକମାନେ ପ୍ରତିବର୍ଷ…

ଅଲାରନାଥଙ୍କ ପୀଠରେ ବଢୁଛି ଖିରି ଚାହିଦା

ବ୍ରହ୍ମଗିରି,୨୩ା ୬ (ଡି.ଏନ୍‌.ଏ.): ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ଅଣସରରେ ଠାକୁର ଭକ୍ତଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଭାବେ ଦର୍ଶନ ଦିଅନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏଥିସହ ଏଠାରେ ଅଲାରନାଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?