ପରଲୋକରେ ପୂର୍ବତନ ଏମ୍ପି ସୁବାସ ଚନ୍ଦ୍ର ନାୟକ
କେସିଙ୍ଗା,୨୪।୭(ଡି.ଏନ୍.ଏ.): କଳାହାଣ୍ଡିର ପୂର୍ବତନ ଏମ୍ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ…
ଦର୍ପଦଳନ ରଥ ଖୋଲା କାର୍ଯ୍ୟ ଆରମ୍ଭ
ପୁରୀ ଅଫିସ, ୨୪।୭: ଶ୍ରୀମନ୍ଦିରରେ ରଥ ଖୋଲା କାର୍ଯ୍ୟ ରବିବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତିି। ପରେ ତାଳଧ୍ୱଜ…
ବାଲିଚନ୍ଦ୍ରପୁର-ଦେକୁରି ରାସ୍ତା ମରାମତି ଆରମ୍ଭ
ଚଣ୍ଡିଖୋଲ,୨୪।୭(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର-ଦେକୁରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ମରଣଯନ୍ତା ପାଲଟିଛି। ଏନେଇ ଗତ ଶୁକ୍ରବାର ‘ଧରିତ୍ରୀ’ରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନେ…
ଡିଜେଲଠାରୁ କିରୋସିନ ମହଙ୍ଗା
ଚଣ୍ଡିଖୋଲ,୨୪।୭(ଡି.ଏନ.ଏ.): ଗରିବ ଲୋକ ଘରେ ଡିବିରି ଓ ଲଣ୍ଠନ ଜାଳିବା ସହ ରନ୍ଧନ ପାଇଁ କିରୋସିନ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରିହାତିରେ କିରୋସିନ ଯୋଗାଇ ଦିଆଯାଉଛି। ମାତ୍ର ଏବେ ଏହାର ମୂଲ୍ୟ ୧୦୦ ଟପିଗଲାଣି। ୨୦୨୨ରୁ…
ରାସ୍ତାରେ ବାଡ଼, ୧୦ ପରିବାରର ଯାତାୟାତ ଠପ୍
ବରୀ,୨୪।୭(ଡି.ଏନ.ଏ.): ରାସ୍ତା ଅବରୋଧ ଯୋଗୁ ବରୀ ବ୍ଲକ୍ ଅଧୀନ ଅରଙ୍ଗାବାଦ ପଞ୍ଚାୟତ ୭ନଂ. ଓ୍ବାର୍ଡର ୧୦ରୁ ଊର୍ଦ୍ଧ୍ୱ ପରିବାର ଯାତାୟାତ ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୦ବର୍ଷ ପୂର୍ବରୁ ଏହି ଗ୍ରାମର ଜମିଦାର ଉକ୍ତ ଓ୍ବାର୍ଡର ରାସ୍ତା…
କାଦୁଅରେ ପରିପୂର୍ଣ୍ଣ ସଂଯୋଗୀକରଣ ରାସ୍ତା
ନାଉଗାଁ,୨୪।୭ (ସ୍ବ.ପ୍ର.): ନାଉଗାଁବ୍ଲକ ଅନ୍ତର୍ଗତ ବାଂଶ- ଗୋବରୀକୂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ରାସ୍ତାଟି କାଦୁଅରେ ପୂରି ଯାଇଥିବାରୁ ଲୋକେ ଯାତାୟାତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ବ୍ଲକ ଦେଇ ପ୍ରବାହିତ…
ଅବହେଳାରୁ ଆଦର ହରାଉଛି
ଯାଜପୁର ଅଫିସ,୨୪।୭: ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ୨୦୧୯ ତୁଳନାରେ ୨୦୨୦ରେ ୬୯.୯୬% ଏବଂ ୨୦୨୧ରେ ୭୬% ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି, ଯାହାକି ପର୍ଯ୍ୟଟନ କ୍ଷେତ୍ରରେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି…
ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା
ଖୋର୍ଦ୍ଧା ଅଫିସ,୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍. ଈଶ୍ୱର ରାଓ। ଏକ କାଚବୋତଲ ଭିତରେ ସାଢ଼େ ୩ ଇଞ୍ଚ ଉଚ୍ଚ ଏବଂ ସାଢ଼େ ୨ଇଞ୍ଚ…
ଗୃହ ପାଇବାରୁ ୧୭୮୬ ଫାଇଲିନ୍ କ୍ଷତିଗ୍ରସ୍ତ ବଞ୍ଚିତ
କୃଷ୍ଣପ୍ରସାଦ,୨୪।୭(ଡି.ଏନ୍.ଏ.): ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ବାସଗୃହ ଯୋଗାଣ ଦାବିରେ ଶୁକ୍ରବାର ଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଞ୍ଚଳର ବାତ୍ୟା ନିରୋଧକ ମଞ୍ଚ ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକ ଆଗରେ ଧାରଣା ଦିଆଯାଇଛି। ମଞ୍ଚ ଆବାହକ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ…
କାଶୀପୁରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ
ରାୟଗଡ଼ା ଅଫିସ/ଟିକିରି,୨୪।୭(ଡି.ଏନ୍.ଏ.): ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ଆଉ ଜଣେ କଲେରା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁଡୁକାବାହାଲ ପଞ୍ଚାୟତ ଡେଘାଗୁଡ଼ା ଗ୍ରାମର ଅର୍ଜୁନ ଜାନି(୫୫)। ଏହାକୁ…
ଭୁଲ୍ ଇଞ୍ଜେକ୍ସନରୁ ଗର୍ଭସ୍ଥ ଶିଶୁ, ମା’ ମୃତ
ବାରିପଦା ଅଫିସ,୨୪।୭: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ୍ ଇଞ୍ଜେକ୍ସନ ଯୋଗୁ ଶନିବାର ଗର୍ଭସ୍ଥ ଶିଶୁ ସମେତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରସବକାଳୀନ ଚିକିତ୍ସାରେ ଅବହେଳା ଓ ମୃତଦେହ ବ୍ୟବଚ୍ଛେଦ ବିଳମ୍ବ ନେଇ…
ପୂର୍ବ ଶତ୍ରୁତାରୁ ବୋମାମାଡ଼
ଗଞ୍ଜାମ,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ଉକ୍ତ…

