ଆମ ଜିଲା ଖବର

ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ…

ଦାଦନ ପରିବାର ଦୁଃଖ: ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଝିଅପୁଅ

ନୂଆପଡ଼ା ଅଫିସ,୧୯।୯: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଶିଳ୍ପବିହୀନ ଜିଲାରେ ଲୋକେ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦଲାଲଙ୍କ ସାହାଯ୍ୟରେ ଯାଇଥାନ୍ତି। ସେଠାରେ ମାଲିକମାନେ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ଟଙ୍କା…

ଡିଏଚ୍‌ଏଚ୍‌ରେ ଠିକା ସଂସ୍ଥା ନିଯୁକ୍ତିରେ ବିଳମ୍ବ

ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହାତରେ ରଖି ଜାଲିଆତି ବିଲ୍‌ କରି ନେଉଛନ୍ତି। ଅଭିରାମ କେୟାର ଟେକ୍‌ ସଂସ୍ଥା ନାମରେ…

ପାଞ୍ଚଶହରୁ ଉର୍ଦ୍ଧ୍ୱ ଶବଦାହ କରି ଚର୍ଚ୍ଚାରେ ଶିବରାମ

ଗଞ୍ଜାମ,୧୯।୯(ଡି.ଏନ.ଏ.): ପେସାରେ ଜଣେ ବ୍ୟବସାୟୀ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି l ଶବଦାହ ପାଇଁ କେହି ଡାକନ୍ତୁ ବା ନ ଡାକନ୍ତୁ ସେ ସବୁ କାମ ଛାଡି ସେ ମଶାଣିରେ ପହଞ୍ଚିଯାନ୍ତି। ଏଥିରେ ତାଙ୍କୁ ତୃପ୍ତି ମିଳିଥାଏ…

ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଇ ଆଇନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। ଯାଞ୍ଚରୁ ବର୍ତ୍ତିିବା ଲାଗି କୋରାପୁଟ…

ନବରଙ୍ଗପୁରରେ ପଛରେ ପଡ଼ିଛି ପିଏମ୍‌ଏଓ୍ବାଇ ନିର୍ମାଣ କାର୍ଯ୍ୟ

ନବରଙ୍ଗପୁର,୧୯ା୯(ବି.ପ୍ର.):ନବରଙ୍ଗପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ବହୁ ପଛରେ ପଡ଼ିଛି। ଏଥିରେ ମଧ୍ୟସ୍ଥି ବାଧକ ସାଜିଥିବା ଜଣାପଡ଼ିଛି। ଗରିବ ହିତାଧିକାରୀଙ୍କ ଘର ତିଆରି କରିଦେବା ନାଁରେ ମଧ୍ୟସ୍ଥି ଟଙ୍କା ନେବାପରେ ଅଧାକାମ କରି ଧରାଛୁଆଁ ଦେଉ ନ ଥିବା…

ପରମ୍ପରା ବଞ୍ଚାଇଛନ୍ତି ୨୫ ବ୍ୟବସାୟୀ

ଭୁବନ, ୧୯।୯(ଡି.ଏନ୍‌.ଏ.):ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ରହିଥିବା ମଧୁର ସମ୍ପର୍କର ପ୍ରତିଫଳନ ଐତିହାସିକ ବଳଦଯାତ୍ରା। ବାଣିଜ୍ୟ ପରମ୍ପରାକୁ ନେଇ ପିଢ଼ି ପରେ ପିଢ଼ି ଶାରଦୀୟ ଦୁର୍ଗାପୂଜାରେ ଆୟୋଜିତ ହୋଇଆସୁଛି ଏହି ପ୍ରସିଦ୍ଧ ପର୍ବ। କରୋନା ମହାମାରୀ ପ୍ରଭାବିତ ବିଶ୍ୱରେ ଦୀର୍ଘ ଦୁଇବର୍ଷ ହେଲା…

ଏସ୍‌ଏଚ୍‌ଜିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ.):ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଦିବସରେ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ଆଗରେ ଜାତୀୟ ପତାକା ଉଡାଇବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ…

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନ୍ୟୁନ ୩ ଥର ଆଡଭାଇଜରି କମିଟି ବୈଠକ ଅନୁଷ୍ଠିତ ହେବା ନିୟମ…

ବିଦ୍ୟାଳୟ ପାଚେରି ଭୁଶୁଡ଼ିଲା

ବାହାନଗା,୧୯ା୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଥିବା ୫-ଟି ଉଚ୍ଚ ବିଦ୍ୟାଳୟର ପାଚେରି ଭୁଶୁଡ଼ି ପଡ଼ିଛି। ଠିକାଦାରଙ୍କ ଖାମଖିଆଲି ମନୋଭାବରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପାଚେରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ…

ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ ମରାମତି କରିଛନ୍ତି। ପୂର୍ବରୁ ଗ୍ରାମବାସୀ ଉକ୍ତ ରାସ୍ତାରେ ମାଟି ପକାଇ ଯାତାୟାତ କରୁଥିବା ବେଳେ…

ପାଣିରେ ପଡ଼ିଲା ୫ଲକ୍ଷ

ବେତନଟୀ,୧୯ା୯(ଡିି.ଏନ.ଏ.):ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁ ମୟୂରଭଞ୍ଜ ଜିଲା ବେତନଟୀଠାରେ ନିର୍ମାଣ ହୋଇଥିତ୍ବା ଶବ ବ୍ୟବଚ୍ଛେଦ ଗୃହ କାମରେ ଲାଗି ପାରୁନି। ଏଥିଯୋଗୁ ସରକାରଙ୍କ ୫ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ପୁଣି ଏକ ଗୃହ ନିର୍ମାଣ ଚାଲିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?