ଆମ ଜିଲା ଖବର

ଧସିଲା ବୁଢ଼ାବଳଙ୍ଗ ପଥର ପ୍ୟାକିଂ

ବାଲେଶ୍ୱର ଅଫିସ, ୨୦।୮: ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା-ଫୁଲାଡ଼ି ମଧ୍ୟଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଦକ୍ଷିଣପାର୍ଶ୍ୱରେ ହୋଇଥିବା ପଥରପ୍ୟାକିଂ ଧସିଛି। ନଦୀକୂଳିଆ ଗାଁକୁ ଥିବା ବିପଦ ଥିବା ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନଠାରେ ଅଭିଯୋଗ ଆଣିଛନ୍ତି। ବୁଢ଼ାବଳଙ୍ଗ ନଦୀ…

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ…

ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି: ସ୍ବାମୀ ବିଛଣାରେ, ସହାୟତା ମାଗୁଛନ୍ତି ସ୍ତ୍ରୀ

ଆରଡି,୨୦।୮(ଡି.ଏନ.ଏ.): ଦୁର୍ଘଟଣାରେ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି। ମାସେ ହେଲା ବିଛଣାରେ ପଡ଼ି ରହିଛନ୍ତି ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଓଳଗ ଗ୍ରାମର ସୁରେଶ ସୁତାର(୪୦)। ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସୁରେଶଙ୍କ ଆରୋଗ୍ୟ…

ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ ହୋଇଛି। ଚଳିତ ଖରିଫ ଋତୁ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ଆଗେଇପାରି…

ଡ୍ରେନେଜ୍‌ ସୁବିଧା ନାହିଁ: ରାସ୍ତା ଉପରେ ପାଣିର ଲହଡ଼ି

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି…

ବିପଦ ସାଜିଛି ବାରଘରିଆ ନାଳ

ପରଜଙ୍ଗ, ୨୦ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ବାରଘରିଆ ନାଳ। ବର୍ଷାଦିନେ ନାଳ ପାଣି ଉଛୁଳି ପୁରୁଣା ସେତୁ ବୁଡ଼ିଯାଉଛି। ନୂତନ ବ୍ରିଜ୍‌ ନିର୍ମାଣ ଶେଷ ହୋଇଯାଇଥିବାବେଳେ ଆପ୍ରୋଚ୍‌ ରୋଡ୍‌ ପାଇଁ ଟେଣ୍ଡର ହୋଇପାରୁ ନ ଥିବାରୁ ଏହା…

୩୧ରେ ଆବାହନ, ୬ରେ ବିସର୍ଜନ

ଢେଙ୍କାନାଳ ଅଫିସ, ୨୦ା୮: ଦୀର୍ଘ ଦୁଇବର୍ଷ ପରେ ମଣ୍ଡପରେ ବିରାଜିବେ ବିଘ୍ନବିନାଶକ। ଆଡମ୍ବର ସହକାରେ ବିଦ୍ୟାଦାତାଙ୍କୁ କରାଯିବ ଆବାହନ। ଅସ୍ଥାୟୀ ମଣ୍ଡପରେ ଅଗଷ୍ଟ ୩୧ରୁ ପାରମ୍ପରିକ ନୀତି ଅନୁଯାୟୀ ପୂଜା ଆରମ୍ଭ ହେବ। ୬ ତାରିଖରେ ଗଜାନନଙ୍କୁ ବିଦାୟ ଦିଆଯିବ। ଚଳିତବର୍ଷ…

କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା

ମାର୍ଶାଘାଇ, ୨୦।୭୮(ଡି.ଏନ.ଏ.): ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ ଓ ପାଇକା ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଗୁରୁବାର ରାତିରୁ ଲଘୁଚାପଜନିତ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ…

ଏମ୍‌ସିଏଲ୍‌କୁ ଶୀର୍ଷ ସମ୍ମାନ

ତାଳଚେର, ୨୦ା୮(ନି.ପ୍ର.): ୨୦୨୧-୨୨ ବର୍ଷରେ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ଶ୍ରେଣୀରେ ମହାନଦୀ କୋଲ୍‌ଫିଲଡସ୍‌ ଲିମିଟେଡ (ଏମ୍‌ସିଏଲ୍‌) ପ୍ରଥମ ପୁରସ୍କାର ହାସଲ କରି କୋଇଲା ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା…

ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ

ତାଳଚେର, ୨୦ା୮(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା କାରଣରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ର କେନ୍ଦ୍ରୀୟ ଚିକିତ୍ସାଳୟରେ ଗତ ମେ ମାସରୁ ଅଲ୍ଟ୍ରାସାଉଣ୍ଡ ସେବା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ୨୦ ହଜାରରୁ ଅଧିକ ଶ୍ରମିକ ଏବଂ ପାରିପାଶର୍‌ବିକ ଅଞ୍ଚଳବାସୀ ଏହି ସୁବିଧା…

ସବୁଠି ପାଣି, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୦।୮: ମହାନଦୀର ହୀରାକୁଦ ଜଳଭଣ୍ଡାର ଧାରଣ କ୍ଷମତାକୁ ଲକ୍ଷ୍ୟ ରଖାଯାଇ ଗେଟ୍‌ଗୁଡ଼ିକ ବନ୍ଦ ହେଉଛି। ତଳମୁଣ୍ଡରେ କଟକର ମୁଣ୍ଡଳିଠାରେ ବନ୍ୟା ଜଳ ପ୍ରବାହ ହ୍ରାସ ପାଉଛି। ଏହାସତ୍ତ୍ୱେ ମହାନଦୀ ସିଷ୍ଟମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ହେଉଥିବା ଲୁଣା, କରାଣ୍ଡିଆ,…

ରାଶନ ବଣ୍ଟନରେ ଅନିୟମିତତା ଅଭିଯୋଗ

ଛେଣ୍ଡିପଦା,୨୦ା୮ (ସ୍ବ.ପ୍ର.): ଛେଣ୍ତିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ରାଇପାଳ ଗ୍ରାମରେ ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବସୀ ଶୁକ୍ରବାର ବ୍ଲକ ଘେରାଉ କରିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି, ରାଶନ ପ୍ରଦାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?