ଆମ ଜିଲା ଖବର

ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ…

ପୌର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଓ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସ୍ବାୟତ୍ତ ଶାସନ ସନ୍ଧ୍ୟା ଉତ୍ସବକୁ ବାତିଲ କରାଯିବା ଓ ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆ ବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ଯୁବକଙ୍କଠାରୁ ଅବକାରୀ ବିଭାଗ ଚଢ଼ାଉ କରି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ…

୮ ମାସ ହେଲା କାମ ନ କରି ଦରମା ପାଉଛନ୍ତି ସହକାରୀ ଯନ୍ତ୍ରୀ

ରାୟଗଡ଼ା ଅଫିସ, ୨ା୯:ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ଜାନୁୟାରୀ ୧୯ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଯୋଗଦେଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର…

ଗଛରେ ପୋଷ୍ଟର ଲଗାଇଲେ ମାଓବାଦୀ, ଦେଲେ ଏମିତି ଚେତାବନୀ

କୋଟଗଡ଼,୨ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ର ଜାମଝୋରରେ ମାଓବାଦୀମାନେ ଶୁକ୍ରବାର ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ଏମ୍‌ପି ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାଶିୟର ଛବି…

ଅବହେଳିତ ଅବସ୍ଥାରେ ମା’ ଭଣ୍ଡାରଘରଣୀଙ୍କ ମୂଳପୀଠ

ନନ୍ଦାହାଣ୍ଡି,୨।୯(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ। ନବରଙ୍ଗପୁର ଜିଲାବାସୀଙ୍କ ସହାୟତା ଓ ଚେଷ୍ଟା ଫଳରେ ନବରଙ୍ଗପୁର ସହର ମଝିରେ ମାଁ ଙ୍କର ଅତି ସୁନ୍ଦର ଓ ବିରାଟ ମନ୍ଦିର ବିଦ୍ୟମାନ। କିନ୍ତୁ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥିବା ମାଁ ଭଣ୍ଡାରଘରଣୀଙ୍କର…

ନଦୀ ପାରହୋଇ ଶ୍ମଶାନକୁ ମୃତଦେହ ନେଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୪ା୯(ଡି.ଏନ. ଏ.):ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ମଶାଣିକୁ ମୃତଦେହ ସତ୍କାର ଲାଗି ନେବାକୁ ଗ୍ରାମବାସୀଙ୍କୁ ନଦୀପାର ହେବାକୁ ପଡୁଛି। ଜୀବନକୁ ବାଜି ଲଗାଇ ମୁରାନ ନଦୀ ପାରିହେବାକୁ ପଡୁଛି ସେମାନଙ୍କୁ। ବର୍ଷାଦିନେ ଏନେଇ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି…

ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌ । ସୁନାବେଡ଼ା ମହିଳା ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମୂକ ଓ ବଧିର ଛାତ୍ରାବାସ ହେଉଛି…

ହାଇଦ୍ରାବାଦରେ ନବରଙ୍ଗପୁରର ଶିଆଳି ଖଲିର ଚାହିଦା

ନବରଙ୍ଗପୁର,୨।୯(ବି.ପ୍ର.):ଲୋକେ ଧୀରେ ଧୀରେ ଇକୋ ଫେଣ୍ଡ୍‌ଲି ହେଲେଣି। ପ୍ଲାଷ୍ଟିକ୍‌ ଅପେକ୍ଷା ଖଲି, ପତ୍ରଥାଳିକୁ ପସନ୍ଦ କରୁଛନ୍ତି। ଏହାକୁ ନଜରରେ ରଖି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସେମଳା ଗାଁର ମହିଳାମମାନେ ଜଙ୍ଗଲରୁ ଶିଆଳିପତ୍ର ଆଣି ଖଲି ଓ ପତ୍ରଥାଳି ପ୍ରସ୍ତୁତ କରୁଛନ୍ତି।…

ପୁଅର ଚିକିତ୍ସା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିଛନ୍ତି ମା’

ତେନ୍ତୁଳିଖୁଣ୍ଟି, ୨।୯(ଡି.ଏନ୍‌.ଏ.):ଜୀବନର ଶେଷ ବେଳେ ସାହାରା ହେବ। ତାରି କାନ୍ଧରେ ବୁହା ହୋଇ ମଶାଣୀକୁ ଯିବି। ସମସ୍ତଙ୍କ ଭଳି ପୁଅକୁ ନେଇ ଏଭଳି ସ୍ବପ୍ନ ଦେଖିଥିଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡା ଗ୍ରାମର ସୁଲୋଚନା ଖୁରା। କିନ୍ତୁ ତାଙ୍କ ସ୍ବପ୍ନ…

ଅବ୍ୟବସ୍ଥାରେ ଗୁଡ଼ାରି ଶିଶୁ ଉଦ୍ୟାନ

ଗୁଡ଼ାରି,୨ା୯(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡାରି ସହରର ପିଲାଙ୍କ ଆମୋଦ ପ୍ରମୋଦ ନିମନ୍ତେ ଏନ୍‌ଏସି ପକ୍ଷରୁ ୨୦୨୧ ଅଗଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ ସ୍ଥାପିତ ହୋଇଥିଲା। ଏବେ ଏହି ଏକମାତ୍ର ଶିଶୁ ଉଦ୍ୟାନ ସମସ୍ୟା ମଧ୍ୟରେ ରହିଛି। ଉଦ୍ୟାନ ସ୍ଥାପନ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୁନାଗଡ଼,୨ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗୁରୁବାର ନୂଆଁଖାଇ ପାଇଁ ଚାରିଆଡ଼େ ଆନନ୍ଦ,ଉଲ୍ଲାସ ରହିଥିବାବେଳେ ଏପଟେ ବିଳମ୍ବିତ ରାତିରେ ଜିଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?