ବର୍ଷାରେ ଭୁଶୁଡ଼ିଲା କାନ୍ଥ

ପାରଳାଖେମୁଣ୍ଡି,୧୧ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଅଞ୍ଚଳରେ ଲଗାଣ ବର୍ଷାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁସୁମପଲ୍ଲୀ ଗାଁର ଲିଙ୍ଗରାଜ ନାୟକ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିବାର ଶବ୍ଦ ଶୁଣି ଦମ୍ପତି ଘରୁ ବାହାରକୁ ବାହାରି ପଡ଼ିଥିଲେ। ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ ଘରର ଖାଦ୍ୟ ସାମଗ୍ରୀ ଓ ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନ ଭୂଇଁ ପାଲଟିବ ଶାରୀଶୁଆ ପାହାଡ

ଖଇରା, ୧୯ା୭(ଡି.ଏନ.ଏ.)-ଲକ୍‌ଡାଉନ, ଶଟ୍‌ଡାଉନ କଟକଣା କେତେକଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ଆଉ କେତେକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ଆଶୀର୍ବାଦ ଗୋଷ୍ଠୀ ମଧ୍ୟରେ ଅଛନ୍ତି...

ଏଟିଏମ୍‌ ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌, ୩ ଅଟକ

ବ୍ରହ୍ମପୁର ଅଫିସ,୧୯।୮: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଗାଡ଼ି ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ବୁଧବାର ଦିନ ଦ୍ୱିପ୍ରହରରେ ଅପହରଣ କରାଯାଇଛି। ଗାଡ଼ିରୁ...

କର୍ଲାମୁଣ୍ଡା ବ୍ଲକ୍‌ରେ ୮୫ .୭୧% ମତଦାନ

କର୍ଲାମୁଣ୍ଡା,୧୮।୨(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଶୁକ୍ରବାର ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫ .୭୧ ଶତକଡ଼ା ମତଦାନ ହୋଇଥିବା ଜଣାପଡିଛି। ବ୍ଲକ୍‌ରେ ମୋଟ୍‌ ୧୪୩...

ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌...

୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ

ସାକ୍ଷୀଗୋପାଳ,୮।୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ...

ପ୍ରବାସୀ ଭାରତୀୟଙ୍କୁ ଗାଁ ଚିନ୍ତା

ବରଗଡ଼ ଅଫିସ୍,୪।୪- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗ୍ରାମର ପ୍ରଫେସର କ୍ଷୀରସାଗର ନାଏକ କାନାଡ଼ାର ୱାଟର ଲୁ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର...

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ତାଳଚେର, ୨୭ା୬(ନି.ପ୍ର.) : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ୨୬ ତାରିଖରେ...

ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନା ଦିଗହରା

ହାଟଡିହୀ, ୨୦। ୫(ଡି.ଏନ୍‌.ଏ.)- ଦିନକୁ ଦିନ ଖରା ତାତି ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଏପରିସ୍ଥଳେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଅଧିକାଂଶ...

Advertisement
Archives

Model This Week