ଆମ ଜିଲା ଖବର

ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲେ ସ୍ବାମୀ: ୪ ମାସ ପରେ ମିଳିଲା ମୃତଦେହ

କୋରାପୁଟ,୪।୯(ସ୍ବ.ପ୍ର.)ଷ କୋରାପୁଟ ଜିଲାର କାକିରିଗୁମ୍ମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୪ ମାସ ତଳୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ…

ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ବାଗତ

କର୍ଲାମୁଣ୍ଡା, ୪।୯(ଡି.ଏନ.ଏ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅହିଂସା ରଥକୁ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେସିଙ୍ଗା ବ୍ଲକ ବେଲଖଣ୍ଡିଠାରୁ ଅହିଂସା ରଥକୁ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ କର୍ଲାମୁଣ୍ଡା ନୋଡାଲ…

ଲଖନପୁର ବ୍ଲକ ସରପଞ୍ଚ ସଂଘର ସଭାପତି ହେଲେ ରଘୁମଣି ପ୍ରଧାନ

ଝାରସୁଗୁଡା ଅଫିସ,୪।୯: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକର ନବନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ସର୍ବସମ୍ମତିକ୍ରମେ ରବିବାର ଏକ ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ଏହି ସଂଘର ସଭାପତିଭାବେ ବରିଷ୍ଠ ସଦସ୍ୟ କୁଶ୍ରାଲୋଇ ଗ୍ରାମ ପଞ୍ଚାୟତ…

ସାପକାମୁଡ଼ା ମୃତ୍ୟୁ ମୟୂରଭଞ୍ଜରେ ସର୍ବାଧିକ

ବାରିପଦା ଅଫିସ,୪।୯: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବିଷଧର ସାପଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି ା ପ୍ରତିଦିନ ସାପ ଉଦ୍ଧାର ହେବା ଓ ସାପକାମୁଡ଼ା ନିତିଦିନିଆ ଘଟଣା ପାଲଟିଛି। ସଚେତନତା ଅଭାବରୁ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ…

ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି…

୨୩ରୁ ଗଞ୍ଜାମ ଜିଲାରେ ବୁଲିବ ଅହିଂସା ରଥ

ଛତ୍ରପୁର, ୪।୯(ଡି.ଏନ.ଏ): ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଅହିଂସା ରଥ ପରିଭ୍ରମଣ କରିବ। ତେଣୁ ଏହି ରଥକୁ କିଭଳି ସ୍ବାଗତ କରାଯିବ ସେନେଇ ଶନିବାର ଓସ୍ବାନ ହଲଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ…

ଚାଷୀଙ୍କ ଆୟ ତିନି ଗୁଣ ଉପରେ ଜ଼ିଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର,୪।୯(ଡି.ଏନ.ଏ.): ଛତ୍ରପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର କୃଷି ବିଭାଗର ଜିଲାସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲାର ଚାଷୀମାନେ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ଓ ବିଭିନ୍ନପ୍ରକାର ଚାଷ କାର୍ଯ୍ୟ…

ଭିତରେ ଛାତ୍ରୀଛାତ୍ର, ବାହାରେ ଶିକ୍ଷୟିତ୍ରୀଶିକ୍ଷକ

ଭୋଗରାଇ, ୪।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଶୁକ୍ରବାରଠାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଚାଲିଆସୁଥିବା ଆନ୍ଦୋଳନ ଜାରି ରହିଛି। ଶନିବାର ଛାତ୍ରୀଛାତ୍ର ସ୍କୁଲଗେଟ୍‌ର ମୁଖ୍ୟ ଫାଟକ ଖୋଲି ଶ୍ରେଣୀ…

ଟାଟୁ ଦେଖି ଚିହ୍ନିିଲେ ଭଉଣୀଭାଇ

ଧାମନଗର, ୪।୯(ସ୍ବ.ପ୍ର.): ମାତ୍ର ୧୪ ବର୍ଷ ବୟସରେ ଘରୁ ପଳାଇଥିଲେ। ଏପଟେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ପରେ ପରେ ବାପା ମଧ୍ୟ ଆଖି ବୁଜି ଦେଲେ। ଦୀର୍ଘ ବର୍ଷ ବିତିଯିବା ପରେ ପରିବାର ଲୋକେ ଆଶା…

ହେନ୍ତାଳବନର ସୁରକ୍ଷା,ବୃଦ୍ଧି ପାଇଁ ପ୍ରୟାସ

ଋାଜନଗର,୪।୯(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରାକୃତିକ ଭାବେ ଗଢି ଉଠିଥିବା ହେନ୍ତାଳବନର ସୁରକ୍ଷା ଏବଂ ବୃଦ୍ଧି ପାଇଁ ରାଜନଗର ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଧିରେ ଧିରେ ଭିତରକନିକା ସୀମା ସରହଦରେ ବେଆଇନ ଭାବେ ଗଢି…

ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର କାରଣ ସାଜିଛି ା ଗତ ୩୦ ତାରିଖରେ ପେଟ୍ରୋ କେମିକାଲ ପ୍ଲାଣ୍ଟ ନିବେଶ ଅଞ୍ଚଳର…

୩୦ ବର୍ଷ ପାଇଁ ଲିଜ୍‌ ମିଳିଛି: ଲିଜ୍‌ଧାରୀ

ଯାଜପୁର ଅଫିସ,୪।୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୨୦.୦୪ ଏକର ଜମି ଜବରଦଖଲ ଅଭିଯୋଗ ମାମଲା ଏବେ ଭିନ୍ନମୋଡ ନେଇଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି ହେବା ପରେ ପାରାଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?