ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଚାନ୍ଦବାଲି,୨ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ ଏବେ ତାଙ୍କ ଗାଁକୁ ଫେରିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ…
ନିଜାମବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
କୋକସରା,୨ା୧୧(ଡି.ଏନ୍.ଏ.): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଓଲଟିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲା କୋକସରା ଥାନା ମୂଷାପାଲି ପଞ୍ଚାୟତ ବଗଡ଼ିଆ ପଡ଼ାର ଜୟଲାଲ ରାଉତଙ୍କ ବଡ଼ ପୁଅ…
ଓଲଟି ପଡ଼ିଲା ବସ୍: ୬ ଗୁରୁତର
ଯାଜପୁର ଅଫିସ,୨।୧୧: ଯାଜପୁର ଜିଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ…
ଉପଦ୍ରବ କରୁଥିବା ହାତୀକୁ କରାଗଲା ଟ୍ରାଙ୍କୁଲାଇଜ
ଖୋର୍ଦ୍ଧା ଅଫିସ, ୨।୧୧: ଉପଦ୍ରବ କରୁଥିବା ଅମାନିଆ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯାଇଛି। ପରେ ତାକୁ ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲକୁ ବନ ବିଭାଗ ନେଇଛି। ହାତୀକୁ ଟ୍ରକ୍ ଯୋଗେ ୧୬ ନମର ଜାତୀୟ ରାଜପଥରେ ନିଆଯାଉଥିବା ବେଳେ ଦେଖିବା ପାଇଁ…
ଧାନଗଦାରେ ଲାଗିଲା ନିଆଁ: ଜଳିଗଲା ୧ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି
ପାପଡ଼ାହାଣ୍ଡି,୨।୧୧(ଡି.ଏନ୍.ଏ.): ଧାନଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁର ଯଦୁ ମାଝୀଙ୍କ ଖଳାରେ। ବୁଧବାର ଭୋରରେ ହଠାତ୍ ନିଆଁ ଲାଗି ଗୋଟିଏ ଧାନଗଦା ପୋଡି ନଷ୍ଟ ହୋଇଯାଇଥିଲା।…
ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
ଆଠଗଡ,୨।୧୧(ଡି.ଏନ.ଏ): ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶକ କରିବେ ଭକ୍ତ। ଝୁଲାପୋଲ ନିକଟରେ ଏକ ବଡ ଏଲ୍ଇଡି ଟିଭି ଲଗାଯିବ। ଏହି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଭକ୍ତ ଦର୍ଶନ କରିବେ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ…
ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି
ଦେବଗଡ଼,୨।୧୧(ଡି.ଏନ.ଏ): ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଜିଲାପାଳ…
ରାତିପାହିଲେ ଉପନିର୍ବାଚନ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
ଭଦ୍ରକ ଅଫିସ,୨।୧୧: ଧାମନଗର ଉପନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆସନ୍ତାକାଲି ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସା ୬ଟା ଯାଏ ଚାଲିବ। ଏଥିପାଇଁ ୨୫୨ଟି ମତଦାନ କେନ୍ଦ୍ର କରାଯାଇଛି। ମତଦାନ କିଭଳି ଶାନ୍ତିଶୃଙ୍ଖଳା ସହ…
ବ୍ଲାଷ୍ଟିଂ କରି ମାଛ ଧରିବାକୁ ବିରୋଧ
ସୋନପୁର,୨।୧୧(ନି.ପ୍ର.): ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି। ସେହିପରି ଚିଙ୍ଗୁଡି…
ମାନ୍ଦାରେ ଚାଲିଛି ଶୀତବସ୍ତ୍ର ବ୍ୟବସାୟ
ରାୟଗଡା ଅଫିସ, ୨।୧୧: ସବୁବର୍ଷ ଭଳି ଚଳିତ ବର୍ଷ ଶୀତ ଆରମ୍ଭରୁ ହିଁ ରାୟଗଡ଼ାରେ ଶୀତବଦ୍ତ୍ର ପେବାରୀଙ୍କ ଭିଡ଼ ଜମିଲାଣି। କିନ୍ତୁ ଏ ବର୍ଷ ବେପାର ମାନ୍ଦା। ଆଗୁକୁ ଶୀତ ବଢ଼ିବ ସହ ବେପାର ଭଲ ହେବା ଆଶାରେ ଅଛନ୍ତି ବ୍ୟବସାୟୀ।…
ବ୍ରିଜ୍ ଦୁଇ ପାର୍ଶ୍ୱରେ ନିର୍ମାଣ ହୋଇନି ଆପ୍ରୋଚ ରାସ୍ତା
ବୈପାରିଗୁଡା,୨।୧୧ (ଡି.ଏନ୍.ଏ): ଗ୍ରାମାଞ୍ଚଳରେ ଯୋଗାଯୋଗ ପାଇଁ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରାଯାଉଛି। ତେବେ ବିଭାଗୀୟ ଉଦାସୀନତା ତଥା ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ରାସ୍ତା କାମ ଠିକ୍ ମାନର ହେଉ ନ ଥିବା…
ଫେରିଲା ଫୁଟ୍ବଲ୍ ଫିଭର
ଢେଙ୍କାନାଳକୁ ଫେରିଛି ଫୁଟ୍ବଲ ଫିଭର। ସର୍ବଭାରତୀୟ ଫୁଟ୍ବଲ ମହାସଂଘ, ଆମେ ଓଡ଼ିଆ ସଙ୍ଗଠନ ଏବଂ ଜିଲା କ୍ରୀଡ଼ା ସଂସଦ ସହଯୋଗରେ ନଭେମ୍ବର ୩ରୁ ଆୟୋଜିତ ହେଉଛି ‘ବାଜି ରାଉତ କପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟ’। ସେହିପରି ରାଜ୍ୟ ସରକାର, ଜିଲା କ୍ରୀଡ଼ା ସଂସଦ…

