ଆମ ଜିଲା ଖବର

ଟେଣ୍ଡର ପରେ ବି ରାସ୍ତା ମରାମତି ନାମରେ ଲୁଟ୍‌

ଚଣ୍ଡିଖୋଲ, ୩ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ଏହି ଟେଣ୍ଡର କାମ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ନାମରେ…

ଆଗ୍ରହ ଦେବ ଅଗ୍ରଗତି

ବଇଣ୍ଡା,୩ା୧୧ (ପରିକ୍ଷିତ ସାହୁ): ରୋଜଗାରକ୍ଷମ ହେବେ ଗଁା ମହିଳା। ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସେମାନେ ସହାୟକ ହୋଇପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କରାଯାଉଛି ନୂଆ ନୂଆ ଯୋଜନା। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଯୋଗାଇ ଦିଆଯାଉଛି ସହାୟତା ଓ…

ଜମି ଫାଟି ଆଁ, କେନାଲ ପାଣିକୁ ଅନାଇଛନ୍ତି ଚାଷୀ

କାମାକ୍ଷାନଗର, ୩।୧୧(ଡି.ଏନ୍‌.ଏ.): ଶୁଖିଲା ପଡ଼ିଛି ଜମି। ପାଣି ନ ଥିବାରୁ ଧାନଗଛ ବଢ଼ିପାରୁନି କି କେଣ୍ଡା ବାହାରୁନି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ବାମପାର୍ଶ୍ୱ କେନାଲରେ ପାଣି ଛଡ଼ାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ…

୨୫ବର୍ଷ ହେଲା ପାଲ ତଳେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୧ା୧୧(ଡି.ଏନ୍‌.ଏ.): ଗରିବଙ୍କୁ ବାସଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରିଛନ୍ତି। ହେଲେ ଏହି ଯୋଜନା ଅନେକ ସ୍ଥାନରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଯାହାର ଉଦାହରଣ…

ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା ପରେ ଏହି ୩ କେନ୍ଦ୍ରୀୟ ସମବାୟ ସଂସ୍ଥାରେ ସଭାପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ…

ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଟିକିରି,୩ା୧୧(ଡି.ଏନ୍‌.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ତ ଆଉ କେଉଁଠି ଚଉକିରେ। ଏମିତି ଏକ ଅଭାବନୀୟ…

ଖସୁନି ପରିବା ଦର, ଚିନ୍ତାରେ ଖାଉଟି

ଧରାକୋଟ,୩।୧୧(ଡି.ଏନ୍‌.ଏ.): ଗତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ବିଲରେ ପାଣି ଜମି ରହିବାରୁ ଗଛସବୁ ପଚି ଯାଇ ଗଛ ନଷ୍ଟ ହୋଇଯାଇଥିଲା। ଫଳ ଆରମ୍ଭରୁ ଏପରି ହେବା କାରଣରୁ ପରିବା ଚାଷ ଠପ୍‌ ହୋଇଥିଲା। ଯେଉଁଠି ବି…

ପୋଲିଂ ଅଫିସରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର…

ପୋଲିଂ କର୍ମଚାରୀଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩ା୧୧: ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭଦ୍ରକ ଜିଲାର ବାଗୁରାଇରେ ବୋଲି ଜଣାପଡ଼ିଛି। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ରେ ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ବୁଧବାର…

୮ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ

କେନ୍ଦୁଝର/ଯୋଡ଼ା, ୩ା୧୧ (ସ୍ବ.ପ୍ର/ଡି.ଏନ.ଏ): କେନ୍ଦୁଝର ଜିଲା ରାଜଖରସୁଆଁ ଠାରୁ ଡାଙ୍ଗୁଆପୋଷି ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ନିର୍ମାଣ ନିମନ୍ତେ ଦକ୍ଷିଣ ପୂର୍ବ ରେଳ ବିଭାଗର ଚକ୍ରଧରପୁର ଡିଭିଜନ ପକ୍ଷରୁ ୩ରୁ ୮ ତରିଖ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ଏ…

ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଛି

ବାହାନଗା, ୩ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଥିବା ଏକ ପରିସଂଖ୍ୟାନ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସନ୍ତି ନାହିଁ । ଫଳରେ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ଗୃହରେ ତାଲା ପଡିରହିଛି । ଏହି ବିଭାଗ…

ବୋଦାପଳାସା ନର୍ସରି ଜରାଜୀର୍ଣ୍ଣ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): ଉଦ୍ୟାନ କୃଷିର ବିକାଶ ପାଇଁ କେନ୍ଦୁଝର ସଦର ବ୍ଲକ୍‌ର ବୋଦାପଳସା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ନର୍ସରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆରମ୍ଭ ହେବାର ୧୦ ବର୍ଷ ପର୍ଯ୍ୟନ୍ତ ଫଳ, ଫୁଲ ଏବଂ ପନିପରିବା ଚାରା ଚାଷୀଙ୍କୁ ଯୋଗାଯାଉଥିଲା। ମାତ୍ର କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?