ଗାଁରେ ପଶିଲେ ୨୩ ଟିକିଆ ହାତୀପଲ: ଭାଙ୍ଗିଲେ ଘର, ଖାଇଲେ ଧାନ

ପାଟଣା,୧୦।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ବଣୁଆ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ ଜାରି ରହିଛି। ଶୁକ୍ରବାର ରାତିରେ ହାତୀପଲ ଡେଣୁଆ ଗାଁରେ ପଶି ଦୁଶା ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏପରିକି ହାତୀପଲ କେନ୍ଦେଇପଶି ବିଟରେ ପଶି ଧାନ ଫସଲ ନଷ୍ଟ କରିବା ସହ କ୍ଷୀରେଇ ଟାଙ୍ଗିରି ସେକ୍ସନ ଯମୁନାପଶି ବିଟ୍‌, ମାନପୁର, ଭଗପଶି ଓ ଡେଣୁଆ ଗ୍ରାମରେ ଧାନ ଫସଲ ଖାଇ ଉଜାଡି ଦେଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ହାତୀପଲ ଶନିବାର କଣ୍ଟିଆପଡ଼ା ଗ୍ରାମ୍ୟ ଜଙ୍ଗଲରେ ଡେରା ପକାଇଥିବା ବନପାଳ ସୁନିତା ବୋଘେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଲ୍‌ଆଇସି ଫିଲ୍ଡ ୱାର୍କରଙ୍କ ଆର୍ଥତ୍କ ସାହାଯ୍ୟ

ସମ୍ବଲପୁର, ୩୧।୩ (ବ୍ୟୁରୋ)-ନ୍ୟାଶନାଲ ଫେଡେରେସନ ଅଫ୍‌ ଇନସ୍ୟୁରାନ୍ସ ଫିଲ୍ଡ ୱାର୍କର ଅଫ୍‌ ଇଣ୍ଡିଆ (ଏଲଆଇସି )ସମ୍ବଲପୁର ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ଚାଇନା ସାମଗ୍ରୀ ବର୍ଜନ କରିବାକୁ ଶପଥ

କୁଆମରା,୨୨ା୬(ଡି.ଏନ୍‌.ଏ.)- ଲଦାଖରେ ଚାଇନା ସେନାର ଅତର୍କିତ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ଓ କନ୍ଧମାଳ ରାଇକିଆର...

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି।...

ସ୍କୁଲ ଚକ ଚକିଆ: ୧୦ ଶିକ୍ଷକ ପଦବୀ ଖାଲି

ନାଉଗାଁ,୧ା୧୨(ସ୍ବ.ପ୍ର.): ରାଜ୍ୟରେ ସ୍କୁଲ ରୂପାନ୍ତରୀକରଣ ଯୋଜନା କାମ ଜୋରସୋର୍‌ ଚାଲିଛି। ସ୍କୁଲଗୁଡିକର କାୟା ବଦଳି ଯାଇଛି। ସବୁ ଚକାଚକ୍‌ ସ୍ମାର୍ଟ କ୍ଲାସରୁମ ଏବଂ ସ୍କୁଲ ପରିସର...

ଗୋଟିଏ କୋଠାରୁ ୨୪ ପଜିଟିଭ ଚିହ୍ନଟ: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି

କଟକ ଅଫିସ,୨୫।୮: କଟକ ସହରର ୨୬ ନମ୍ବର ୱାର୍ଡ଼ସ୍ଥିତ କୁମ୍ଭାରସାହିର ଗୋଟିଏ କୋଠାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସେହି କୋଠାକୁ...

ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ...

Advertisement
Archives

Model This Week