ଆମ ଜିଲା ଖବର

ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହତାବ ନଗରର ଅଜୟ ବନଛୋର, ବିଶାଳ କୁମ୍ଭାର, ଶିବ କୁମ୍ଭାର। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ…

ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଗାନ୍ଧୀନଗର ତୃତୀୟ ଲାଇନ୍‌ରେ ରହୁଥିବା ସର୍ବେଶ୍ୱର…

ମଞ୍ଚ ନାଟକର ପୁନରୁଦ୍ଧାର ଲାଗି ପ୍ରୟାସ

ଭଞ୍ଜନଗର,୧୩ା୧୧(ଡି.ଏନ୍‌.ଏ.): ଭଞ୍ଜନଗର ଉପଖଣ୍ଡରେ ମଞ୍ଚ ନାଟକର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରବିବାର ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜନଗର ତରୁଣ କଳାକାର ସଂସ୍ଥା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତା…

ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲେ ୫ ଲକ୍ଷ ଟଙ୍କା

ନିଶ୍ଚିନ୍ତକୋଇଲି,୧୩ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ ଫିଲ୍ମ ଷ୍ଟାଇଲ୍‌ରେ ରବିବାର ଲୁଟ୍‌ ହୋଇଛି। କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକ୍‌ଅପ୍‌ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ରାସ୍ତାରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ଗାଡ଼ିଆଗରେ…

ଶିଶୁ ସାମ୍ବାଦିକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ପାଟଣା,୧୩ା୧୧: ୟୁନିସେଫ୍‌, ଧରିତ୍ରୀ ଓ ପିକକ୍‌ ସଙ୍ଗଠନ ଆନୁକୂଲ୍ୟରେ ଶିଶୁ ସାମ୍ବାଦିକମାନଙ୍କ ପାଇଁ ଦୁଇଦିନିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଟଣା ଥାନା ଅନ୍ତର୍ଗତ କପୁଣ୍ଡିସ୍ଥିତ ଜୀବନଜୀବିକା ତାଲିମ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହେଉଛି। ପିକକ୍‌ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଟଣା…

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଏତଲା

ପାଟଣା,୧୩ା୧୧(ସ୍ବ.ପ୍ର.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ଦାୟିତ୍ୱହୀନ ତଥା ଅଶାଳୀନ ମନ୍ତବ୍ୟ ବିରୋଧରେ ପାଟଣା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ଭାଜପା ରାଜ୍ୟ ଅନୁସୂଚିତ ଜନଜାତି ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା…

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଗିରଫ

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କୁ ରବିବାର ପୋଲିସ ଗିରଫ କରିଛି । ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ ନାବାଳିକାଙ୍କ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ଫେରାର

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏବଂ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଅଡବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର…

କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା

ବୁଗୁଡ଼ା,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଏକ ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ପହଞ୍ଚି ଥିବା ବେଳେ…

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ ଘଟଣା: ମୃତ ଧନ ମାଓବାଦୀ ନୁହେଁ, ଶ୍ରମିକ ଥିଲେ

କୋରାପୁଟ/ଜୟପୁର/,୧୩।୧୧(ସ୍ବ.ପ୍ର./ନି.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତଦେହ ସମ୍ପୃକ୍ତ ମାଓବାଦୀଙ୍କ ପରିବାର ଲୋକେ…

ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଜୟପୁର, ୧୩।୧୧ (ନି.ପ୍ର.)-ଗଞ୍ଜେଇ ଚୋରାଚାଲାଣରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଆସିଥିବା ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଶନିବାର କହିଛନ୍ତି ା ଏନେଇ ସେ କହିଛନ୍ତି, ଜୟପୁର ସଦର ଥାନା ପୋଲିସ ୨୦୨୧ ଜୁନ୍‌ ୧୧ରେ ଏକ ଗଞ୍ଜେଇ…

ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ ସହରରେ ଗଡ଼ିଥିଲା ପିଙ୍କ ପାଟ୍ରୋଲିଂ ଗାଡ଼ି। କଲ୍‌ ପାଇବା ମାତ୍ରେ ଘଟଣାସ୍ଥଳରେ ଦୁଇ ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?