ଆମ ଜିଲା ଖବର

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେଡି

ଦେବଗଡ଼/ଭୁବନେଶ୍ୱର (ବ୍ୟୁରୋ), ୧୧ା୧(ଡି.ଏନ.ଏ.): ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳା ମାନେ ନିର୍ମାଣ କରିଥିବା ଟାଉନ ହଲ୍‌ ପାଚେରି ଭଙ୍ଗାରୁଜା ଘଟଣାକୁ ନେଇ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଭଙ୍ଗାରୁଜାକୁ ନେଇ ବିଧାୟକ ପାଣିଗ୍ରାହୀଙ୍କୁ…

ଡାକ୍ତର,ନର୍ସଙ୍କ ଅବହେଳାରୁ ଶିଶୁ ମୃତ, ହସ୍ପିଟାଲ ସାମ୍ନାରେ ଧାରଣା

ବାଲେଶର ଅଫିସ,୧୧।୧: ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମୃତ ଶିଶୁ କନ୍ୟାର ପରିବାର ନର୍ସିଂହୋମ ସାମ୍ନାରେ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର, ୪ ସ୍ଥାନରେ ଏକକାଳୀନ ଚଢାଉ

ସୁନ୍ଦରଗଡ,୧୧।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମନହୀରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କାର୍ଯ୍ୟାଳୟ ସମେତ ସମ୍ବଲପୁର ବୁର୍ଲାସ୍ଥିତ ବାସଭବନ, ବଲାଙ୍ଗୀରର…

ସତ୍ତା ହରାଇଛି ସାଗର ଯୋଜନା

ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍‌.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ। ଏହି ୫ଟି ସାଗର ଯଥା ରାମ ସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, କୃଷ୍ଣ…

ସମସ୍ୟା ଘେରରେ ଧାମନଗର କଲେଜ

ଧାମନଗର,୧୧।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଅଧ୍ୟାପକ, କର୍ମଚାରୀ ଅଭାବ ସାଙ୍ଗକୁ କଲେଜ ଜମି ଜବରଦଖଲ, ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିବା ଆଦି ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମହାବିଦ୍ୟାଳୟରେ ସମସ୍ୟା ଅନେକ ରହିଥିବା…

ସହରରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ୱର ଅଫିସ, ୧୧।୧: ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍‌ ବ୍ୟବସ୍ଥା। ଟ୍ରାଫିକ୍‌ ନିୟମ ଠିକ୍‌ ଭାବେ ପାଳନ ହେଉ ନ ଥିବା ବେଳେ ବେଆଇନ ପାର୍କିଂ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଆମ୍ବୁଲାନ୍ସଠାରୁ ବିଭିନ୍ନ ଜରୁରୀସେବାରେ ବିଳମ୍ବ ହେଉଛି।…

ପାଟଣା ରେଞ୍ଜ୍‌କୁ ଆସିନାହାନ୍ତି ବିଦେଶୀ ପକ୍ଷୀ

କେନ୍ଦୁଝର/ପାଟଣା, ୧୧।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। କେନ୍ଦୁଝର ଡିଭିଜନର ବିଭିନ୍ନ ଜଳାଶୟରେ ଗଣନା କରାଯାଇଥିଲା। କେନ୍ଦୁଝର ରେଞ୍ଜ୍‌ର ନଳପଙ୍ଗା ଡ୍ୟାମ୍‌, ବଡ଼ଶାସନ ପୋଖରୀ, ମାଧପୁର ଫାର୍ମ ପୋଖରୀ, ଟିକରପଡା ଡ୍ୟାମ, ଚାନ୍ଦିନୀ…

ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା। ହେଲେ ୩ ଘଣ୍ଟା ପୋଲିସ ହାଜତରେ ରହିବା ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି।…

ବିରୂପା ସେତୁ ନିର୍ମାଣରେ ନିମ୍ନମାନର ବାଲି

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୧ା୧: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ନଦୀନାଳରେ ବ୍ରିଜ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି ା ଉନ୍ନତମାନର ବ୍ରିଜ୍‌ ପ୍ରକଳ୍ପ ନିର୍ମାଣ ଆଶାରେ…

ଆଦର୍ଶ ପୋଖରୀ ନିର୍ମାଣ ନାଁରେ ଅର୍ଥ ଆତ୍ମସାତ୍‌

ପଟ୍ଟାମୁଣ୍ଡାଇ, ୧୧।୧(ସ୍ବ.ପ୍ର.): ଆଦର୍ଶ ପୋଖରୀ ପୁନରୁଦ୍ଧାର ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହେଉଛି। ୩ ଦଫାରେ ସେହି ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ପୋଖରୀ ଏବେ ଆବର୍ଜନା କୁଣ୍ଡଠୁ ବଳେଇ ପଡ଼ିଛି। ପୋଖରୀ ପାଣିରେ ଗୋଡ଼ ବୁଡ଼ାଇଲେ ଚର୍ମ…

ରାଜସ୍ବ, ବନ ବିଭାଗ ଅଗୋଚରରେ ଚାଲିଛି ଗଛକଟା

ନାଉଗଁା,୧୧ା୧(ସ୍ବ.ପ୍ର): ନାଉଗଁା ବ୍ଲକ ଅନ୍ତର୍ଗତ କୋକିଡିହ-ତେଲସରା ୧୨ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ବରୁ ଏହି ରାସ୍ତାର ଚଉଡା ୩.୭୫ ମିଟର ଥିବାବେଳ ଏବେ ସମ୍ପ୍ରସାରଣ ପରେ ୫.୭୫ ମିଟର…

ହକି ମାସ୍କଟରେ ଓଲି ହସୁଛି, ଗହୀରମଥାରେ ମରୁଛି

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ପରେ ଏହାର ଡେମୋ କପ କେନ୍ଦ୍ରାପଡ଼ା ଜିଲାକୁ ସୋମବାର ଆସିଛି। ୨ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରାଯାଇଛି। ଏହି ଅବସରରେ ହକିର ମାସ୍କଟ ଓଲିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?