ଆମ ଜିଲା ଖବର

୧୧ରୁ ଶୀତ କମିବ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତେବେ ଆସନ୍ତା ବୁଧବାରଠାରୁ ଶୀତ କମିଯିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ। ଶୀତ କମିବା ସହ ଆସନ୍ତା ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ କେତେକ…

ଶକ୍ତିଶାଳୀ ଆଇଇଡି ବୋମା ଜବତ

ମାଲକାନଗିରି, ୯ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାରେ କୋମ୍ବିଂ ଅପରେଶନ ବେଳେ ସୋମବାର ଯବାନମାନେ ଏକ ଶକ୍ତିଶାଳୀ ଆଇଇଡି ବୋମା ସହ କିଛି ମାଓବାଦୀ ପୋଷ୍ଟର ଜବତ କରିଛନ୍ତି। ନାରାୟଣପୁର ଜିଲାର ଗୋରା ଗ୍ରାମ ନିକଟ ଜଙ୍ଗଲରେ ସ୍ଥାନୀୟ…

ନଦୀବନ୍ଧ ଧସିଥିବା ସ୍ଥାନ ପରିଦର୍ଶନ କଲେ ଜଳସେଚନ ଅଧିକାରୀ

ଆରଡି,୯।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ପଥରପ୍ୟାକିଂ କାର୍ଯ୍ୟ ଚାଲିଥିଲା ବେଳେ ରବିବାର ୪୦ ଫୁଟ୍‌ର ନଦୀବନ୍ଧ ଧସିଯାଇଥିଲା। ସୋମବାର ଅପରାହ୍ନରେ ଜଳସେଚନ ବିଭାଗର ଧାମନଗର ଡିଭିଜନ ଏସ୍‌ଡିଓ ବିଜୟ କୁମାର ସେଠୀ…

ବଦଳିଲେ ୮ଥାନା ଅଧିକାରୀ

ବାରିପଦା ଅଫିସ,୮ା୧: ମୟୂରଭଞ୍ଜ ଜିଲା ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ କରାଯାଇଛି। ଜିଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ୮ଜଣ ଥାନା ଅଧିକାରୀଙ୍କୁ ଜିଲା ମଧ୍ୟରେ ଅଦଳବଦଳ କରାଯାଇଛି। ବିଭାଗୀୟ ଚିଠି ନଂ. ୭୩/୮ା୧ା୨୦୨୩ ଅନୁସାରେ ବାରିପଦା ଟାଉନ…

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ଉଠାଦୋକାନୀ ସଂଘ ପକ୍ଷରୁ ବିରୋଧ

ବାଲେଶ୍ୱର ଅଫିସ, ୯।୧: ବାଲେଶ୍ୱର ସହରର ମୁଖ୍ୟ ରାସ୍ତା ବିବେକାନନ୍ଦ ରୋଡ୍‌ର ସିନେମା ଛକଠାରୁ ପାଣି ଟାଙ୍କି ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ସୋମବାର ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସିନେମା ଛକଠାରୁ ଉଚ୍ଛେଦ ପ୍ରକ୍ରିୟା…

ଭତ୍ତା ଟଙ୍କା ପାଇଁ ମା’ଙ୍କୁ ହତ୍ୟା କଲା ପୁଅ

ଲଙ୍ଗଳେଶ୍ୱର/ବସ୍ତା, ୯।୧(ଡି.ଏନ.ଏ.): ଭତ୍ତା ଟଙ୍କା ନ ଦେବାରୁ ୭୫ ବର୍ଷୀୟା ବୃଦ୍ଧା ମା’ଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି ବଡ ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ। ମୃତ ବୃଦ୍ଧା ହେଉଛନ୍ତି…

ରାତିଅଧରେ ଦୋକାନରେ ଲାଗିଲା ନିଆଁ, ଜଳିଗଲା ସବୁ

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଜିଲାପାଳ ଅଫିସ ସମ୍ମୁଖରେ ଥିବା ଏକ ତେଜରାତି ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ପୋଲିସ ପାଟ୍ରୋଲିଂ ସମୟରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବା ପରେ ଅଗ୍ନିଶମ…

ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର, ଆଗାମୀ ଦିନରେ ତେଜିବ ଆନ୍ଦୋଳନ

ଜାମଟିକ୍ରା,୯।୧(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଅଧୀନ ମନାପଡା ଝୁପୁଡ଼ିପଡାର ୩୫ ଭୂମିହୀନ, ଆଦିବାସୀ, ଓବିସି ଓ ଦଳିତ ପରିବାର ଏବଂ କେନାଲ ପଡ଼ାର ୩୧ ଭୂମିହୀନ ପରିବାର ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ସରକାରୀ ଜାଗାରେ ବସବାସ…

ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଚିତ୍ରକୋଣ୍ଡା,୯।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ୧୧ ତାରିଖରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ଏବଂ ବ୍ଲକ ଅଧ୍ୟକ୍ଷା…

ପୃଥକ୍‌ ଦୁର୍ଘଟଣାରେ ୪ ଗୁରୁତର

ପାପଡାହାଣ୍ଡି,୯।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୃଥକ ସ୍ଥାନରେ ସୋମବାର ବାଇକ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜିତୁ ହରିଜନ ଓ ହିମାଂଶୁ…

ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀ ମୃତ: ମୃତଦେହ ରଖି ରାସ୍ତାରୋକୋ

ବନ୍ତ,୯।୧(ଡି.ଏନ୍‌.ଏ): ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ସୋମବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ। ସୂଚନା ଅନୁଯାୟୀ, ଜାହାଙ୍ଗୀର ଲକ୍ଷ୍ମୀବଜାରଠାରେ ଥିବା ଦୋକାନ…

ବନଦୁର୍ଗା ଟ୍ରେଡର୍ସରେ ଜିଏସ୍‌ଟି ଚଢାଉ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କୋକସରା,୯।୧(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ରହିଥିବା ବନଦୁର୍ଗା ଟ୍ରେଡର୍ସରେ ସୋମବାର ଜିଏସ୍‌ଟି ଚଢାଉ ହୋଇଛି। ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ହେବାପରେ ଭବାନୀପାଟଣା ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?