ଆମ ଜିଲା ଖବର

ପୋଷ୍ଟ ଅଫିସ ସ୍ଥାନାନ୍ତରଣ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୩୦ା୧୨: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ବ୍ରଜନଗରରେ ଅବସ୍ଥିତ ଆଇପିପିବିଏସ୍‌ (ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ସର୍ଭିସ) କ୍ଷମତା ଧାରଣକ୍ଷମ ପୋଷ୍ଟ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର…

କର୍ମଚାରୀମାନଙ୍କୁ ଅଚାନକ ଛଟେଇ

କୁଆଁରମୁଣ୍ଡା,୩୦।୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କୁଆଁରମୁଣ୍ଡା ଚଦ୍ରିହରିହରପୁରରେ ଥିବା ଆଧୁନିକ ମେଟାଲିକ୍ସ କାରଖାନା ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଥିଲାବେଳେ ୨୦୨୦ ମସିହାରେ ଲିବର୍ଟି ନାମକ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହାକୁ ଅଧିଗ୍ରହଣ କରିଥିଲା। ଲିବର୍ଟି ହାଉସ ଏହି କାରଖାନାକୁ ଅଧିଗ୍ରହଣ କଲା…

ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌,ତଦନ୍ତ ଆରମ୍ଭ

ରାୟଗଡ଼ା ଅଫିସ,୩୦।୧୨: ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଶୁକ୍ରବାର ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଟିମ୍‌ ତଦନ୍ତ କରିବ। ଏପରିକି ୬ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ରହିଥିବା…

ଆବର୍ଜନାରେ ପରିପୂର୍ଣ୍ଣ ରେଳଷ୍ଟେଶନ ରାସ୍ତା

ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷରୁ ଲାଠୋର…

ଆସୁନି ଟୋକନ, ଅଭାବୀ ବିକ୍ରିକୁ ପ୍ରୋତ୍ସାହନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲାର ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ଜାରି ରହିଛି। ମଣ୍ଡି ଖୋଲା ରହିଥିବାବେଳେ ଚାଷୀଙ୍କ ପାଖରେ ଅମଳ ଧାନ ମହଜୁଦ ରହିଛି। ହେଲେ ଧାନ ବିକ୍ରି ପାଇଁ ଟୋକନ ଆସି ନ ଥିବାରୁ ଅବିକ୍ରି…

ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅନ୍ତର୍ଗତ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ପ୍ରଦାନ କରିବାପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି ା ଏଥିପାଇଁ ତହସିଲ କୋର୍ଟରୁ ୭୦ଜଣଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକଙ୍କୁ ସଦର ଥାନା ପୋଲିସ ଦୁର୍ଘଟଣାସ୍ଥଳରୁ ଆଣି ଜିଲା ମୁଖ୍ୟ…

ଗବେଷଣା ପାଇଁ ଶରୀର ଦାନକଲେ ପରିବାର ବର୍ଗ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ) ଖୋର୍ଦ୍ଧା ଜିଲା ପାତ୍ରପଡ଼ା ଅଞ୍ଚଳର ୬୪ ବର୍ଷୀୟ ଶ୍ରୀନିବାସ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଜୀବନ ଯୁଦ୍ଧରେ ହାରିଯାଇ ସେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ସିନା, ହେଲେ ତାଙ୍କ ଶରୀର ତାଙ୍କ ପରି ଅନେକ ରୋଗୀଙ୍କ…

କୌପୀନଧାରୀଙ୍କ ଜେଲଭରୋ ଚେତାବନୀ

ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦକୁ ମାସେ ବିତିଗଲାଣି। ହେଲେ କୌପୀନଧାରୀଙ୍କ ଦାବିକୁ ଅଣଦେଖା କରାଯାଉଛି। ତେଣୁ ନୀତିକାନ୍ତି…

ନୂଆବର୍ଷରୁ ଜଙ୍ଗଲ ସଫାରି

ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍‌, ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ ନେଇପାରିବେ ଏହାର ମଜା। ଏଥିଲାଗି ରାଜ୍ୟ ସରକାରଙ୍କ ସହାୟତାରେ ଢେଙ୍କାନାଳ ବନ ବିଭାଗ…

ବସ୍‌ଷ୍ଟାଣ୍ଡରେ ପରିବା ବେପାର

ଚମ୍ପୁଆ,୩୦ା୧୨(ଡି.ଏନ.ଏ): ଦୈନିକ ପରିବା ବଜାର ଥାଉ ଥାଉ ବେପାରୀଙ୍କର କିଣାବିକାର ଆଡ଼ା ପାଲଟିଛି ଚମ୍ପୁଆ ବସ୍‌ଷ୍ଟାଣ୍ଡ। ବେପାରୀମାନେ ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠୁ କାରବାର କରୁଛନ୍ତି। ଏପରିକି ବସ୍‌ ରହୁଥିବା ସ୍ଥାନ ଗୁଡିକ ମଧ୍ୟ ସକାଳ ସମୟରେ ବେପାରୀମାନଙ୍କ କବ୍‌ଜାରେ ରହୁଛି। ଏଠାରେ…

ସୁରକ୍ଷା ଅର୍ଥ ଯାଉଛି କୁଆଡ଼େ

ବାରିପଦା ଅଫିସ,୩୦ା୧୨: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କଲେଣି। ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ କାଠମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ଶିମଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ଓ ଦିଗହରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?